Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

କଳା ବ୍ୟାଚ ପିନ୍ଧି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଓକିଲ

ଢେଙ୍କାନାଳ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କଳା ବ୍ୟାଚ ପରିଧାନ କରି ଧାରଣାରେ ବସିଛନ୍ତି କାମାକ୍ଷାନଗର ଓକିଲ ସଂଘର ଶତାଧିକ ଓକିଲ। ଗତ ମାସ ୨୮ ତାରିଖ ଦିନ ଏକ ରେଷ୍ଟୁରାଣ୍ଟରେ ଓକିଲ ଶଶଧର ମହାନ୍ତିଙ୍କୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଭାବେ…

ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼, ପୋଲିସର ତନାଘନା ଜାରି

ଢେଙ୍କାନାଳ: ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼। କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ଦୁଇ ଜଣ…

୧୩ ବର୍ଷ ହେଲାଣି ଅଙ୍ଗନବାଡ଼ି କେନ୍ଦ୍ରରେ ନାହାନ୍ତି ଦିଦି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଡାଉଁଶନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ସ୍କେଲିଟନ। ବିନା ଅଙ୍ଗନୱାର୍ଡି କର୍ମୀରେ ଚାଲିଛି ଶିଶୁ ଏବଂ ମାତୃତ୍ୱ ବିକାଶ । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ଧରି ବିନା ଅଙ୍ଗନୱାର୍ଡି…

ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢ଼େଙ୍କାନାଳ: ଢ଼େଙ୍କାନାଳ ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁ ମାମଲାରେ ହୋଇଛି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ଦୁଇ ଜଣ କର୍ମଚାରୀଙ୍କୁ ଢ଼େଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ ନିଲମ୍ବିତ କରିଛନ୍ତି । ଗତ ମାସ ୨୮ ତାରିଖରେ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ…

ପୋଖରୀରୁ ମିଳିଲା ରାଜମିସ୍ତ୍ରୀଙ୍କ ମୃତଦେହ

ଢ଼େଙ୍କାନାଳ: ଆମ୍ବପଳାସ ଗାଁ ରାମଚନ୍ଦ୍ରପୁର ସାହିରେ ଥିବା ଗୁରୁଧୋଡ଼ା ପୋଖରୀରେ ବୁଡ଼ି ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଆମ୍ବପଳାସ ଗାଁର ରମେଶ ଚନ୍ଦ୍ର ସାହୁ। ରମେଶ ଗତ କାଲି ଠାରୁ ନିଜ ଚାଷ ଜମିକୁ ଯାଇ ନିଖୋଜ ଥିଲେ। ତେବେ ପରିବାର ଲୋକେ ବହୁ ଖୋଜା ଖୋଜି…

ସରକାରୀ ଜମିରେ ରାଜ କରୁଛନ୍ତି ଠିକାଦାର, ଅଭିଯୋଗ ପରେ ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ସ୍କୁଲ ପାଲଟିଛି ଠିକା ସଂସ୍ଥାର ଶିବିର। ସରକାରୀ ଜମିରେ ନିଜର ଯାନ୍ତ୍ରୀକ ମେସିନ ରଖି ଚଳାଇଛନ୍ତି ବ୍ଯବସାୟ। ସ୍ଥାନୀୟ ପ୍ରଶାସନ ସବୁ ଦେଖିଥିଲେ ବି ସବୁ ଦେଖି ନଦେଖିଲା ଭଳି ପଳାଇ ଯାଉଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମକୁଆକାଟେଣୀ…

ଗଣେଶ ପୂଜା ଭସାଣିରେ ହତ୍ୟା ଉଦ୍ୟମ; ଯୁବକ ଗୁରୁତର

ଢ଼େଙ୍କାନାଳ: ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡ଼ା ପଞ୍ଚାୟତ ଅଧୀନସ୍ତ ଛାଟିଆ ଗ୍ରାମରେ ଚଳିତ ବର୍ଷ ଗଣେଶ ପୂଜାକୁ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଯାଇଛି । ଗୁରୁବାର ଭସାଣିରେ ରାଉତ ଖଞ୍ଜାର ଓ ବେହେରା ଖଞ୍ଜାର ଗୋଷ୍ଠୀ ଭସାଣି ପାଁଇ ପ୍ରସେସନ କରୁଥିବା ସମୟରେ ସାମ୍ନାସାମ୍ନି…

ଢ଼େଙ୍କାନାଳ ସଦରରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ

ଢ଼େଙ୍କାନାଳ:  ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ରାଜେନ୍ଦ୍ର କୁମାର ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ମାତ୍ରାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି ବୋଲି ଅବକାରୀ ଅଧିକକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ।…

କାମାକ୍ଷାନଗର ମହିମା ଆଶ୍ରମରେ ନୂଆଁଖାଇ ପାଳିତ

କାମାକ୍ଷାନଗର: ମଢି ସ୍ଥିତ ମହିମା ଆଶ୍ରମ ଠାରେ କୌପୁନି ଧାରୀ ମହିମା ସମାଜ ପକ୍ଷରୁ ଗଣପର୍ବ ନୂଆଁ ଖାଇ ପାଳିତ ହୋଇଯାଇଛି। ଭୋର ସମୟରୁ ମହିମା ଧର୍ମର ନୀତି ଅନୁଯାୟୀ ମହିମା ସନ୍ୟାସୀ ମାନେ ଏହି ପର୍ବ ସଂପନ୍ନ ହୋଇଛି । ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଅଂଶ…

କାନପୁରା ଗାଁରେ ପିଡିଏସ ଦୁର୍ନୀତି ଅଭିଯୋଗ; ଭୂତ ନାଁରେ ଚାଉଳ ହଡ଼ପ କଲେ ସମ୍ପାଦିକା!

କାମାକ୍ଷାନଗର: କାନପୁରା ଗାଁରେ ପିଡିଏସ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ସଂଘର ସମ୍ପାଦିକା ଜ୍ୟୋସ୍ନାମୟୀ ବିଶ୍ୱାଳଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଭୂତ ନାଁରେ ଚାଉଳ ହଡପ…