Latest Odisha News

BREAKING NEWS

Browsing Category

ସହର

City

ଭୀଷଣ ରୂପ ନେଇ ଆସୁଛି ବାତ୍ୟା, ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦୁଇ ମାସର ବ୍ୟବଧାନରେ ପୁଣି ଓଡ଼ିଶାକୁ ବାତ୍ୟା ବିପଦ । ଚଳିତ ବର୍ଷର ଦ୍ବିତୀୟ ବାତ୍ୟା ‘ଜୱାଦ’ ଆସନ୍ତା ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ଯଦି ଏହା ଓଡ଼ିଶା ଉପକୂଳ ସ୍ପର୍ଶ…

କଟକ ରେଲୱେ ଷ୍ଟେସନରେ ଆତଙ୍କବାଦୀ ନିପାତର ଡେମୋ

କଟକ : ବନ୍ଧୁକ ଧରି ରେଳଷ୍ଟେସନ ପରିସରରେ ସଜାଗ୍ ଅଛନ୍ତି ଯବାନ । ଆତଙ୍କବାଦୀଙ୍କୁ ମାତ୍ ଦେବା ପାଇଁ ଏମାନଙ୍କ ପ୍ରତିଟି ମୂହୁର୍ତ୍ତ ହୋଇପଡିଛି ଗୁରୁତ୍ୱପୂର୍ଣ୍ଣ । ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ତୀକ୍ଷ୍ଣ ନଜର ରଖିଛି ପୋଲିସ ବା ଓସଓଜିର ଯବାନ ମାନେ । କଟକ…

[ଭିଡ଼ିଓ] ସମୁଦ୍ରରେ ସମରାଭ୍ୟାସ ସାଗର କବଚ-୨୦୨୧

ପାରାଦୀପ: ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ-୨୦୨୧। ଜଳପଥକୁ ସୁରକ୍ଷା ଓ ବିପଦ ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସମୁଦ୍ରରେ ଚାଲିଛି କସରତ । ସମରାଭ୍ୟାସରେ କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ସମେତ ୧୮ ରୁ ଉର୍ଦ୍ଧ୍ବ ବିଭାଗ ହୋଇଛନ୍ତି ସାମିଲ…

[ଭିଡ଼ିଓ] ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ ପ୍ରଭାତ

କଟକ: ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ କଟକ ପୁଅ । କଟକ ଚାଉଳିଅଗଞ୍ଜ ମଠସାହିର ପ୍ରଭାତ ସାହୁ । ପ୍ରଭାତ ୬ ସେଣ୍ଟି ମିଟର ଉଚ୍ଚତାର ଜଗନ୍ନାଥଙ୍କ ଗଜାନନ ବେଶ କରି ରେକର୍ଡ କରିଛନ୍ତି । ବିଶ୍ୱର ସବୁଠୁ କ୍ଷୁଦ୍ରତମ ଚିତ୍ର ନିଜ ରଙ୍ଗ ତୂଳୀରେ ସଜାଇଛନ୍ତି ପ୍ରଭାତ । ଆୟୋଜିତ ହୋଇଥିବା ଏହି…

ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ବାଦ ପତ୍ର ହକର ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ ।…

[ଭିଡିଓ] ମାର୍କଟରେ ନୂଆ ଟ୍ରେଣ୍ଡ ”ମେହେନ୍ଦି ବ୍ଲାଉଜ”

ଭୁବନେଶ୍ୱର : ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି 'ମେହେନ୍ଦି ବ୍ଲାଉଜ' । ହେଲେ ଏହି 'ମେହେନ୍ଦି ବ୍ଲାଉଜ' କଣ ? କହିବାକୁ ଗଲେ ଏହା ଏକ ବ୍ଲାଉଜ ନୁହେଁ । ବରଂ ହୀନା ମେହେନ୍ଦିକୁ ବଡିରେ ଆର୍ଟ କରାଯାଇ ବ୍ଲାଉଜର ରୂପ ଦିଆଯାଇଛି । ଜଣେ ମଡେଲ ଏହି ହିନା ମେହେନ୍ଦିରେ ତିଆରି ବ୍ଲାଉଜକୁ…

ସ୍ୱାସ୍ଥ୍ୟଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପରାମର୍ଶ: ବୈଠକ ପରେ ଡ଼ାକ୍ତର ରମାରମଣ ମହାନ୍ତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କଲେ କେନ୍ଦ୍ର ସରକାର । ଆଜି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଓମିକ୍ରନ ପ୍ରସଙ୍ଗରେ ବୈଠକ କରିଛନ୍ତି । ବୈଠକ ପରେ ଡ଼ିଏମଇଟି ରମାରମଣ ମହାନ୍ତି କହିଛନ୍ତି, ଯେଉଁମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର…

[ଭିଡ଼ିଓ] ପରିଶୋଧ ହୋଇପାରୁନି ଋଣ, ଟଙ୍କା ଗଣି ଚାଷୀ ନୟାନ୍ତ

ଖଡିଆଳ: ଋଣ ଯନ୍ତାରେ ଚାଷୀ । ଚାଷ କାମ ପାଇଁ ଋଣ ଆଣିଥିଲେ । ତାକୁ ପରିଶୋଧ କରିଚାଲିଥିଲେ ବି ଏଯାଏ ଋଣ ମୁକ୍ତ ହୋଇପାରିନାହାନ୍ତି । ଏ ହେଉଛନ୍ତି ନୂଆପଡ଼ା ଖଡିଆଳ ସାନମହେଶ୍ୱର ଗାଁର ଭୁବନ ଗଉଡ଼ । ବ୍ୟାଙ୍କରୁ ୫୧ହଜାର ଟଙ୍କା ଋଣ ଆଣିଥିବା ବେଳେ ୧୭ ହଜାର ଟଙ୍କାର ସବସିଡି ଥିଲା । ତେବେ ଚାଷ…

ମାମୁଁ ଘର କୂଅରେ ବୁଡି ଭଣଜାର ଜୀବନ ଗଲା

ନରସିଂହପୁର : କୂଅରେ ବୁଡି ନାବାଳକର ଜୀବନ ଗଲା । ମାମୁଁ ଘରକୁ ବୁଲିବାକୁ ଯାଇଥିଲା ଭଣଜା । ହେଲେ କାଳ ହୋଇ ବସିଥିଲା ଯମ । ନରସିଂହପୁର କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧ ଗାଁ ର ଶ୍ରୀକାନ୍ତ ବେହେରାଙ୍କ ପୁଅ ଜ୍ଞାନରଞ୍ଜନ ବେହେରା । ତାଙ୍କୁ ବୟସ ୮ ବର୍ଷ ହେବ । ଜ୍ଞାନ ନରସିଂହପୁର ଥାନା…

[ଭିଡ଼ିଓ]୫୭ବର୍ଷରେ ପଦାର୍ପଣ କରିଛି ବିଏସଏଫ ବା ସୀମା ସୁରକ୍ଷା ବାହିନୀ

ଭୁବନେଶ୍ୱର: ଆଜି ବିଏସଏଫ ବା ସୀମା ସୁରକ୍ଷା ବାହିନୀ ୫୭ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସଏଫର କାର୍ଯ୍ୟ ଓ ଓଡ଼ିଶାରେ ମାଓ ଦମନ କ୍ଷେତ୍ରରେ ବିଏସଏଫର ଭୂମିକା ବର୍ଣ୍ଣନା କରିଛନ୍ତି ବିଏସଏଫ ଆଇଜି । ୧୯୬୫ ଡ଼ିସେମ୍ବର ପହିଲାରେ ଭାରତର ସୀମା…