Latest Odisha News

BREAKING NEWS

Browsing Category

ଝାରସୁଗୁଡ଼ା

Jharsuguda

ତ୍ରିପୁରାରେ ଓଡ଼ିଆ ସାମ୍ବାଦିକାଙ୍କୁ ଅଟକ

ଭୁବନେଶ୍ୱର: ତ୍ରିପୁରାରେ ଓଡ଼ିଆ ସାମ୍ବାଦିକାଙ୍କୁ ଅଟକ । ତ୍ରିପୁରାରେ ଓଡ଼ିଆ ସାମ୍ବାଦିକା ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖାଯାଇଛି । ଅଟକ ଓଡ଼ିଆ ସାମ୍ବାଦିକା ଜଣକ ହେଲେ ଝାରସୁଗୁଡ଼ାର ସମୃଦ୍ଧି କେ .ସାକୁନିଆ ଓ ତାଙ୍କ ସହଯୋଗୀ ଦିଲ୍ଲୀ ରୋହିଣୀ ଅଞ୍ଚଳର ସ୍ୱର୍ଣ୍ଣ ଝା । ଦିଲ୍ଲୀର ଏକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଝାରସୁଗୁଡ଼ାର ହୀରାକୁଦ ବିସ୍ଥାପିତଙ୍କୁ ଦିଆଯିବ ଘରଡିହ

ଝାରସୁଗୁଡ଼ା: ହୀରାକୁଦ ବିସ୍ଥାପିତଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ । ନଦୀ ବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡ଼ାର ବିସ୍ଥାପିତଙ୍କୁ ଘରଡିହ ଯୋଗାଇ ଦେବେ ସରକାର । ଝାରସୁଗୁଡ଼ାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଝାରସୁଗୁଡ଼ାବାସୀ ପାଇଲେ ସ୍ମାର୍ଟ ହେଲଥ୍ କାର୍ଡ

ଝାରସୁଗୁଡ଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ଝାରସୁଗୁଡା ଜିଲ୍ଲା । ଆଜି ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଉପକୃତ ହେବେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ଲୋକ ।…

ପଦ୍ମଶ୍ରୀରେ ସମ୍ମାନିତ ହୋଇ ଫେରିଲେ ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆ

ଝାରସୁଗୁଡା : ପଦ୍ମଶ୍ରୀରେ ସମ୍ମାନିତ ହୋଇ ଫେରିଲେ ମିତ୍ରଭାନୁ ଗୌନ୍ତିଆ । ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ଝାରସୁଗୁଡାରେ ଦିଆଗଲା ସମ୍ବର୍ଦ୍ଧନା । ବିଶ୍ଵରେ ସମ୍ବଲପୁରୀ ଗୀତର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ…

ଝାରସୁଗୁଡାରେ କେନ୍ଦ୍ର ରେଳମନ୍ତ୍ରୀ : ଦୋକାନୀଙ୍କ ସହ କଥା ହେଲେ , ରେଳ ପ୍ରକଳ୍ପର ସମୀକ୍ଷା କଲେ

ଝାରସୁଗୁଡା : ଦୁଇ ଦିିନିଆ ଝାରସୁଗୁଡା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଆଜି ସକାଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡା ରେଳ ଷ୍ଟେସନ ବୁଲି ଦେଖିଛନ୍ତି । ଷ୍ଟେସନ ପରିସରରେ ଉଠା ଦୋକାନୀଙ୍କ ଠାରୁ ରେଳମନ୍ତ୍ରୀ ଚା ଓ ବିସ୍କୁଟ ଖାଇବା ସହ ଦୋକାନୀ ମାନଙ୍କ ସହ…

୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ

ଝାରସୁଗୁଡ଼ା: ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ । ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରାଯାଉଛି । ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ ଟାରୁ ଅପରାହ୍ଣ ୨ ଟା ଯାଏଁ ୮ ଘଣ୍ଟିଆ…

ଚାକିରୀ କରାଇ ଦେବା ନାଁରେ ୧୪ଲକ୍ଷ ଟଙ୍କା ଠକେଇ

ଝାରସୁଗୁଡା: ଚାକିରୀ କରାଇ ଦେବା ନାଁରେ ୧୪ଲକ୍ଷ ଟଙ୍କା ଠକେଇ ।  ଆଉ ଏହି ଠକେଇର ମାଷ୍ଟର ପ୍ଲାନ୍ କରିଛନ୍ତି ଖୋଦ୍ ଭାଇଭଉଣୀ ।। ୩ ଭାଇଭଉଣୀ ମିଶି କିଛି ଦିନ ଧରି ଚାକିରୀ କରାଇଦେବା ନାଁରେ ଲୁଟପାଟ ଚଳାଇଥିଲେ । ଝାରସୁଗୁଡାର ପୁରୁଣାବସ୍ତି ବାବୁପଡାରେ ରହୁଥିବା ଭାଇଭଉଣୀ ମିଶି ଲୋକଙ୍କୁ…

ଇବ୍ ନଦୀ ନିକଟରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା: ଇବ୍ ନଦୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ହେଲେ ପଙ୍କଜ କୁମାର। ସେ ଝାଡ଼ଖଣ୍ଡ ଅଞ୍ଚଳରୁ ଆସି ବ୍ରଜରାଜନଗରରେ ରହୁଥିଲେ। ସୂଚନା ଅନୁଯାୟୀ, ସକାଳୁ ଇବ୍ ନଦୀ ନିକଟରେ ଜଣଙ୍କର ମୃତଦେହ ପଡ଼ିଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା। ଇବ୍ ନଦୀ ପୋଲର ବାମପଟେ ଜଣଙ୍କ…

UPSC ପରୀକ୍ଷାଫଳ: ବାଜି ମାରିଲେ ନବରଙ୍ଗପୁରର ଡାକ୍ତର

ଭୁବନେଶ୍ୱର: ୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ ଡାକ୍ତର ରୀନା ପ୍ରଧାନ । ନବରଙ୍ଗପୁର ସାନମୋସିଗାମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାର୍ୟ୍ୟରତ ଅଛନ୍ତି । ସର୍ବଭାରତୀୟ ସ୍ତରରେ ତାଙ୍କର ରାଙ୍କ ରହିଛି ୧୯୪ ।…

ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇଲା ନକଲି ମାଓବାଦୀ ଗିରଫ ମାମଲା

ଝାରସୁଗୁଡା: ମାଓବାଦୀ ନାଁରେ ଟଙ୍କା ହଡପ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ତଦନ୍ତ କରୁଥିବା ଝାରସୁଗୁଡା ପୋଲିସ ହାତରେ ଧରାପଡିଛି ମୁଖ୍ୟ କାର୍ପଟଦାର୍ । ବେଦାନ୍ତ ଆଲୁମିନା ଅଧିନରେ ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ସାଇଟ୍…