Latest Odisha News
Browsing Category

ସହର

City

[ଭିଡ଼ିଓ] ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜିତ କରାଯାଇଥାଏ । ଆଜି ଅବକାଶ ନୀତି ଶେଷ ହେବା ପରେ…

[ଭିଡ଼ିଓ] ମତ୍ସ୍ୟ ବିଭାଗ ତରଫରୁ ବାଲିମେଳା ଜଳଭଣ୍ଡାରରେ ଛଡାଗଲା ମାଛ ଜାଆଁଳା

ଚିତ୍ରକୋଣ୍ଡା : ବିଭିନ୍ନ ସ୍ଥାନରେ ଏବେ ଚାଷୀ ମାନେ ମାଛ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି । ଅନ୍ୟପଟେ ମାଛ ଚାଷୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାଲିମେଳା ଜଳ ଭଣ୍ଡାରରେ ଜିଲ୍ଲା ମତ୍ସବିଭାଗ ତରଫରୁ ମାଛ ଯାଆଁଳା ସବୁ ଛଡା ଯାଇଛି । ଲୋକଙ୍କ ଜୀବନ…

[ଭିଡ଼ିଓ] ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ

ପାରାଦୀପ :ଐତିହାସିକ ନୌବାଣିଜ୍ୟ ପରମ୍ପରାକୁ ନେଇ ବନ୍ଦର ନଗରୀ ପାରଦୀପ ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଥିଲା ।  ପାରାଦୀପ ବନ୍ଦରରେ ବହୁ ନିଡାମ୍ବର ସହକାରେ ବୋଇତ ବନ୍ଦାଣ ଓ ବନ୍ଦର ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଉତ୍କଳୀୟ ପରମ୍ପରାରା ନିଚ୍ଛକ ପ୍ରତିଛବି ସବୁ ଦେଖିବାକୁ ମିଳିଥିଲା । ସାତ…

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ: ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ

ଭୁୁବନେଶ୍ୱର: ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ । ଗତକାଲି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ଭିଜିଲାନ୍ସ । ଋଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଶୁକ୍ରବାର ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ପକ୍ଷରୁ ଆଜି ସନ୍ଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । www. orissaresults.nic.in ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ । ଯୁକ୍ତ ଦୁଇ ଅଫଲାଇନ୍…

ମୟୁରଭଞ୍ଜ ଜିଲ୍ଲାର ୬୦ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ: ୫ଟି ଉପକ୍ରମ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ୬୦ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ସ୍କୁଲକୁ ଲୋକାର୍ପଣ କରିଛନ୍ତି । ବାରିପଦା ଶତାୟୁ ଉଚ୍ଚ ବିଦ୍ୟାଳୟ ମହାରାଜ…

ମୋଦିଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସମର୍ଥନ କଲେ ନବୀନ

ଭୁବନେଶ୍ୱର:କୃଷି ଆଇନ ପ୍ରତ୍ୟାହାର ପାଇଁ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତି ନିଆଯାଇଛି ।…

[ଭିଡ଼ିଓ] ଆ କା ମା ବୈ…ଉତ୍କଳୀୟ ପରମ୍ପରା କାର୍ତ୍ତିକ ପୁର୍ଣ୍ଣିମା

ଭୁବନେଶ୍ୱର: ଆ କା ମା ବୈ... ପାନ ଗୁଆ ଥୋଇ... ପାନ ଗୁଆ ତୋର ମାସିକ ଧରମ ମୋର. . .ଆଜି ହେଉଛି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୁର୍ଣ୍ଣିମା । ବିଭିନ୍ନ ସ୍ଥ।।ନରେ ସାଧବପୁଅଙ୍କୁ ସ୍ମରଣ କରି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ମାନେ । ଏନେଇ ଜଳାଶୟ ଗୁଡିକରେ ଲାଗିଥିଲା ଗହଳି । ରାଜଧାନୀ…

ଡ଼ଙ୍ଗା ଭସାଇବାବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ୧୨ବର୍ଷର ନାବାଳକ

କାମାକ୍ଷାନଗର: ଡଙ୍ଗା ଭସାଇବାବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ୧୨ବର୍ଷର ନାବାଳକ । କାର୍ତ୍ତିକ ପୂର୍ଣ୍ଣିମାରେ ଘଟିଛି ବଡ଼ ଅଘଟଣ । ନିଖୋଜ ନାବାଳକ ଜଣଙ୍କ ହେଲେ ଭୁବନ ଥାନା ଲତାବିଲ ଗାଁର ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ନାୟକ । ସୂଚନା ଅନୁସାରେ, ଆଜି କାର୍ତ୍ତିକ ପୂର୍ଣ୍ଣିମା…

୧୩୨ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

କନ୍ଧମାଳ: କନ୍ଧମାଳରେ ପୋଲିସ ଓ ଅବକାରୀ ବିଭାଗର ଅପରେସନ । ୧୩୨ଏକର ସରକାରୀ ଜମିରୁ ଗଞ୍ଜେଇ ଗଛ କାଟିଲା ପୋଲିସ ଓ ଅବକାରୀ ବିଭାଗ । କ. ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡ଼ା ଗ୍ରାମ ପଞ୍ଚାୟତର କୁଶାକୁପୁଡ଼ା, କୁଡ଼ୁପାକିଆ ଓ ଗସୁକିଆ ଗାଁର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନଭାବେ ଚାଷ…