Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ବାରିପଦା ମେଡିକାଲରେ ଅଗ୍ନିକାଣ୍ଡ, ପ୍ରସୂତୀ ବିଭାଗରେ ଲାଗିଲା ନିଆଁ

ବାରିପଦା: ବାରିପଦା ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ । ମେଡିକାଲର ତୃତୀୟ ମହଲାରେ ଥିବା ପ୍ରସୂତୀ ବିଭାଗରେ ଲାଗିଛି ନିଆଁ । ତୃତୀୟ ମହଲାର ICU ଓ ଅନ୍ୟାନ୍ୟ ୱାର୍ଡରେ ଥିବା ସମସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବିଭାଗ । ନିଆଁ…

ମୟୂରଭଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଷ୍ଟୋର ରୁମରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଷ୍ଟୋର ରୁମଟି ବନ୍ଦ ଥିବାବେଳେ ଭିତର ପଟୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ନିଆଁର ପ୍ରକୋପ…

ହାତୀକୁ ନିଆଁହୁଳା ମାଡ଼ ଘଟଣା: ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

ବାରିପଦା: ହାତୀକୁ ନିଆଁହୁଳା ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଦୁଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ବହିଷ୍କାର କଲା ବନବିଭାଗ । ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ ବାପି ମାଝୀ। ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଗତ କିଛିଦିନ…

ଗାଁ ରାସ୍ତାରେ ଆଣ୍ଠୁଏ କାଦୁଅ: ଅଭିନବ ଉପାୟରେ ପ୍ରତିବାଦ କଲେ ମହିଳା

ମୟୁରଭଞ୍ଜ: ଅଭିନବ ପ୍ରତିବାଦ । ଗାଁ ରାସ୍ତାରେ ଧାନ ଗଛ ରୋଇଲେ ଉତ୍ତ୍ୟକ୍ତ ଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଳା କପ୍ତିପଦା ବ୍ଲକ ଘୁଣ୍ଟିବିଲ ଗାଁରେ । ପାଣ୍ଡୁଛକ ଠାରୁ ଘୁଣ୍ଟିବିଲ କୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଆଣ୍ଠୁଏ କାଦୁଅ । ଗାଁ ଭିତରକୁ ଯିବାକୁ ହେଲେ…

ହାତୀ ଘଉଡ଼ାଇବା ପାଇଁ ନିଆଁହୁଳା ମାଡ଼, ଭୟରେ ପଳାଇଲା ହାତୀ, ଭିଡିଓ ଭାଇରାଲ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଗତ କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ଗତ ୨୬ ଦିନ ଭିତରେ ପାଖାପାଖି ୩୫ରୁ ଅଧିକ ଘର ଭାଙ୍ଗିଛନ୍ତି ହାତୀ । ତେଣୁ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ହାତୀ…

ସାପ କାମୁଡାରେ ଚାଲିଗଲା ଶିଶୁପୁତ୍ରର ଜୀବନ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲା ମା’

ବାରିପଦା: ସାପ କାମୁଡାରେ ଚାଲିଗଲା ଶିଶୁ ପୁତ୍ରର ଜୀବନ । ଗୁରୁତର ଅବସ୍ଥାରେ ମା’ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗ୍ରାମରେ । ସୂଚନା ଅନୁସାରେ, କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର ଘନକୁ ଧରି ଘରେ ଶୋଇଥିଲେ ।…

ଗଛ ମାନବ ଶ୍ରୀନାଥ, ଜୀବନ କାଳ ମଧ୍ୟରେ ଲଗାଇଛନ୍ତି ୨୦୦୦ରୁ ଉର୍ଦ୍ଧ୍ୱ ଗଛ

ବାରିପଦା: ନିଜର ଉଦ୍ୟମ ଓ ଚେଷ୍ଟା ବଳ ରେ ଆଜି ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ସେ ଉଦାହରଣ। ହଜାର ହଜାର ଗଛ ଲଗାଇ ସେ ଆଜି ଗଛ ମାନବ ଭାବେ ବେଶ ପରିଚିତ। ଖାଲି ସେତିକି ନୁହେଁ ନିଜେ ଗଛ ଲଗାଇବା ସହିତ ଅନ୍ୟ ମାନେ କିଭଳି ଗଛ ଲଗାଇବେ ସେନେଇ ନିଜର ଉଦ୍ୟମ ଜାରି ରଖିଛନ୍ତି ସେ। ଏ ହେଉଛି…

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା: ସୁନାବେଶରେ ସଜେଇ ହୋଇ ଦର୍ଶନ ଦେଲେ ମହାପ୍ରଭୁ

ବାରିପଦା : ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ…

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲେ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ

ମୟୂରଭଞ୍ଜ: ତିନି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ମୟୂରଭଞ୍ଜ ଜିଲ୍ଲା ତରଫରୁ ଆଜି ବର୍ଷାରେ ଭିଜି ଭିଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଟି…

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ; ଉଦଘାଟନ କରିବେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ

ବାରିପଦା: ଆସନ୍ତା କାଲି ପୂରଣ ହେବ ମୟୁରଭଞ୍ଜ ଜିଲ୍ଲାର ବହୁ ଦିନର ସ୍ବପ୍ନ । ଶୁକ୍ରବାର ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରି ଦୁଇଟି ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। କରଞ୍ଜିଆ ବ୍ଲକର ହାତିବାରୀ…