Latest Odisha News

BREAKING NEWS

Browsing Category

କେନ୍ଦ୍ରାପଡ଼ା

Kendrapara

ଇକୋ ରିଟ୍ରିଟ୍ ଗନ୍ତବ୍ୟ ସ୍ଥଳରେ ଯୋଡ଼ିହେଲା କେନ୍ଦ୍ରାପଡ଼ାର ପେଣ୍ଠ

କେନ୍ଦ୍ରାପଡ଼ା: ପର୍ଯ୍ୟଟନ ବିଭାଗ ଓଡ଼ିଶାର ଇକୋ ରିଟ୍ରିଟ୍ ମାନଚିତ୍ରରେ ଯୋଡ଼ିହେଲା ଆଉ ଏକ ଗନ୍ତବ୍ୟ ସ୍ଥଳ। କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠଠାରେ ଇକୋ ରିଟ୍ରିଟର ଉତ୍ସବ ଆୟୋଜନ କରିବାକୁ ନିଷ୍ପତି ନିିଆଯାଇଛି। ଭିତରକନିକା ପରେ ଜିଲ୍ଲାର ଏହା ଦ୍ୱିତୀୟ ସ୍ଥାନ ଯେଉଁଠାରେ ଇକୋ ରିଟ୍ରିଟ୍…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା

କେନ୍ଦ୍ରାପଡା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବେହାଲ ହୋଇଛି କେନ୍ଦ୍ରାପଡା ପୋୖରାଞ୍ଚଳର ବିଭିନ୍ନ ଅଞ୍ଚଳ । ପୋୖରାଞ୍ଚଳର ବିଭିନ୍ନ ଅଞ୍ଚଳ ଗୁଡିକରେ ବର୍ଷାପାଣି ଜମି ରହିଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । କେତେକ ସ୍ଥାନରେ ଘର ଭିତରେ ପାଣି ପଶିଥିବା ବେଳେ ଅନ୍ୟ…

ହେଲମେଟ୍ ଚେକିଂ ବେଳେ ବଚସାରୁ ପୋଲିସ-ଅବସରପ୍ରାପ୍ତ ସେନା କର୍ମଚାରୀ ପିଟାପିଟି

କେନ୍ଦ୍ରାପଡ଼ା: ଖାକିର ଦାଦାଗିରି । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସର୍ବସମ୍ମୁଖରେ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏସମ୍ପର୍କିତ ଭିତିଓ ଏବେ ଭାଇରାଲ୍ ହୋଇଛି । ହେଲମେଟ୍ ଓ ମାସ୍କ ଚେକିଂ ବେଳେ ବଚସାରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।…

ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଡ୍ରାଇଭର ଓ ଷ୍ଟାଫ୍ ସୁରକ୍ଷିତ

କେନ୍ଦ୍ରାପଡ଼ା: ଆମ୍ବୁଲାନ୍ସରେ ଲାଗିଲା ନିଆଁ । କଟକରେ ରୋଗୀ ଛାଡ଼ି ଫେରିବା ବେଳେ ହଠାତ୍ 108 ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ମହିପାଳ ଛକରେ ଆଜି ଏହି ଘଟଣା ଘଟିଛି । ବ୍ୟାଟେରୀ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।…

ଭତରକନିକାରେ ଆଜିଠୁ ଦେଶୀୟ ପକ୍ଷୀ ଗଣନା

କେନ୍ଦ୍ରାପଡ଼ା: ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୭ ଦିନ ଧରି ଚାଲିବ ପକ୍ଷୀ ଗଣନା । ଏହି କାମରେ ନିୟୋଜିତ ଅଛନ୍ତି ୨ଟି ଟିମ୍ । ପ୍ରତି ଟିମ୍‌ରେ ୭ ଜଣ ଲେଖାଏ ସଦସ୍ୟ ଦେଶୀୟ ପକ୍ଷୀ ଗଣନା କରିବେ । ମୌସୁମୀ ସିଜିନରେ ଦେଶୀୟ ପକ୍ଷୀଙ୍କ ସମାଗମ…

ଆଜିଠୁ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ରୀତିନୀତି

କେନ୍ଦ୍ରାପଡା  : ଆଜି ଠାରୁ ଖୋଲିଲା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ।  କୋଭିଡ କଟକଣା ମଧ୍ୟରେ ଦୀର୍ଘ ତିନି ମାସ ପରେ ଆଜି ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନର ନିୟମ ଅନୁଯାଇ ଶ୍ରଦ୍ଧାଳୁ ମାନେ ସିଂହ ଦ୍ୱାର ନିକଟରୁ ଧାଡି କରି ଭିତରକୁ…

ନଦୀ କୁଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା: ନଦୀ କୁଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି ଗୃହପାଳିତ ପଶୁଙ୍କ ସହ ମଣିଷ । ଅଭିଯୋଗ କଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ବନ ବିଭାଗ । ତେଣୁ କୁମ୍ଭୀର ଦାଉରୁ ନିଜକୁ ରକ୍ଷା କରିବା ପାଇଁ ନଦୀରେ ବାଉଁଶ ବାଡ଼ ବାନ୍ଧୁଛନ୍ତି ଗ୍ରାମବାସୀ । ନଦୀରେ…

ଆସ ବୁଲି ଯିବା ଭିତରକନିକା, ଏହି ଦିନ ଖୋଲିବ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ତିନି ମାସ ପରେ ଖୋଲିବ ଭିତରକନିକା । ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ ନିଷ୍ପତ୍ତି ନେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ୍…

ଓଡ଼ିଶାରେ ବିରଳ ନାଲି ବଗ

କେଦ୍ରାପଡା: ଓଡ଼ିଶାରେ ବିରଳ ନାଲି ବଗ । ଓଡ଼ିଶାର ଦେଖା ଦେଇଛି ଏକ ଅତି ବିରଳ ନାଲି ରଙ୍ଗର ବଗ । କେଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସଂଲଗ୍ନ ଜମ୍ବୁ ଲୁଣାଜଙ୍ଗଲ ପାର୍ଶ୍ଵରେ ଦେଖା ଦେଇଛି ନାଲି ରଙ୍ଗର ବଗ । ଚାଷ ଜମିରେ ଚାଷ ପାଇଁ ଟ୍ରାକ୍ଟର ହଳ କରୁଥିବା…