Latest Odisha News

BREAKING NEWS

Browsing Category

ପୁରୀ

Puri

ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର

ପୁରୀ: ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର । ଲମ୍ବା ଯେମିତି, ଓଜନ ବି ସେମିତି । ଦେଖିଲେ ଭୟ ଲାଗିବ । ପୁରୀ ଜିଲ୍ଲା ବଳଭଦ୍ରପୁର ପଞ୍ଚାୟତ ପୋଡାକେରା ଗାଁରୁ ଏହି ଅଜଗର ସାପ ଉଦ୍ଧାର ହୋଇଛି । ଗାଁ ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ । ଏଥିରେ ଅଜଗର ସାପଟି ପଡିଥିଲା । ଏକଥା ଜାଣିବା…

ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ଫାଟକର ରୂପା ଆଚ୍ଛାଦନ ପ୍ରକିୟା

ପୁରୀ: ପୁରୀର ଜଗନ୍ନାଥ ମନ୍ଦିରର ତିନୋଟି ଫାଟକକୁ ରୂପା ଆଚ୍ଛାଦନ ପାଇଁ କାର୍ଯ୍ୟ ବୁଧବାର ଠାରୁ ଆରମ୍ଭ ହୋଇଛି। ସୂଚନାନୁସାରେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଆଶିଷ କୁମାର ସୁବୋଧଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ମୁଖ୍ୟ ମନ୍ଦିରର ମୁକ୍ତି ମଣ୍ଡପ…

ପୁରୀର ଚା ଦୋକାନୀ ଅକ୍ଷୟ ମାଗଣାରେ ଚା, ରସଗୋଲା ବାଂଟି ନିଆରା ଢ଼ଙ୍ଗରେ ପାଳିଲେ ମୋଦିଙ୍କ ଜନ୍ମଦିନ

ପୁରୀ: ପୁରୀର ଚା ଦୋକାନୀ ଅକ୍ଷୟ ଜୟସିଂହ (ଅକ୍ଷୁ ଭାଇ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ଜବରଦସ୍ତ ପ୍ରଶଂସକ । ସବୁ ବର୍ଷ ପରି ଏଥର ମଧ୍ୟ ସେ ତାଙ୍କ ପ୍ରିୟ ତଥା ଆଦର୍ଶ ନେତା ମୋଦିଙ୍କ ଜନ୍ମଦିନ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସକାଳୁ ତାଙ୍କ ସହ ଛୋଟ ଛୋଟ ପିଲାମାନେ ମୋଦିଙ୍କୁ…

ପୁରୀର ନେଳିପାଣି ମୋହରେ ବିହାରୀ ଇଞ୍ଜିନିୟର, ଶେଷରେ ନିଶା ପାଇଁ ଭିକ୍ଷାବୃତ୍ତି

ପୁରୀ: ପୁରୀର ଭାଙ୍ଗ ନିଶାରେ ପଡି ଯାଇଛନ୍ତି ଜଣେ ବିହାରୀ ଇଞ୍ଜିନିୟର । ଜାଣିବା ଶୁଣିବା ବ୍ୟକ୍ତି ହେବା ସତ୍ୱେ କିପରି ସେ ନିଶା କବଳରେ ପଡିଲେ ଏବଂ ଏଥିନେଇ ସେ ଯେଉଁ ଯୁକ୍ତ ବାଢ଼ୁଛନ୍ତି ତାହା ଗ୍ରହଣୀୟ ନୁହେଁ । ନିଶା ଯୋଗୁ ତାଙ୍କ ପରିସ୍ଥିତି ଏପରି ହୋଇଛି ଯେ, ସେ ଏଥିପାଇଁ ଭିକ୍ଷାବୃତ୍ତି…

ଶ୍ରୀମନ୍ଦିର ମା’ ବିମଳାଙ୍କ ପୀଠେ ମୂଳାଷ୍ଟମୀ ତଥା ଶାରଦୀୟ ଦୁର୍ଗୋତ୍ସବର ଆୟମାରମ୍ଭ

ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା ବା ଶାରଦୀୟ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀକ୍ଷେତ୍ରରେ ଥିବା ସପ୍ତ ଦେବୀ ପୀଠକୁ ଏହା ଯାଇଥାଏ । ଗୁରୁବାର ପବିତ୍ର ମୂଳାଷ୍ଟମୀ ଦିନଠାରୁ ଷୋଡ଼ଶ ଉପଚାର…

ସ୍ୟାଣ୍ଡ ଆନିମେସନ ଜରିଆରେ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି

ପୁରୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି । ଏହି ବାର୍ତ୍ତା ନେଇ ନିଜ ସ୍ୟାଣ୍ଡ ଆନିମେସନ ଜରିଆରେ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ସ୍ୟାଣ୍ଡ ଆନିମେସନଟି ପ୍ରସ୍ତୁତ କରିବାକୁ…

ପ୍ରଣବ ମୁଖାର୍ଜୀଙ୍କୁ ପୁରୀ ବିଜେପି ପକ୍ଷରୁ ଶ୍ରଦ୍ଧାଂଜଳି

ପୁରୀ: ପୁରୀ ବିଜେପି ପକ୍ଷରୁ ବଗଲା ବଂଚାଅ ଆନ୍ଦୋଳନ ସ୍ଥଳରେ ଆଜି ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର ବିୟୋଗରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦଳ ପକ୍ଷରୁ ପ୍ରଥମେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶ

"ଛଳୟସି ବିକ୍ରମଣେ ବଳିମଦଭୁତବାମନ, ପଦନଖନୀରଜନିତଜନପାବନ । କେଶବ ! ଧୃତ ବାମନ ରୂପ, ଜୟ ଜଗଦୀଶ ହରେ । " ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଭଗବାନ ବାମନଙ୍କର ଜନ୍ମୋତ୍ସବ ଓ ଶ୍ରୀଜୀଉଙ୍କ ବଳି ବାମନ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ ।…

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ଓ ଶ୍ରୀସୁଦର୍ଶନଦେବଙ୍କ ଚାରି ଆଶ୍ରମ ବିଜେ ନୀତି ପାଳିତ

''ଶ୍ରୀ ରାଧିକା ଶୁଭେ ଜାତ ଶ୍ରୀମଦ୍ ବୃନ୍ଦାବନେଶ୍ୱରୀ, ଭାଦ୍ର ମାସେ ସୀତାଷ୍ଟମ୍ୟାଂ ମଧ୍ୟାହ୍ନ ଶୁଭଦାୟିନୀ ।'' ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ଓ ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ’ ଇତ୍ୟାଦି ନାମରେ ପାଳନ କରାଯାଏ ଓ…

ମାର୍କଣ୍ଡେୟ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ଋଷି ପଞ୍ଚମୀ ବ୍ରତ ପାଳନ

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ । ଏହି ବ୍ରତ ସ୍ୱୟଂ ମା’ ଶ୍ରୀଦେବୀ ମହାଲକ୍ଷ୍ମୀ ପାଳନ କରିଥାନ୍ତି । ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ…