Latest Odisha News

BREAKING NEWS

Browsing Category

ସହର

City

ବାବା ଆଖଣ୍ଡଳମଣି ମନ୍ଦିରରେ ୧୪୪ଧାରା ଜାରି, କଟକଣାରେ ଚାଲିଛି ନୀତି

ଭଦ୍ରକ: ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭିଡ଼ ନିୟମ ଅନୁଯାୟୀ ୧୪୪ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଏଥିପାଇଁ ସ୍ୱତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ । ମଣିବାବାଙ୍କ ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ…

କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଧବଳେଶ୍ୱରଙ୍କ ଆଜି ଯୋଗୀ ବେଶ

ଆଠଗଡ଼: ଆଜି କାର୍ତ୍ତିକ ପୂର୍ଣ୍ଣିମା । ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ହେଲେ ଏହି ବେଶକୁ ଦର୍ଶନ କରିପାରିବେନି ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠରେ ୧୪୪ଧାରା ଲାଗୁ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ଼ କଟକଣା ପାଇଁ ଦର୍ଶନ ମନା ରହିଛି । ଆଜିର ଦିନରେ…

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ

ମୋହନା : ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ଅଡବା ଓ ମୋହନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଗାଡି ସହ ୪ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି । ଗୁରୁବାର ଅଡବା ପୋଲିସ ଡୁମିଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡିକୁ ପୋଲିସ ଯାଞ୍ଚ କରିଥିଲା…

ପୋଲିସ ପଞ୍ଝାରେ ନକଲି ଡାକ୍ତର ,ବ୍ୟାଙ୍କରୁ ଋଣ ନେଇ ଧରାପଡିଲେ

କଟକ : ପୋଲିସ ହାତରେ ଧରାପଡିଲା ହାଇ ପ୍ରୋଫାଇଲ ଠକ । କଟକ ବାଦାମବାଡି ଅଞ୍ଚଳରୁ ଏହି ଠକକୁ ଗିରଫ କରିଛି ପୋଲିସ । ନିଜକୁ ଡାକ୍ତର କହି ଏହି ଠକ ଜଣକ ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେଇଥିଲେ ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ କଟକ ଗୋପାଳପୁର ଅଞ୍ଚଳର ସିଦ୍ଧାନ୍ତ ସାର୍ଥକ ।…

ଯୁକ୍ତ ୩ ପ୍ରଥମ ବର୍ଷ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,୨୩ ରୁ କରିପାରିବେ ଆବେଦନ

ଭୁବନେଶ୍ୱର : ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଶିକ୍ଷାବର୍ଷ ୨୦୨୧-୨୦୨୨ ଯୁକ୍ତ ୩  ପ୍ରଥମ ବର୍ଷ ଦ୍ୱିତୀୟ ପର୍ୟ୍ୟାୟ ନାମ ଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଘରୋଇ ଡିଗ୍ରୀ କେଲେଜର…

ସତ୍ୟବାଦୀ ଏସବିଆଇ ଶାଖାରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଏସବିଆଇ ଶାଖାରେ ଅଗ୍ନିକାଣ୍ଡ । ପୁରୀ ଜିଲ୍ଲା ସତ୍ୟବାଦୀ ଏସବିଆଇ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁସାରେ ବ୍ୟାଙ୍କ କ୍ୟାଣ୍ଟିନର ଗ୍ୟାପ ପାଇପ ଲିକ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିଲା । ବ୍ୟାଙ୍କ ରେ ଧୂଆଁମୟ ହେବାରୁ ଗ୍ରାହକ ଓ କର୍ମଚାରୀ ଭୟଭୀତ ହୋଇ ବ୍ୟାଙ୍କ…

ଡ଼ଙ୍ଗା ଭସାଇବାବେଳେ ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା କାକଟପୁର ବ୍ଲକ ବେଢ଼ାବନ୍ଦ ଗାଁରେ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ରିତା ମିଶ୍ର ଓ ପ୍ରଭୁ ମିଶ୍ର । ସୂଚନା ଅନୁସାରେ, ରିତା ମିଶ୍ର ଓ ତାଙ୍କ ପୁଅ ପ୍ରଭୁ ମିଶ୍ର ସକାଳୁ ଗାଁ ପୋଖରୀରେ ଡ଼ଙ୍ଗା ଭସାଇବାକୁ…

ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ପାଇବେ ଶାନ୍ତନୁ ସମ୍ମାନ

ଭୁବନେଶ୍ୱର : ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ମିଳିବ ଶାନ୍ତନୁ ସମ୍ମାନ ।୨୦୨୧ ଶାନ୍ତନୁ ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଛି । ଆସନ୍ତା୨୨ ରେ ବିଶିଷ୍ଠ ସଙ୍ଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଏହି…

ନ୍ୟାୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଆଗରେ ଶୋଇପଡ଼ିଲେ ଅସହାୟ ମହିଳା

ସୁନ୍ଦରଗଡ଼: ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିଲାନାହିଁ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା । ଚାକିରି ଫେରାଇ ଦେବାକୁ ଦାବି କରି…

ବାହାରେ ବୁଲୁଛନ୍ତି କରୋନାରେ ସଂକ୍ରମିତ ସୁର ରାଉତରାୟ

ଭୁବନେଶ୍ୱର : କରୋନାରେ ସଂକ୍ରମିତ କଂଗ୍ରେସ ବିଧାୟତ ତଥା ବରିଷ୍ଠ ନେତା ସୁର ରାଉତରାୟ । ନିକଟରେ ତାଙ୍କ ରିପୋର୍ଟ ପଜିଟିଭି ବାହାରିବା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଥିଲା । ଖାସ କରି ସୁର ରାଉତରାୟ ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିବାରୁ ଅନେକ ଲୋକ କୋକୁଆ ଭୟରେ ରହିଛନ୍ତି ।…