Latest Odisha News

BREAKING NEWS

Browsing Category

ପୁରୀ

Puri

ଆଜି ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ନାଗାର୍ଜୁନ ବେଶ ନେଇ ହେବ ଆଲୋଚନା

ପୁରୀ: ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ । ଆସନ୍ତା ୨୭ ତାରିଖରେ ମହପ୍ରଭୁଙ୍କ ନାଗାର୍ଜୁନ…

ଦର୍ଶକଙ୍କ ଲାଗି ଆଜିଠୁ ଖୋଲୁଛି ‘ଗାନ୍ଧୀ ସ୍ମୃତିପୀଠ’

ପୁରୀ: ଦର୍ଶକଙ୍କ ଲାଗି ପୁରୀର ଗାନ୍ଧୀ ସ୍ମୃତିପୀଠ ସୋମବାର ଦିନଠାରୁ ଖୋଲାଯାଉଛି । ଯାହା କୋଭିଡ-୧୯ ମହାମାରୀ ଯୋଗୁଁ ଦୀର୍ଘ ୭ ମାସ ଧରି ବନ୍ଦ ରହିଥିଲା । ଗାନ୍ଧୀ ସ୍ମୃତିପୀଠ ପୁରୀର ଅନ୍ୟ ଏକ ଆକର୍ଷଣ ପାଲଟିଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ…

କାର୍ତ୍ତିକ ମାସ ପ୍ରଥମ ସୋମବାର: ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭକ୍ତିମୟ ପରିବେଶ

ପୁରୀ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏଥର କରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି । କାର୍ତ୍ତିକ ସୋମବାରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ ହୋଇଛନ୍ତି ଶ୍ରଦ୍ଧାଳୁ ।  ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭକ୍ତଙ୍କ ଭିଡ଼ ହୋଇଛି ।…

ନଭେମ୍ବର ୨୭ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ, କାର୍ତ୍ତିକ ମାସ ନୀତିକାନ୍ତି ଚୁଡ଼ାନ୍ତ

ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତ ଚୁଡ଼ାନ୍ତ ହୋଇଛି । କାର୍ତ୍ତିକ ମାସରେ ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯିବ । ପରେ ମଙ୍ଗଳ ଆଳତି, ମଇଲମ, ତଡପ ଲାଗି, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ନୀତି ସମ୍ପାଦିତ ହେବ । ପରେ ଶ୍ରୀଜିଭମାନଙ୍କର ଦ୍ୱିତୀୟ ଭୋଗ…

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା, ଜାଣନ୍ତୁ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଜାରି ଥିବା ଶବଦାହ କଟକଣାକୁ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ “ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଆମେ ପୁରୀ ସ୍ୱର୍ଗଦ୍ୱାରରେ ଲାଗୁ କରାଯାଇଥିବା…

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇଛନ୍ତି । ପୁରୀରେ ABADHA ଯୋଜନା ଅଧୀନରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ବ୍ୟତୀତ ଜଗନ୍ନାଥ ମନ୍ଦିର ଚାରିପାଖରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି  ସମୀକ୍ଷା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ…

ପୁରୀରେ ସିରିଜ୍ ଟ୍ରେନପୋଡି ଘଟଣା, ଅଭିଯୁକ୍ତକୁ ୫ବର୍ଷ ଜେଲ୍ ଓ ଜରିମାନା

ପୁରୀ: ୨୦୧୫ ମସିହାରେ ପୁରୀ ରେଳଷ୍ଟେସନରେ ଘଟିଥିବା ତିନିଟି ଟ୍ରେନ ପୋଡି ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୁରୀ ସିଜେଏମ୍ । ସୁବାସଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଡକ୍ଟର…

ଶ୍ରୀମନ୍ଦିର ନ ଖୋଲିବାକୁ ଯୁକ୍ତି ବାଢିଲେ ସରକାର

କଟକ : ପୁରୀରେ ସେବାୟତଙ୍କ ପରିବାରର ୩୩୨ ଜଣ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ନିୟମିତ ନୀତିକାନ୍ତି ଚାଲିଛି । ମନ୍ଦିର ଭକ୍ତମାନଙ୍କ ପାଇଁ କାହିଁକି ଖୋଲାଯିବନି ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ହାଇକୋର୍ଟରେ ହୋଇଥିବା ମାମଲାର ଜବାବ…

ବିିଶ୍ୱ ପର୍ଯ୍ୟଟନ ଦିବସ ପାଇଁ ବାଲୁକା ଶିଳ୍ପୀ ମାନସ ପ୍ରସ୍ତୁତ କଲେ ବାଲୁକା କଳା

ପୁରୀ: କରୋନା ମହାମାରୀ ଯୋଗୁଁ ବେଶୀ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଆଶା ରହିଛି ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିବ । ଆସନ୍ତାକାଲି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ନିଜ ବାଲୁକା କଳା ମାଧ୍ୟମରେ…

ବିଶିଷ୍ଟ ଗାୟକ ବାଲସୁବ୍ରମଣ୍ୟମଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଂଜଳି

ପୁରୀ : ସ୍ୱରର ଯାଦୁଗର ବାଲସୁବ୍ରମଣ୍ୟମଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଂଜଳି ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ଶୁକ୍ରବାର ପୁରୀ ବେଳାଭୂମିରେ ବାଲୁକା କଳାରେ ସୁବ୍ରମଣ୍ୟମଙ୍କର ପ୍ରତିକୃତି ତିଆରି କରିଥିଲେ । ଏଥି ସହ ଲେଖିଥିଲେ ବର୍ଷିଆନ ଗାୟକ ଏସ୍ ପି…