Latest Odisha News
Browsing Category

ମୟୂରଭଞ୍ଜ

Mayurbhanj

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନଭିନ୍ ଜାରି

ମୟୂରଭଞ୍ଜ : ଜଙ୍ଗଲ ଭିତରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ଏପରି ଚାଞ୍ଚଲ୍ୟକର ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରୁମୁଣ୍ଡାରେ ଘଟିଛି । ଖଣ୍ଡବନ୍ଧ ପଞ୍ଚାୟତ ସରବାଳି ସାହି ଜଙ୍ଗଲରୁ ଯୁୂବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରଥମେ ଯୁବତୀଙ୍କ ମୃତ ଦେହକୁ ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ…

ଗହଣା ଦୋକାନରେ ଜିଏସଟି ଚଢ଼ାଉ

ମୟୁରଭଞ୍ଜ: ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ । ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଏକ ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାରିପଦା ଓ ବାଲେଶ୍ୱର ଟିମ୍ ମିଶି ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗହଣା ଦୋକାନରେ ୨ଘଣ୍ଟା ହେବ ଚଢ଼ାଉ…

ଶଙ୍ଖ ଫୁଙ୍କିଲେ ଲକ୍ଷ୍ମଣ ସୋରେନ

ଭୁବନେଶ୍ୱର: ବିଜେପି ଛାଡ଼ି ବିଜେଡିରେ ମିଶିଲେ ମୟୁରଭଞ୍ଜ ଜିଲ୍ଲା ବହଳଦା ବିଧାୟକ ଲକ୍ଷ୍ମଣ ସୋରେନ । ଆଜି ଲକ୍ଷ୍ମଣ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ୪୮ଜଣ ଦଳୀୟ କର୍ମଚାରୀଙ୍କ ସହ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଦଳରେ ମିଶିଛନ୍ତି । ସେ ବିଜେପିରୁ ୨୦୦୦ ମସିହାରେ ୨୧ଶହ ଅଧିକ…

ଖଜୁରୀ ଗଛ: ଅନ୍ୟ ରାଜ୍ୟରେ ଗୁଡ଼, ଆମ ରାଜ୍ୟରେ ଝାଡୁ ଓ ତାଡ଼ି

ଭୁବନେଶ୍ୱର: ସାଧାରଣତଃ ଆମ ରାଜ୍ୟରେ ଏକ ଲୋକ କଥା ଅଛି ‘ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଏହାର ଆକ୍ଷରିକ ଅର୍ଥ ହେଉଛି ‘ଯାହାର ସମସ୍ତ ଗୁଣ ଦୋଷଯୁକ୍ତ, ତା’ର କେଉଁ ଗୋଟିଏ ଗୁଣକୁ ଆମେ ତର୍ଜମା କରିବା’ । କିନ୍ତୁ ପ୍ରକୃତରେ ଖଜୁରୀ ଗଛର ଅନେକ ଭଲ ଗୁଣ ଅଛି । ଖଜୁରୀ ଗଛ…

ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କଲେ ମିଳେ କୋଟି ପୂଣ୍ୟ

ବାରିପଦା: ହିନ୍ଦୁ ପରମ୍ପରା ସଂସ୍କୃତି ଅବର୍ଣ୍ଣନୀୟ। ସେଥି ମଧ୍ୟରେ ଓଡିଶାରେ ୧୨ ମାସରେ ୧୩ ଯାତ୍ରା ସତେ ଅନେକ ସୁନ୍ଦର। ସେହି ଆଧାରରେ ସୂର୍ୟ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ସୂର୍ୟ୍ୟ ଦେବତାଙ୍କ ରଥାରୁଢ ପ୍ରତିମୂର୍ତ୍ତିକୁ ଶାମ୍ବଦଶମୀ ଅବସରରେ ପୁଜା କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ।…

[ଭିଡିଓ] ଶମିଳିପାଳରୁ ଖସି ଯାଇଥିଲା ,ଚନ୍ଦନପୁରରୁ ମିଳିଲା

ମୟୂରଭଞ୍ଜ : ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗାଁରୁ ହରିଣ ଉଦ୍ଧାର । ଶମିଳିପାଳରୁ ପଳାଇଆସିଥିବା ହରିଣକୁ ଅଟକ ରଖିଲେ ଗ୍ରାମବାସୀ । ବନ ବିଭାଗ ଖବର ପାଇ ଉଦ୍ଧାର କଲା ହରିଣ । ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ଚନ୍ଦନପୁର ଗାଁର ଅକ୍ଷୟ ମହାନ୍ତିଙ୍କ ଘରୁ ବନ ବିଭାଗ ହରିଣ ଉଦ୍ଧାର କରିଛି ।…

୧୦ ଘଣ୍ଟା ପରେ କୂଅ ଭିତରୁ ହାତୀ ଛୁଆ ଉଦ୍ଧାର

ବାରିପଦା: ୧୦ ଘଣ୍ଟା ପରେ କୂଅ ଭିତରେ ଖସି ପଡ଼ିଥିବା ଛୁଆ ହାତୀ ଉଦ୍ଧାର ।ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ୍ ସୁରେଇଡ଼ିହି ଗାଁ କୂଅରେ ଖସିପଡ଼ିଥିବା ହାତୀ ଛୁଆ ଆଜି ଉଦ୍ଧାର ହୋଇଛି। ଦୀର୍ଘ ୧୦ ଘଣ୍ଟା ପରେ ବନବିଭାଗ ଓ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର ହୋଇଛି ଛୁଆ ହାତୀ। କୂଅରେ…

କୂଅ ଭିତରେ ଖସି ପଡ଼ିଲା ଛୁଆ ହାତୀ, ଜଗି ରହିଛନ୍ତି ହାତୀ ପଲ

ବାରିପଦା: କୂଅ ଭିତରେ ଖସି ପଡ଼ିଲା ଛୁଆ ହାତୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସୁରେଇଡିହି ଗାଁରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ କୂଅ ଭିତରେ ଛୁଆ ହାତୀଟି ଖସିପଡ଼ିଛି । ଏହି ଘଟଣା ପରେ କୂଅ ଚାରିପଟେ ହାତୀ ପଲ ଘେରି ରହିଛନ୍ତି । ଫଳରେ ଉଦ୍ଧାର କରିବାରେ ବାଧା…

ମାନବିକତାର ପରିଚୟ ଦେଲେ ଅଟୋ ଚାଳକ ଚକ୍ରଧର

ମୟୁରଭଞ୍ଜ: ଏବେ ବି ବଞ୍ଚିଛି ମାନବିକତା । ଆଜିର ସମାଜରେ ମଣିଷ ସ୍ୱାର୍ଥପର ହୋଇଯାଉଛନ୍ତି । ହେଲେ ଏହାରି ଭିତରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ମୂଲ୍ୟବାନ ଜିନିଷ ଫେରାଇ ଅଟୋ ଚାଳକ ଚକ୍ରଧର ପୃଷ୍ଟି ଦେଲେ ନିଜ ମହାନତାର ପରିଚୟ ।…

ଆଜି ଖୋଲିବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଆଜିଠାରୁ ଖୋଲିବ ମାର୍କେଟ ବିଲ୍ଡିଂ । ୩ ଦିନ ଧରି ବନ୍ଦ ଥିଲା ମାର୍କେଟ ବିଲ୍ଡିଂ । ଉଠା ଦୋକାୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିଲା ବିବାଦ । ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ…