Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ସ୍ତ୍ରୀକୁ ପଥରରେ ଛେଚି ମାରିବା ପରେ ଜୀବନ ହାରିଦେଲା ସ୍ୱାମୀ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ାଛେଲୁ କୁମ୍ଭାରସାହିରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଁର ପ୍ରଶାନ୍ତ ମୁଦୁଲି…

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ ଆରମ୍ଭ

ବ୍ରହ୍ମପୁର: କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଓ ମହାମାରୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ କାମ । ଅକ୍ସିମିଟର ଜରିଆରେ ଘରକୁ ଘର ଯାଉଛନ୍ତି ଆଶା କର୍ମୀ । ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି…

ଗଞ୍ଜାମରେ ବାହାଘର ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ଅନୁମତି ନାହିଁ

ଗଞ୍ଜାମ: କରୋନାର ସେକେଣ୍ଡ ଓ୍ୱେଭ ଦ୍ରୁତ ମାଡୁଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକଣା ଅଧିକ କଡ଼ାକଡ଼ି ହେଲାଣି । ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ନେଇ ନୂଆ ନିୟମ କରିଛି ପ୍ରଶାସନ । ବିବାହ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । ସମସ୍ତଙ୍କର…

ମୃତଦେହ ପାଖ ମାଡିଲେନି ପରିବାର ଲୋକେ, ଭଞ୍ଜନଗର ଉପଜିଲ୍ଲାପାଳ କଲେ ଶବଶତ୍କାର

ଭଞ୍ଜନଗର: କରୋନା ଯୋଗୁଁ ଏପରି ଅବସ୍ଥା ହୋଇଛି ଯେ, ପର ତ ପର ବେଳେ ବେଳେ ଆପଣାର ଲୋକେ ବି ପର ହୋଇଯାଉଛନ୍ତି । ଏପରି ଏକ ଘଟଣା ଘଟିଛି ଭଂଜନଗର ଅଂଚଳରେ । ଗତ କାଲି ରାତିରେ କୋଭିଡ କେୟାର ସେଣ୍ଟର ବା ଡିସିଏଚସି ରେ, ଲଣ୍ଡେଇସାହି ଅଂଚଳର କାଳୀ ଚରଣ ସାହୁଙ୍କରର ମୃତ୍ୟୁ ହୋଇଥିଲା । ୬୫…

ମାନବିକତା ଆଗରେ ଫିକା ପଡିଲା ରକ୍ତ ସଂପର୍କ !

ବୁଗୁଡା: ଆଜି ବି ବଂଚିଛି ମାନବିକତା । ଏହି ଧାଡିଟିକୁ ଲେଖିବା, ପଢିବା କିମ୍ବା କାହାକୁ କହିବା ବେଶ ସହଜ । ହେଲେ ତାକୁ ସତ ପ୍ରମାଣିତ କରିବା ଅନେକଙ୍କ ପକ୍ଷେ ଅସମ୍ଭବ । ତେବେ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ବ୍ରହ୍ମପୁର ବୁଗୁଡାର ଚିରିକିପଡା ଗାଁରେ ସାମ୍ନାକୁ ଆସିଛି । ଚିରିକିପଡା…

ଛତ୍ରପୁର ଇଣ୍ଡିଆ ବ୍ୟାଙ୍କ ATM ତାଡି ଲୁଟ୍ ଉଦ୍ୟମ

ଛତ୍ରପୁର: ବିଳମ୍ବିତ ରାତିରେ ମାତିଲେ ଲୁଟେରା । ବ୍ୟାଙ୍କ ଏଟିଏମ୍ ତାଡି ଟଙ୍କା ଲୁଟ୍ ଉଦ୍ୟମ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ATMରୁ ଟଙ୍କା ଚୋରି ଉଦ୍ୟମ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ATM ସର୍ଟର ଓ ମେସିନ୍ ତାଡ଼ି କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ…

ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ, ମାତ୍ର ଗୋଟିଏ ଘଣ୍ଟାରେ ପ୍ରସ୍ତୁତ କଲେ ସବୁଠୁ ଛୋଟ ରାମ ପ୍ରତିମା 

ଗଞ୍ଜାମ: ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ ମହାରଣା । ପବିତ୍ର ରାମ ନବମୀ ଉପଲକ୍ଷେ ଓଡ଼ିଶାର ଜଣେ କଳାକାର ବିଶ୍ବର ସବୁଠୁ ଛୋଟ ରାମ ପ୍ରତିମା ପ୍ରସ୍ତୁତ କରିଛନ୍ତି । ଏହି ପ୍ରତିମାଟିର ଉଚ୍ଚତା ମାତ୍ର 4.1 ସେଣ୍ଟିମିଟର । ଏହି ପ୍ରତିମା ମାତ୍ର ଗୋଟିଏ ଘଣ୍ଟାରେ ସେ ପ୍ରସ୍ତୁତ କରିଛନ୍ତି ।…

କରୋନାରେ ଚାଲିଗଲେ ଛାତ୍ରଛାତ୍ରୀଙ୍କର ପ୍ରିୟ ଓଡ଼ିଆ ଅଧ୍ୟାପକ ଜୟସେନ ବିଶ୍ୱାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ଥିଲେ ଜୟସେନ ।  ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବିଡିପୁରଠାରେ ଏକ କୋଚିଂ ସେଣ୍ଟର ଖୋଲି…

ବିସ୍ଫୋରଣ ନେଲା ୨ ଜୀବନ, ୩ ଜଣ ଗୁରୁତର

ବ୍ରହ୍ମପୁର: ଘରେ ହେଲା ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୩ ଜଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗାଁରେ ଆଜି ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । କୁହାଯାଉଛି, ଜଣେ ବ୍ୟକ୍ତିଙ୍କ ଘରେ କୌଣସି…

କାଲିଠୁ ଗଞ୍ଜାମ ଜିଲ୍ଲାରେ ସବୁ ଧାର୍ମିକ ଅନୁଷ୍ଠାନ, ପାର୍କ ଓ ବେଳାଭୂମି ସପ୍ତାହେ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ଦୈନିକ ସଂକ୍ରମଣରେ ଆଜି ୯ଗୁଣା ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । କାଲିଠୁ ଏପ୍ରିଲ ୨୧ ଯାଏ ବନ୍ଦ ରହିବ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ । ଏହ ସମୟରେ ଧାର୍ମିକ ଅନୁଷ୍ଠାନର ବିଶୋଧନୀକରଣ…