Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ବୃକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଛବି; ଯୁବ ଚିତ୍ରକରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ପ୍ରଶଂସା ସାଉଁଟିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା। ଏଭଳି ଅଭିନବ ଉପାୟରେ ବେଆଇନ ଗଛକଟା ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ତଥା…

ମହୁମାଛି ଆକ୍ରମଣରେ ୪ ଜଣ ଗୁରୁତର

ବାଙ୍ଗିରିପୋଷି: ବିନ୍ଧିଦେଲେ ମହୁମାଛି । ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଘଟିଛି ମୟୂରବଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ । ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣ ହୋଇଛି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର…

ଜମିବାଡ଼ି ବିବାଦରୁ ତୀର ମାଡ଼, ଜଣେ ମୃତ

ରାଇରଙ୍ଗପୁର: ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କୁକୁଡିମଣ୍ଡି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ କୁକୁଡିମଣ୍ଡି ଗାଁର ସମରା ଦେହୁରୀ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ଦୈନିକ କରୋନା ପଜିଟିଭ୍ ଓ ଆକ୍ଟିଭ କେସରେ ଓଡ଼ିଶାର ଟପ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି । ଏବେ ଦୈନିକ ୩ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଓ କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲା । ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ…

[ଭାଇରାଲ୍ ଭିଡିଓ] ପୋଲିସକୁ ହାଣ୍ଡିଆ ବେପାରୀଙ୍କ ନିସ୍ତୁକ ମାଡ !

ମୟୁରଭଂଜ: ହାଣ୍ଡିଆ ବିକ୍ରୟ କରୁଥିବା ଜଣେ ଆଦିବାସୀ ମହିଳାଙ୍କ ଔଦ୍ଧତ୍ୟର ଉଦାହରଣ । ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ । ମୟୁରଭଂଜ ଜିଲ୍ଲାରୁ ଆସିଛି ଏଭଳି ଅପ୍ରୀତିକର ଭିଡିଓ । ଯେଉଁଠି ଜଣେ କର୍ତ୍ତବ୍ୟରତ ମହିଳା କନେଷ୍ଟବଳଙ୍କୁ ଅନ୍ୟ ଜଣେ ମହିଳା ହାତ ଉଠାଇବାକୁ ପଛାଇନଥିଲେ । ସୋସିଆଲ…

ଦିବ୍ୟାନୀ ଓ ପ୍ରଭଂଜନ ପାଇବେ ଜାତୀୟ ସେବା ଯୋଜନା ସମ୍ମାନ

ବାରିପଦା: ଚଳିତବର୍ଷ ଜାତୀୟ ସେବା ଯୋଜନା(ଏନଏସ୍‌ଏସ୍‌)ରେ ସମ୍ମାନିତ ହେବେ ବାରିପଦାର ଜଣେ ଛାତ୍ର ଓ ଜଣେ ଛାତ୍ରୀ । ସେମାନେ ହେଲେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ ବେହେରା ଓ ସୀମାନ୍ତ ମହାବିଦ୍ୟାଳୟର ପ୍ରଭଂଜନ ମଣ୍ଡଳ । ଏହି ଦୁଇ ସ୍ୱେଚ୍ଛାସେବୀଙ୍କ ସମେତ ଦେଶର…

କରୋନାର ନୂଆ ହଟସ୍ପଟ୍ ମୟୂରଭଞ୍ଜ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଟହଟ୍ ଜିଲ୍ଲା ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଖୋର୍ଦ୍ଧା ଓ କଟକରେ ମାଡ଼ି ଚାଲିଛି । ଏବେ ତାଲିକାରେ ଯୋଡ଼ିଛି ମୟୂରଭଞ୍ଜ । ରାଜ୍ୟରେ କରୋନାର ନୂଆ ହଟସ୍ପଟ ପାଲଟିଛି ମୟୂରଭଞ୍ଜ । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ୨୧୫ କରୋନା…

ବାରିପଦା ସହର ଜଳବନ୍ଦୀ, ବିଭିନ୍ନ ଓ୍ୱାର୍ଡରେ ପାଣିର ସୁଅ

ବାରିପଦା: ଲଗାଣ ବର୍ଷାରେ ବାରିପଦା ସହରରେ ଜଳବନ୍ଦୀ ପରିସ୍ଥିତି । ବିଭିନ୍ନ ଓ୍ୱାର୍ଡ ଜଳାର୍ଣ୍ଣବ । ଜରାଳି ଓ ସରାଳି ନଦୀ ଉଛୁଲିଛି ।  ସୃଷ୍ଟି ହୋଇଛି ବନ୍ୟା ଭଳି ପରିସ୍ଥିତି । ଦୁଇ ନଦୀର ଜଳସ୍ତର ବଢ଼ିବାରୁ ବର୍ଷା ପାଣି ସହରରେ ପ୍ରବେଶ କରିଛି । ବିଭିନ୍ନ ଓ୍ୱାର୍ଡରେ ପ୍ରବାହିତ ହେଇଛି…

ନଦୀ ପାର୍ ହେଲା ବେଳେ ଅଘଟଣ ହଠାତ୍ ମାଡି ଆସିଲା ପାଣି, ୨ ନିଖୋଜ

ଚିତ୍ରଡ଼ା : ନଦୀ ଶୁଖିଲା ଥିଲା । ତେଣୁ ନଦୀ ପାର ହୋଇ ଅନ୍ୟ ଗାଁ କୁ ଯାଇ କିଛି ସାଙ୍ଗ ଫୁଟବଲ ଖେଳ ଦେଖିବାକୁ ସ୍ଥିର କଲେ । ନଦୀ ପାର ହେବା ସମୟରେ ହଠାତ୍ ନଦୀରେ ପାଣି ବଢି ଯାଇଥିଲା । ଫଳରେ ପାଣିରେ ବୁଡି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା…

କରୋନାକୁ ବଳିଗଲା ମାଟ୍ରିକ୍ ମାର୍କ ଚିନ୍ତା !

ମୟୂରଭଞ୍ଜ: ଦେଶ ତଥା ରାଜ୍ୟବ୍ୟାପି କରୋନାର କହର ଜାରି ରହିଥିଲାବଳେ ମାଟ୍ରିକ୍ ପରୀକ୍ଷାରେ କମ୍ ମାର୍କ ରଖି ଆତ୍ମହତ୍ୟା କରିଛନ୍ତି ଜଣେ ୧୫ ବର୍ଷୀୟ ଛାତ୍ରୀ । ମାଟ୍ରିକ୍ ପରୀକ୍ଷାରେ ଆଶାନୁରୂପ ମାର୍କ ନ ରହିବାରୁ ଗୁରୁବାର ମୟୂରଭଞ୍ଜରେ ଜଣେ ଛାତ୍ରୀ ଜୀବନ ହାରିଛନ୍ତି । ଘରେ କେହି…