Latest Odisha News

BREAKING NEWS

Browsing Category

ପୁରୀ

Puri

ପୁରୀରେ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ

ପୁରୀ: ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ । ପଶ୍ଚିମଦ୍ୱାରରେ ଡ୍ୟୁଟିରେ ଥିବା ଜଣେ ପୋଲିସ ମାଡ଼ ମାରିବା ସହ ଭୁଲ ମଗେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ଆଜି ଶ୍ରୀମନ୍ଦିରରେ…

ଆସନ୍ତା ଶନିବାର ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଆସନ୍ତା ଶନିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମହାପ୍ରଭୁ ବଡ଼ସିଂହାର ବେଶରେ ପଦ୍ମବେଶରେ ମଇଲମ ହୋଇଥାନ୍ତି । ବର୍ଷକରେ ଗୋଟିଏ ଦିନ ମହାପ୍ରଭୁଙ୍କର ଏହି ବେଶ ହୋଇଥାନ୍ତି । ଆଉ ରାତି ତମାମ ବେଶରେ ରହିଥାନ୍ତି…

ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର

ପୁରୀ: ପୁରୀ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୯୬୭୧୦୦ । ଏଠାକୁ ଆସୁଥିବା ପର୍ଯ୍ୟଟକ କୌଣସି ଅସୁବିଧାରେ ପଡିଲେ ଏହି ନମ୍ବରରେ କଲ କରି ଜଣାଇ ପାରିବେ । ଏହି ନମ୍ବର ୨୪ ଘଣ୍ଟା…

ବାଇକ ଚଳାଇ ଫସିଲ‌େ ନାବାଳକ, ଭରିବ‌େ ୩୭ ହଜାର ଫାଇନ୍

ପୁରୀ: ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ଜଣେ ନାବାଳକ ବାଇକ ଚଳାଇ ଫସିଛନ୍ତି। ନାବାଳକ ଜଣକ ବାଇକ ଚଳାଇ ଯାଉଥିବା ବେଳେ ପୁରୀ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟ ଠାରେ ଧରାପଡିଥିଲେ। ପରେ ଟ୍ରାଫିକ ପୋଲିସ ଆରଟିଓଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ଆରଟିଓ ବିଭାଗର ଟ୍ରାଫିକ ଏଏସଆଇ ସୁଶାନ୍ତ କୁମାର…

ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ: ଭିଜିଲାନ୍ସ ଜାଲରେ ପୂର୍ବତନ ରାଜସ୍ୱ ନିରୀକ୍ଷକ(RI) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଚଢାଉ । ପୁରୀ ଅଫିସ୍ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି…

ବନ୍ଧାହେଲେ ଠକ ସାମ୍ବାଦିକ

ପୁରୀ: ୱେବ ଚ୍ୟାନେଲ ଖୋଲି ଜଣେ ସାମ୍ବାଦିକ ଲୋକଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ । ଏପରି ଠକ ସାମ୍ବାଦିକକୁ ଖଣ୍ଡଗିରି ପୋଲିସ ଆଜି ପୁରୀରୁ ଗିରଫ କରିଛି । ତା ନାଁ ସୌମ୍ୟରଂଜନ ସାମନ୍ତରାୟ । ସେ ଦୁର୍ନୀତି ଲାଇଭ ନାମରେ ଏକ ୱେବ ଚ୍ୟାନେଲ କରି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା…

ସେବାୟତଙ୍କୁ କୋଭିଡ୍ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ କୋଭିଡ୍ ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ ରଖିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ମୁଖ୍ୟ ସାସନ ସଚିବଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ଆଜିଠୁ ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଦର୍ଶନ…

ଆସନ୍ତାକାଲି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଏଥିପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହଣ ୪ ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ ବୋଲି ଜଣାପଡିଛି । ଦତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ ।  ମହାପ୍ରଭୂଙ୍କ ଶ୍ରୀମୁଖ ଶୃଙ୍ଗାର ଦ୍ବିତୀୟ…

ପୁରୀରୁ ଯୋଧପୁର ଏବଂ ଆଜମେରକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୁରୀ-ଯୋଧପୁର ଏବଂ ପୁରୀ- ଆଜମେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଆସନ୍ତା ୨୦ ତାରିଖଠାରୁ ପ୍ରତି ବୁଧବାର ଅପରାହ୍ନ ୪ଘ.୦୫ମିନିଟରେ ପୁରୀ-ଯୋଧପୁର-ପୁରୀ’ ସ୍ୱତନ୍ତ୍ର ଟ୍ରେନ ଯୋଧପୁର ଅଭିମୁଖେ ଯିବ । ୨୩ ତାରିଖରୁ ପ୍ରତି ଶନିବାର ଯୋଧପୁରରୁ…

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନବାଙ୍କ ବେଶ

ପୁରୀ: ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ନବାଙ୍ଗ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ଆଳତୀ ବେଶରେ ମାଳଚୂଆ ଖୁଣ୍ଟିଆ ଓ ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି । ଏହି ଦିନ ବଡ ସିଂହାର ବେଶରେ ସୋଲ ଓ…