Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

[ଦେଖନ୍ତୁ ଭିଡିଓ] ବନ୍ଧ ଉପରେ ଝାଟିମାଟି କୁଡ଼ିଆ ଘରେ ଦୁର୍ବିସହ ଜୀବନ

ନୂଆପଡ଼ା  : ଦୁର୍ବିସହ ହୋଇପଡ଼ିଛି ଜୀବନ। ଗୋଟିଏ କି ଦୁଇଟି ନୁହେଁ ସମସ୍ୟା ଏଠି ଅନେକ। ଏହିଭଳି କିଛି ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଖଡ଼ିଆଳ ୧୨ନମ୍ବର ୱାର୍ଡ ଗୋଡେଲବନ୍ଧ ପଡ଼ାରେ। ୫୦ରୁ ଅଧିକ ପରିବାର ଏହି ବନ୍ଧ ଉପରେ ଝାଟିମାଟି କୁଡ଼ିଆ କରି ରହିଛନ୍ତି । ମରୁଡ଼ି ସମୟରେ ଜୀବନ ବଞ୍ଚାଇବାକୁ…

ନୂଆପଡାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ : ବିମାନରେ ପହଁଞ୍ଚିଲେ ୭ଜଣ ଡାକ୍ତର

ନୂଆପଡା : ନୂଆପଡାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ । ଆଜିଠାରୁ ବାୟୁସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ୭ ଜଣ ସ୍ପେଶାଲିଷ୍ଟ ଡାକ୍ତର ନୂଆପଡା ଡାକ୍ତରଖାନାରେ ପହଁଞ୍ଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଡାକ୍ତରମାନେ…

[ଦେଖନ୍ତୁ ଭିଡିଓ] ମାତିଛନ୍ତି ଦଲାଲ : କ୍ଷତିରେ ମହୁଲ ଫୁଲ ଗୋଟାଳି

ନୂଆପଡ଼ା : ବସନ୍ତ ରୁତୁରେ ନୂଆପଡ଼ାର ଜଙ୍ଗଲ ଗୁଡ଼ିକରେ ମହୁଲ ଫୁଲ ଫୁଟିଥାଏ । ଘଂଚ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ଏହାକୁ ଶୁଖାଇ କିଛି ରୋଜଗାର କରିଥାଆନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକେ । କିନ୍ତୁ ମହୁଲ ଫୁଲ ବିକ୍ରି କରିବା ପାଇଁ ବ୍ୟବସ୍ଥା ନଥିବାରୁ କମ୍ ଦାମରେ ବେପାରୀଙ୍କୁ ବିକ୍ରି…

ନୂଆପଡାରେ ପଛରେ ପଡିଗଲା ବିଜେଡି : ୩ଟି ଏନଏସିରେ ବିଜେପି କଂଗ୍ରେସ ଓ ସ୍ୱାଧିନ ବିଜୟୀ

ନୂଆପଡା : ନୂଆପଡାରେ ପୌର ନିର୍ବାଚନ ଫଳାଫଳରେ ପଛରେ ପଡିଗଲା ବିଜେଡି । ସବୁ କଳ୍ପନା ଜଳ୍ପନାର ଅନ୍ତ ଶେଷର ପୌର ନିର୍ବାଚନର ଫଳାଫଳ ବାହାରିଛି । ଏଥର ନୂଆପଡାର ତିନୋଟି ଏନଏସିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଜିଲ୍ଲାର ତିନୋଟି ଏନଏସିରେ ଶାସକ ବିଜେଡିକୁ ପଛରେ ପକାଇ ଭିନ୍ନ…

ନୂଆପଡାରେ ରାଜନୈତିକ ହିଂସା ପରାଜିତ ପ୍ରାର୍ଥୀଙ୍କ ଘରେ ଗୁଳିମାଡ

ନୂଆପଡା : ପଞ୍ଚାୟତ ନିର୍ବାଚନ ସରିଲାଣି ।ହେଲେ ଥମୁନି ରାଜନୈତିକ ହିଂସା । ନୂଆପଡା ଜିଲ୍ଲା ଲଖନା ଥାନା କୁରୁମପୁରୀ ପଂଚାୟତ ର ଲିମଡିହି ଗାଁ ରେ ୱାର୍ଡ ମେମ୍ବର ନିର୍ବାଚନକୁ କେନ୍ଦ୍ରକରି ଗୁଳି ମାଡ ହୋଇଥିବା ଅଭିଯୋଗ ହୋଇଛି,। ଗୁଳିମାଡରେ ରୁପେସ ସାହୁ ନାମକ ଜଣେ ଯୁବକ ଗୁରୁତର…

ନୂଆପଡାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଡଲି ମାଝୀ

ନୂଆପଡା : ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଡଲି ମାଝୀଙ୍କ ନାଁରେ ମୋହର ଲାଗିଛି । ଲଗାତାର ଚତୁର୍ଥ ପାଇଁ ଜିଲ୍ଲା ପରିଷଦ ଆସନ ଦଖଲ କରିଛି ବିଜେଡି । ଆଜି ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୧୦ ନମ୍ବର ଜୋନର ଡଲି ମାଝି ନିନ୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି ।…

ନୂଆପଡାରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀମାନେ

ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ଆରମ୍ଭ ହୋଇଯାଇଛି। ନୂଆପଡ଼ା ଜିଲ୍ଲାର ପ୍ରମୂଖ ସହର ବୋଲାଉଥିବା ଖଡ଼ିଆଳ ରେ ଏନ ଏ ସି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀମାନେ । ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଜି କଂଗ୍ରସ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୬ ମୃତ

ନୂଆପଡା : ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ନୂଆପଡାରେ ଏପରି ଅଭାବନୀୟ ଘଟଣା ଘଟିଛି ।ରାସ୍ତା କଡରେ ଥିବା ଗଛକୁ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି : ନୂଆପଡାର ୫ଟି ବ୍ଲକରେ ଆଗରେ ବିଜେଡି

ନୂଆପଡା : ନୂଆପଡା ଜିଲ୍ଲାର ସମସ୍ତ ବ୍ଳକରେ ଭୋଟ ଗଣତି ପ୍ରକ୍ରିୟା ଚାଲିଥିବା ବେଳେ ପ୍ରଥମ ରାଉଣ୍ଡ ଫଳାଫଳ ରେ ପାଞ୍ଚଟି ବ୍ଲକ ରେ ବିଜେଡି ଆଗୁଆ ଥିବା ସୂଚନା ।ନୂଆପଡା- ଜୋନ  ନଂ ୭ ,କୋମନା- ଜୋନ ନଂ ୧,ଖଡ଼ିଆଳ- ଜୋନ ନଂ ୪,ସିନାପାଲି- ଜୋନ ନଂ ୧୨,ବୋଡେ଼ନ- ଜୋନ ନଂ ୧୦ ବିଜେଡି ଆଗରେ ଥିବା…

[ଦେଖନ୍ତୁ ଭିଡିଓ] ନିର୍ଦ୍ଦିଷ୍ଟ ଏଜେଣ୍ଟଙ୍କୁ ନେଇ ଭୋଟ ବାକ୍ସ ସିଲ: ମତଦାନରେ ଅନିୟମିତତା ଅଭିଯୋଗ

ନୂଆପଡା: କିଛି ନିର୍ଦ୍ଦିଷ୍ଟ ଏଜେଣ୍ଟଙ୍କୁ ନେଇ ଭୋଟ ବାକ୍ସ ସିଲ । ମତଦାନରେ ଅନିୟମିତତା ଅଭିଯୋଗ ଆଣିଲେ ଅନ୍ୟାନ୍ୟ ଏଜେଣ୍ଟ ଓ ପ୍ରାର୍ଥୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଏଜେଣ୍ଟ ଓ ପ୍ରାର୍ଥୀ ମାନେ ।…