Latest Odisha News

BREAKING NEWS

Browsing Category

ସହର

City

ବଦଳିଲେ ଟ୍ୱିଟର ସିଇଓ, ବଦଳିଲା ନିୟମ

ଭୁବନେଶ୍ୱର: ବଦଳିଲେ ଟ୍ୱିଟର ସିଇଓ, ବଦଳିଲା ନିୟମ  । ପରାଗ ଅଗ୍ରୱାଲ ସିଇଓ ହେବା ମାତ୍ରେ ଆକ୍ସନ ମୋଡକୁ ଆସିଛି ଟ୍ୱିଟର । ଟ୍ୱିଟର ମଙ୍ଗଳବାର ନୂଆ ନିୟମ ଆରମ୍ଭ କରିଛି ।  ଯାହା ୟୁଜର୍ସଙ୍କୁ ସେମାନଙ୍କ ସହମତି ବିନା ଅନ୍ୟମାନଙ୍କ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ସେୟାର କରିବାକୁ ବାରଣ…

ବିବାହ ବନ୍ଧନରେ ବାନ୍ଧିହେଲେ ଉପସ୍ଥାପିକା ଗୁନ୍ ଗୁନ୍

ଭୁବନେଶ୍ୱର : ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ଲୋକପ୍ରିୟ ଉପସ୍ଥାପିକା ଗୁନ୍ ଗୁନ୍ । ବ୍ୟବସାୟୀ ଅଭିସ୍ମିତଙ୍କୁ ମଙ୍ଗଳବାର ବୈଦିକ ରୀତି ନୀତି ଅନୁସାରେ ବିବାହ କରିଛନ୍ତି ଗୁନଗୁନ୍ । ଟଙ୍କପାଣି ରୋଡରେ ଥିବା ଏକ୍ ମଣ୍ଡପରେ ଧୁମ୍ ଧାମର ସହ ଗୁନଗୁନ୍ ଙ୍କ ବିବାହ ସମ୍ପନ୍ନ ହୋଇଛି ।…

ବାଲୁକା କଳାରେ ଏଡ୍‌ସ ସଚେତନତା

ଆଜି ବିଶ୍ୱ ଏଡ୍ସ ଦିବସ । ଡିସେମ୍ବର ୧ ତାରିଖକୁ ପ୍ରତିବର୍ଷ ଏଡସ୍ ଦିବସ ଭାବେ ପାଳିତ ହେଉଛି । ଏଡସ୍ ର ଭୟାବହତାରୁ ରକ୍ଷା କରିବା ଓ ସାବଧାନତା ଅବଲମ୍ବନ କରିବା ସହ ଲେକାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି । ଏଡସ୍ ଦିବସ ଅବସରରେ ପୁରୀ ବେଳାଭୂମିରେ ତିଆରି ହୋଇଛି…

ଡିସେମ୍ବର ପହିଲାରୁ ମହଙ୍ଗା ମାଡ, ପୁଣି ବଢିଲା ଏଲପିଜି ଦର

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ପୁଣି ମହଙ୍ଗା ମାଡ । ଆଜିଠାରୁ ପୁଣିଥରେ ଏଲପିଜି ଗ୍ୟାସ ଦରରେ ବଢିଲା । କମର୍ସିଆଲ ସିଲିଣ୍ଡରର ଦର ୧୦୦ ଟଙ୍କା ବୃଦ୍ଧି ପାଇଛି । ଯଦିଓ ଘରୋଇ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇନାହିଁ, କିନ୍ତୁ କମର୍ସିଆଲ ସିଲିଣ୍ଟର ଦର ବୃଦ୍ଧି ପାଇଥିବାରୁ ଖାଇବା ପିଇବା…

IPS ଅରୁଣ ରାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଦାୟିତ୍ୱ,

ଭୁବନେଶ୍ୱର:  ବରିଷ୍ଠ IPS ଅରୁଣ ରାୟଙ୍କୁ ଗୁରୁ ଦାୟିତ୍ୱ । ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ହୋମଗାର୍ଡ ଡିଜି, ସିଭିଲ୍ ଡିଫେନ୍ସ ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ରାଜ୍ୟରେ ୨୪ ଘଣ୍ଟାରେ ୨୩୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୧୦୪୯୩୪୫ରେ ପହଞ୍ଚିଲା ପଜିଟିଭ୍  ସଂଖ୍ୟା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୯୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି…

ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଆଜିଠାରୁ ଲାଗୁ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ ଆତଙ୍କ ।  ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଆଜିଠାରୁ ଲାଗୁ ହୋଇଛି । କୋଭିଡ୍‌ର ନୂଆ ଘାତକ ପ୍ରଜାତି ‘ଓମିକ୍ରନ୍‌’କୁ ନେଇ ଏବେ ବିଶ୍ବବ୍ୟାପୀ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ସମଗ୍ର ଏସିଆ, ୟୁରୋପ,…

ସାରା ବିଶ୍ୱରେ ଓମିକ୍ରନ ଆତଙ୍କ : ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଫେରନ୍ତା ୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ସାରା ବିଶ୍ୱରେ ଖେଳୁଛି ଓମିକ୍ରନ ଆତଙ୍କ । ମହାରାଷ୍ଟ୍ରରେ ୬ ପଜିଟିଭ ଚିହ୍ନଟ ।  ଏମାନେ ହେଲେ ଦକ୍ଷିଣ ଆଫ୍ରିକା ଓ ସଂକ୍ରମିତ ଦେଶରୁ ଆସିଥିବା ୬ ଜଣ ଯାତ୍ରୀ ନୂତନ ମାରାତ୍ମକ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ବୁଲିଲାଣି ଅଥଚ ତାହା ଚିହ୍ନଟ ହୋଇପାରିନି । ତେଣୁ ଉଭୟ ପରୀକ୍ଷା ଓ…

ଆସୁଛି ବାତ୍ୟା! ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଆସନ୍ତା ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ବାତ୍ୟାନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ତେବେ ସମ୍ଭାବ୍ୟ ବାତ୍ୟା ଉପରେ ନଜର ରଖିବାକୁ…

ହାଜତ ମୃତ୍ୟୁ ମାମଲା: ୪ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଭୁବନେଶ୍ୱର: ଏକ ହାଜତ ମୃତ୍ୟୁ ମାମଲାରେ ପୁଲିସ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି | ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ଏହି ୪ ପୋଲିସ୍‌ ଅଧିକାରୀଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରିଛି । ୨୦୧୭ ମସିହାରେ…