Latest Odisha News

BREAKING NEWS

Browsing Category

କେନ୍ଦ୍ରାପଡ଼ା

Kendrapara

କେନ୍ଦ୍ରାପଡ଼ା ସହର ଓ ୪ ପଞ୍ଚାୟତରୁ ହଟିଲା ୧୪୪ ଧାରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ସମେତ ଆଖପାଖ ୪ ପଞ୍ଚାୟରୁ ହଟିଲା ୧୪୪ ଧାରା । ପୂର୍ବରୁ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହାର କରି ନେଇଛି ଜିଲ୍ଲା ପ୍ରଶାସନ । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବାରୁ, ଶାନ୍ତି ବଜାୟ ରହିବା ସହ ଆଇନଶୃଙ୍ଖଳା ସ୍ଥିତି ଠିକଠାକ୍ ଥିବାରୁ…

ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ହାଇଦର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖ ଯାଏ ଦିନ ୧୧ଟା ଯାଏ ୧୪୪(୨) ଧାରା ଜାରି ରହିବ…

ଗୁପ୍ତ କ୍ଷେତ୍ରରେ ସଖି ବଟ

କେନ୍ଦ୍ରାପଡା: କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ବିଲ ବଳରାମପୁରରେ ରହିଛି ଗୁପ୍ତ କ୍ଷେତ୍ର ସଖିବଟ । ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ହେଉଛି ଏହି ସ୍ଥାନ ।ବରଗଛରେ ପୁର୍ଣ୍ଣ ଏହି ସ୍ଥାନରେ ଥିବା ମନ୍ଦିରରେ ପୂଜା ପାଉଛନ୍ତି ତୁଳସୀକ୍ଷେତ୍ରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ।…

ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର

କେନ୍ଦ୍ରାପଡ଼ା: ରାସ୍ତାକଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୃତଦେହ ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର । ତାକୁ ଉଦ୍ଧାର କରି ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ୱୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ରାସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର…

ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

କେନ୍ଦ୍ରାପଡା : କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ସାନ ଭାଈ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନ ବେଦୀରେ ବିରାଜିଛନ୍ତି ତୁଳସୀକ୍ଷେତ୍ରର କ୍ଷେତ୍ରଧିପତି ସିଦ୍ଧ ବଳଦେବ ଜୀଉ । ସମସ୍ତ କଟକଣା ଅନୁଯାୟୀ ସ୍ୱତନ୍ତ୍ର…

ଟିଟୋର ଦୁଇ ସହଯୋଗୀ ଗିରଫ

କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ଗିରଫ । ଦୁଇଜଣକୁ ଉଠାଇନେଲା ଏସଟିଏଫ । ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ତାର ସମ୍ପର୍କୀୟ ଦାଦା ପୁଅ ଭାଇ ବୋଲି ଜଣାପଡିଛି । ଏମାନେ ୨୦୧୮ରେ ୩୬ ଗୁଣ୍ଠ ଜମି ଜବରଦଖଲ କରିଥିବା ଘଟଣା ନେଇ ଚର୍ଚ୍ଚାକୁ ଆସିଥିଲେ । ତା ସହିତ…

ବାହୁଙ୍ଗିରେ ବୁହାହେଲା ରୋଗୀ , ଅଧାରାସ୍ତାରେ ମୃତ୍ୟୁ

ମହାକାଳପଡ଼ା : ରାସ୍ତା ନଥିବାରୁ ପୁଣି ଏକ ଦୁଃଖଦ ଚିତ୍ର ସାମନାକୁ ଆସିଛି । ଆମ୍ବୁଲାନ୍ସ ପାଖକୁ ଗଲା ବେଳକୁ ଚାଲିଗଲା ରୋଗୀର ଜୀବନ । ଏହିଭଳି ଏକ ଘଟଣା ଘଟିଛି ମହାକାଳପଡ଼ା ଲୁଣିମାଠିଆ ଗାଁରେ । ଏହି ଗାଁ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ଖୋଦ୍ କେନ୍ଦ୍ରାପଡା ଜିଲ୍ଲାରେ । ଗାଁର ନରୋତ୍ତମ…

ମହଙ୍ଗା ପଡିଲା ମାଛଧରା, ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗରର ଭିତରକନିକା ଜାତୀୟ ଉଦ୍ୟାନ ନଦୀରେ କୁମ୍ଭୀର ଆତଙ୍କ । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି । ମାଛ ଧରିବାକୁ ଯାଇଥିବା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ…

ବାତ୍ୟା ଅଂଚଳରେ ପହଂଚିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡା: ବାତ୍ୟା ୟାସ୍ ପରେ କେନ୍ଦ୍ରାପଡାରେ ପହଂଚିଥିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା । ଜିଲ୍ଲାର ବାତ୍ୟା ପ୍ରଭାବିତ ରାଜନଗର ଓ ରାଜକନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରିଥିଲେ । ଆଜି କେନ୍ଦ୍ରାପଡା ପରିଦର୍ଶନ କରିଥିବା…

ଲୋକଙ୍କ ସୁରକ୍ଷା ନେଇ ପ୍ରଶାସନ ପ୍ରସ୍ତୁତ ….

ଭୁବନେଶ୍ୱର: ମାଡ଼ି ଆସୁଛି ୟାସ୍‌ । ବାତ୍ୟାରେ ଉତ୍ତର ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବାତ୍ୟା ପାଇଁ ୧୩ ଗୋଟି ଜିଲ୍ଲାରେ ୬୮୯୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆଶ୍ରୟସ୍ଥଳରୀ ଶୁଖିଲା ଓ ରନ୍ଧା ଖାଦ୍ୟ ସହ…