Latest Odisha News

BREAKING NEWS

Browsing Category

ପୁରୀ

Puri

ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ୧୩ତମ ରାଜ୍ୟସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଆୟୋଜିତ

ପୁରୀ : ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ପକ୍ଷରୁ ୧୩ତମ ରାଜ୍ୟ ସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କବୀ ପ୍ରତିମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬୦ଜଣ କବି…

ବାଲୁକା କଳା ଜରିଆରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ମାନସ ସାହୁ

ପୁରୀ: ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ ମୁଦ୍ରାରେ ଥିବା ଦେଖିବାକୁ ମିଳିଛି । ନିକଟରେ ଏକ ଲିଙ୍ଗ ମଧ୍ୟ ରହିଛି । ଏଥିରେ ମହାଶିବରାତ୍ରୀର ଶୁଭେଚ୍ଛା ଲେଖାଯିବା ସହ ହେ ପ୍ରଭୁ…

କୋଭିଡ କଟକଣାରେ ପୁରୀ ଲୋକନାଥ ମନ୍ଦିରରେ ଜାଗର ଯାତ୍ରା

ପୁରୀ: କୋଭିଡ୍ କଟକଣାରେ ଏବର୍ଷ ପୁରୀର ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା । ଭୋର ୪ଟାରୁ ଆରମ୍ଭ ହେବ ଦର୍ଶନ। ଏବର୍ଷ ଭିତର ଗମ୍ଭୀରାରେ ଦର୍ଶନ ମନା। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତା ୯ ତାରିଖରେ ପଙ୍କୋଦ୍ଧାର ହେବ। ବର୍ଷକରେ ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ଶ୍ରଦ୍ଧାଳୁ…

ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ

ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ତିଥିରେ ଶ୍ରୀମନ୍ଦିରର ରତ୍ନ ସିଂହାସନାରୂଢ଼ ଶ୍ରୀଜିଉମାନେ ମନୋଜ୍ଞ ଗଜ ଉଦ୍ଧାରଣ ବେଶରେ ଶୋଭାୟମାନ ହୁଅନ୍ତି । ମନେପଡେ ଭକ୍ତ ସାଲବେଗଙ୍କ ସେହି ପ୍ରସିଦ୍ଧ ଭଜନରୁ - ''ହେ ନୀଳ ଶଇଳ-ପ୍ରବଳ-ମତ୍ତ ବାରଣ ମୋ ଆରତ-ନଳିନୀ ବନକୁ କର ଦଳନ ।। ଗଜରାଜ…

ଆଜି ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀଜୀଉ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହି୍ ବେଶରେ ଆଜି ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଦ୍ୱିପହର ଧୂପ ସରିବା ପରେ ଏହି ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହା ପରେ ସାହାଣ ମେଲା ଦର୍ଶନ ହେବ । ଗଜଉଦ୍ଧାରଣ…

ଏଣିକି ଗୁଣ୍ଡିଚା ମନ୍ଦିରରେ ହେବ ନିଶୁଳ୍କ ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଉ ଦେବାକୁ ପଡିବନି ପ୍ରବେଶ ଶୁଳ୍କ । ୨୦୨୧-୨୨ ଆର୍ଥିକ ବର୍ଷରୁ ଏହାକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । କେବଳ ଗୁଣ୍ଡିଚା ମନ୍ଦିର ନୁହେଁ, ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ…

ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ପୁଣି ସୋସିଆଲ୍‌ ମିଡିଆରେ ଭାଇରାଲ୍

ପୁରୀ: ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି । ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ ୟୁଜର ଆଇଡିରେ ଶ୍ରୀମନ୍ଦିର ଭିତର ଫଟୋ ଛଡ଼ାଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ଆଗରେ ଉଠାଯାଇଛି ଏହି ଫଟୋ । ଗତ ଦୁଇ ତାରିଖରେ ଏହି ଫଟୋ…

ପୁରୀରେ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ

ପୁରୀ: ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ । ପଶ୍ଚିମଦ୍ୱାରରେ ଡ୍ୟୁଟିରେ ଥିବା ଜଣେ ପୋଲିସ ମାଡ଼ ମାରିବା ସହ ଭୁଲ ମଗେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ଆଜି ଶ୍ରୀମନ୍ଦିରରେ…

ଆସନ୍ତା ଶନିବାର ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଆସନ୍ତା ଶନିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମହାପ୍ରଭୁ ବଡ଼ସିଂହାର ବେଶରେ ପଦ୍ମବେଶରେ ମଇଲମ ହୋଇଥାନ୍ତି । ବର୍ଷକରେ ଗୋଟିଏ ଦିନ ମହାପ୍ରଭୁଙ୍କର ଏହି ବେଶ ହୋଇଥାନ୍ତି । ଆଉ ରାତି ତମାମ ବେଶରେ ରହିଥାନ୍ତି…

ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର

ପୁରୀ: ପୁରୀ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୯୬୭୧୦୦ । ଏଠାକୁ ଆସୁଥିବା ପର୍ଯ୍ୟଟକ କୌଣସି ଅସୁବିଧାରେ ପଡିଲେ ଏହି ନମ୍ବରରେ କଲ କରି ଜଣାଇ ପାରିବେ । ଏହି ନମ୍ବର ୨୪ ଘଣ୍ଟା…