Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଶ୍ରାବଣ ସୋମବାରରେ ଅଘଟଣ: ଜଳ ଲାଗି ପାଇଁ ଯିବାବେଳେ ମାଡିଗଲା କାର୍, ଦୁଇ ମୃତ ,୧୩ ଆହତ

ଆସିକା: ଆଜି ଶ୍ରାବଣ ମାସ ସୋମବାରରେ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଥିବାବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ…

ବିଷ ପିଇ ଆତ୍ମହତ୍ୟା କଲେ ସ୍ତ୍ରୀ: ହତ୍ୟା ନା ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗାଁରେ ଅଭାବନୀୟ ଘଟଣା ଘଟିଛି  । ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ମହିଳା ଜଣକ ରିଙ୍କି ବେହେରା ବୋଲି ଜଣାପଡିଛି । ରିଙ୍କି ୫ ବର୍ଷ ତଳେ ରାଧାକାନ୍ତ ବେହେରାଙ୍କୁ ବିବାହ…

ଖୁବଶିଘ୍ର ମୁକ୍ତିଲାଭ କରିବ NMA ଦିଦିଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ

ଗଞ୍ଜାମ: ଓଡିଆ ସିନେମା ଜଗତକୁ ନୁଆ ଏକ ଆଶା ଓ ଦିଗଦର୍ଶନ ଦେଖାଇଛି ମହିଳା ସ୍ଵାସ୍ଥ୍ୟକର୍ମୀ କେ.କ୍ରୀଷ୍ଣାଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ । ଏହି ସିନେମା ଲୋକମାନଙ୍କ ପାଖରେ ଆଦୃତ ହେଉଥିବା ବେଳେ ଆନ୍ତର୍ଯ୍ୟାତିକ ସ୍ତରରେ ପୁରଷ୍କୃତ ମଧ୍ୟ ହେଉଛି । ୨୦୧୬ ମସିହାରେ…

ଗ୍ୟାରେଜ ଭିତରେ ଦୀପିକାଙ୍କୁ ତାଲା ପକାଇ ଦେଲେ ଦିନେଶଙ୍କ ବାପାମା’

ବ୍ରହ୍ମପୁର: ସ୍ତ୍ରୀର ଅଧିକାର ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ପ୍ରେମିକ ଘର ଆଗରେ ଧାରଣରେ ବସିଥିବା କେ.ଦୀପିକାଙ୍କୁ ଗ୍ୟାରେଜ ଭିତରେ ତାଲା ପକାଇ ଦେଇଛନ୍ତି ଦିନେଶଙ୍କ ବାପାମା’ । ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି କେ.ଦୀପିକା । ଦିନେଶଙ୍କ ବାପା ମାଆ ତାଙ୍କୁ ଗ୍ୟାରେଜରେ ତାଲା ପକାଇ…

ଆନ୍ଧ୍ର କବଜାରେ ଓଡିଶାର ୫ଜଣ ମତ୍ସ୍ୟଜୀବୀ

ଛତ୍ରପୁର: ଆନ୍ଧ୍ର ମତ୍ସ୍ୟଜୀବୀଙ୍କ କବଜାରେ ଓଡିଶାର ୫ ମତ୍ସଜୀବୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସମସ୍ତ ମତ୍ସ୍ୟଜୀବୀ ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀର ବୋଲି ସୂଚନା ମିଳିଛି । ୧୯ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ…

କେ.ଦୀପିକା-ଦିନେଶ ମାମଲା: ଆସିଲା ଡିଏନଏ ରିପୋର୍ଟ

ବ୍ରହ୍ମପୁର; ବହୁଚର୍ଚ୍ଚିତ କେ.ଦୀପିକା-ଦିନେଶ ମାମଲା । ସାମ୍ନାକୁ ଆସିଲା ଡିଏନଏ ରିପୋର୍ଟ । ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଜନ୍ମିତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ହେଉଛନ୍ତି ଦିନେଶ ଏବଂ ଦୀପିକା । ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ…

ସମ୍ପତ୍ତି ପାଇଁ ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ

କବିସୂର୍ଯ୍ୟନଗର: ପାରିବାରିକ କଳହର କରୁଣ ପରିଣତି । ସମ୍ପତ୍ତି ପାଇଁ ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ। ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି…

ବନ୍ଧୁକ ମୁନରେ ଦୁଇଭାଇ ଅପହରଣ ଘଟଣା: ଅପହରଣ ନୁହେଁ ଉଠାଇ ନେଇଥିଲା କର୍ଣ୍ଣାଟକ ପୋଲିସ

ଗଞ୍ଜାମ: ଛତ୍ରପୁରରୁ ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼ । ଅପହରଣ ନୁହେଁ ବିଳମ୍ବିତ ରାତିରେ ଦୁଇ ଭାଇଙ୍କୁ ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ । କୌଣସି ଏକ କେସ୍‌ର ପ୍ରାଥମିକ ତଦନ୍ତ ପାଇଁ ଦୁଇ ଭାଇ କୃଷ୍ଣ ଓ ପଞ୍ଚୁ ସାହୁଙ୍କୁ ଉଠାଇନେଇଥିଲା କର୍ଣ୍ଣାଟକ ପୋଲିସ । ସ୍ଥାନୀୟ…

ବନ୍ଧୁକ ମୁନରେ ଅପହରଣ: ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ: ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ । ଛତ୍ରପୁର ପୁଇଁତୋଳା ଜାତୀୟ ରାଜପଥ ନିକଟରେ ଘଟିଛି ଏପରି ଘଟଣା । ଦୁଇ ଭାଇ ଦୋକାନରେ ଥିବା ବେଳେ ହଠାତ ଦୁଇଟି କାରରେ କିଛି ଦୁର୍ବୃତ୍ତ ଆସି ଦୁଇ ଭାଇଙ୍କୁ ଧମକ ଦେଇଥିଲେ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇାଇ ଦୋକାନରୁ ଉଠାଇ ନେଇଥିଲେ । ଖବର…

ଆଦି ଶକ୍ତିପୀଠ ତାରାତାରିଣୀ ମନ୍ଦିର, ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ…

ଗଞ୍ଜାମ: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ, ପୂର୍ଣ୍ଣେଶ୍ୱରୀ ମା' ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ…