Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଖୋଲାରେ ବିଲେଇ ମଳତ୍ୟାଗ କରିବାରୁ ପାଳିତଙ୍କ ନାଁରେ ଥାନାରେ ମାମଲା

ବ୍ରହ୍ମପୁର: ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ମିଲିକ ବିରୋଧରେ ଥାନାରେ ଏତଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ସହରର ଶଙ୍କର ମଠ ସାହି ପାଣି କଲୋନୀରେ। ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ଆଉ ବିଲେଇମାନେ ଏଣେ…

କିଲିମାଞ୍ଜରୋ ଆରୋହଣ ପରେ ବ୍ରହ୍ମପୁର ଫେରିଲେ ମଧୁସ୍ମିତା; ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବ୍ରହ୍ମପୁର: ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ (୫,୮୯୫ମି)କୁ ସଫଳତାର ସହ ଆରୋହଣ କରିବା ପରେ ବ୍ରହ୍ମପୁର ଘରକୁ ଫେରିଛନ୍ତି ମଧୁସ୍ମିତା ପାତ୍ର। ପରିବର ବର୍ଗଙ୍କ ତରଫରୁ ବ୍ରହ୍ମପୁର ଷ୍ଟେସନ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟପଟେ…

ବ୍ରହ୍ମପୁର ରାଜନୀତିକୁ ଫେରିବେ କି ସିଦ୍ଧାନ୍ତ ? ଜାଣନ୍ତୁ କ’ଣ କହିଲେ ପୂର୍ବତନ ସାଂସଦ

ବ୍ରହ୍ମପୁର:ଗତ ସାଧାରଣ ନିର୍ବାଚନରେ ଟିକେଟ୍‌ କଟିବା ପରେ ବ୍ରହ୍ମପୁର ରାଜନୀତିରୁ ଦୂରେଇ ଯାଇଥିବା ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଣି ଥରେ ଆବିର୍ଭାବ ଘଟିଛି। ବୁଧବାର ବ୍ରହ୍ମପୁରରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଘରେ…

କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩)…

ବିବାହର ୩ଦିନ ପରେ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ତଥା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାକ୍ଟର ଧକ୍କାରେ ନବ ବିବାହିତ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରର ଜି.ବେଣୁ ଏବଂ ତାଙ୍କ ସ୍ତ୍ରୀ ସିଏଚ୍‌.ପ୍ରତିମା। ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ ଟା ବେଳେ ଏହି…

ଆପାର୍ଟମେଣ୍ଟ ଦେବା ନାଁରେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ, ଡାକ୍ତର ଗିରଫ

ବ୍ରହ୍ମପୁର: ବିଲଡର୍‌ କମ୍ପାନି ଖୋଲି ଜଣେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ କରିବା ଅଭିଯୋଗରେ ବଡବଜାର ଥାନା ପୁଲିସ ବ୍ରହ୍ମପୁରର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ମଳାଶୁଣିପେଟା ସାହିର ବାସିନ୍ଦା ଡାକ୍ତର ଡି. ଉତ୍ତମ କୁମାର। ୨୦୨୧ ଅକ୍ଟୋବର ୧ ତାରିଖରେ ବଡବଜାର ଥାନାରେ…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ଏଣିକି ଶୁକ୍ରବାର ଖଦି, ଶନିବାର ବିଦ୍ୟୁତ୍‌ ଗାଡ଼ି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ୟାମ୍ପସରରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଭିନ୍ନ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ଶୁକ୍ରବାର ଖଦି ପୋଷାକ ଏବଂ ଶନିବାର ବିଦ୍ୟୁତ୍‌ ଚାଳିତ ଗାଡ଼ି ଧରି କ୍ୟାମ୍ପସକୁ ଆସିବେ। କ୍ୟାମ୍ପସକୁ…

ବ୍ରହ୍ମପୁରରେ ପୁଣି କ୍ରାଇମ୍‌‌ ବ୍ରାଞ୍ଚ

ବ୍ରହ୍ମପୁର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ଘରେ ପୁଣି ଥରେ ପହଞ୍ଚିଛି କ୍ରାଇମ୍‌‌ ବ୍ରାଞ୍ଚ। ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡିସ୍ଥିତ ପୈତୃକ ଘରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଛି କ୍ରାଇମ୍‌‌ ବ୍ରାଞ୍ଚର…

ଗହଣା ଦୋକାନରୁ ସୁନା ଅଳଙ୍କାର ନେଇ ଅନଲାଇନରେ ଗେମ୍‌ ଖେଳିଦେଲେ ଆସିଷ୍ଟାଣ୍ଟ ମ୍ୟାନେଜର୍‌

ବ୍ରହ୍ମପୁର: ବ୍ରହ୍ମପୁର ସହର ସାନବଜାର ସ୍ଥିତ ଏକ ଜୁଏଲର୍ସ ସୋ’ରୁମରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଯାଇଛି। ଏହି ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ସୀମାଞ୍ଚଳ ପାତ୍ର ଏହି ସୁନା ଅଳଙ୍କାର ନେଇଥିବା ନେଇ ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ଏହି ସୁନା…

ବ୍ରହ୍ମପୁରରେ ଗୋପାଳ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ…