Latest Odisha News

BREAKING NEWS

Browsing Category

କଟକ

Cuttack

SCBରେ ଭର୍ତ୍ତି ହେଲା ଯୋଡ଼ାମୁଣ୍ଡ ଶିଶୁ ଜଗା: ୨ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ

କଟକ: SCBରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ଏସ୍‌ସିବି ମେଡିକାଲକୁ ଅଣାଯାଇଛି । ଏସ୍‌ସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି। ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟାବସ୍ଥା…

କେନ୍ଦ୍ର ମାଗିଲାଣି ରିପୋର୍ଟ, କି ଉତ୍ତର ଦେବ ଜଙ୍ଗଲ ବିଭାଗ ?

କଟକ: ଆଠଗଡ ବନଖଣ୍ଡରେ ଥିବା ଏକ ଦନ୍ତାହାତୀ ଗୁଳିବିଦ୍ଧ ହୋଇ ଚିକିତ୍ସାଧୀନ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଏହାପରେ ପରେ କେନ୍ଦ୍ର ସରକାର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଏକ ଚିଠି ହସ୍ତଗତ ହୋଇଛି। ଏହି ଚିଠି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ମୁଖ୍ୟ ଅଧିକାରୀଙ୍କୁ ଆସିଛି। ଯେଉଁଥିରେ…

ଅପରାହ୍ନ ୩ଟାରେ ଖୋଲିବ ବାରବାଟୀର ସବୁ ଗେଟ୍, ଏବେଠାରୁ ଜମିଲାଣି କ୍ରୀଡାପ୍ରେମୀଙ୍କ ଭିଡ଼

କଟକ: ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ଣ ୩ଟାରୁ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ ଖୋଲାଯିବ । ଟିକେଟ୍‌ରେ ଉଲ୍ଲେଖ ଥିବା ଗେଟ୍‌ ନମ୍ବର ଅନୁସାରେ ଦର୍ଶକ ଷ୍ଟାଡ଼ିୟମ୍‌କୁ ପ୍ରବେଶ କରିବେ । ଟିକେଟ୍‌ ଯାଞ୍ଚ୍‌ କଡ଼ାକଡ଼ି ହେବ । ଯାଞ୍ଚ୍‌ ସମୟରେ ଜାଲ୍‌ ଟିକେଟ୍‌ ଧରାପଡ଼ିଲେ…

[ଦେଖନ୍ତୁ ଭିଡିଓ] ଆସନ୍ତାକାଲି ବାରବାଟୀ ଲଢ଼େଇ, ଆଜି ଉଭୟ ଦଳର ନେଟ ପ୍ରାକ୍ଟିସ

କଟକ: ଆସନ୍ତାକାଲି ବାରବାଟୀ ଲଢ଼େଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଗତକାଲିଠୁ ଉଭୟ ଦେଶର ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି ।…

କଟକ ଏସଡିଜେଏମ କୋର୍ଟରେ ମାମଲା ରୁଜୁ କଲେ ବର୍ଷା : ସମ୍ମାନହାନୀ କରୁଛି ସୋସିଆଲ ମିଡିଆରେ ଅନୁଭବଙ୍କ ପୋଷ୍ଟ

କଟକ: ଅନୁଭବ ମହାନ୍ତିଙ୍କ ବିରୋଧରେ କଂପ୍ଲେନ୍ କେସ୍ ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । କଟକ ସଦର ଏଡିଜେଏମ୍ କୋର୍ଟରେ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି ବର୍ଷା । ଅନୁଭବଙ୍କ ବିରୋଧରେ ଆଇପିସିର ଦଫା ୫୦୬, ୫୦୯, ୫୦୧ ଓ ଆଇଟି ଆକ୍ଟର ଧାରା ୬୭ରେ ଅଭିଯୋଗ ନେଇ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି…

ମୋ କଲେଜ ଅଭିଯାନ ଓ ଏନ. ଏସ.ଏସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

କଟକ : ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ମୋ କଲେଜ ଅଭିଯାନ ଓ ଏନଏସଏସ ମିଳିତ ଉଦ୍ୟମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ପ୍ରତିଶ୍ରୁତି ନାୟକ, ଦ୍ୱିତୀୟ ଦୀପ୍ତିମୟୀ ପାଣି ଓ ତୃତୀୟ ସ୍ୱାତୀ ସଂଘମିତ୍ରା ଦାସଙ୍କୁ…

[ଦେଖନ୍ତୁ ଭିଡିଓ] ଅନୁଭବ ପୋଷ୍ଟ କଲେ ଆଉ ଏକ ଭିଡିଓ: ମରିବାକୁ ନେଇ ଡରାଅ ନାହିଁ , ବଞ୍ଚିବାକୁ ଚାହେଁ

କଟକ: ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡିଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି । ଏହି ଭିଡିଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି। ଏହାଛଡ଼ା ନିଜର ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେଇଛନ୍ତି । …

ଆଠଗଡରେ ହାତୀ ମୃତ୍ୟୁ ଘଟଣା, ଏସଟିଏଫ ତଦନ୍ତ ଦାବି

ଭୁବନେଶ୍ୱର: ହାତୀ ମୃତ୍ୟୁ ଘଟଣାର ବନ ବିଭାଗ ଅଧିକାରୀଙ୍କ ବିରୋଧରେ ତଦନ୍ତ ହେଉ । ଏସଟିଏଫ ଏହି ମାମଲାର ତଦନ୍ତ କରିବା ଦରକାର । ଏପରି କିଛି ଦାବି କରି ଆନିମାଲ ଓ୍ୱେଲଫେୟାର ଟ୍ରଷ୍ଟର ପୂରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି। ନିକଟରେ ଆଠଗଡ ଡିଭିଜନରେ ହୋଇଥିବା ହାତୀ…

ରାଜଧାନୀରେ ଗଛ କଟାକୁ ନେଇ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ରାଜଧାନୀରେ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ ପାଇଁ ଗଛ କଟା ପ୍ରସଙ୍ଗରେ ରିପୋର୍ଟ ଦେବେ ସରକାର । ଗୁରୁବାର ହାଇକୋର୍ଟ ଏହି ପ୍ରସଙ୍ଗରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ କ୍ୱାଟର୍ସ ନିର୍ମାଣ, ଗଛ କଟା,…

କଟକ ଗୁପଚୁପ୍ ଖାଉଥିଲେ ସାବଧାନ ! ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଗୁପଚୁପ୍ ପ୍ରସ୍ତୁତି

କଟକ: ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା  ପର୍ଯ୍ୟନ୍ତ ନକଲି  । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ । ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି…