Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଦଲାଲମାନଙ୍କୁ ସହାୟତା କରୁଥିଲେ ପୂର୍ବ ସରକାର’

ଭୁବନେଶ୍ବର: ଦଲାଲ ମାନଙ୍କୁ ସହାୟତା କରୁଥିଲେ ପୂର୍ବ ସରକାର। ପ୍ରତିଶ୍ରୁତି ଦେଇ ଫାଙ୍କି ଥିଲେ, ହେଲେ ଆମ ସରକାର ୬ ମାସ ଭିତରେ ସବୁ ପୂରଣ କରିଛି। ଆଜି ବରଗଡ଼ରେ ଚାଷୀଙ୍କୁ ଇନପୁଟ ଟଙ୍କା ବଣ୍ଟନ କରିବା ବେଳେ ପୂର୍ବ ସରକାରଙ୍କୁ ସିଧା ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

୨ କୋଟି ଟଙ୍କା ମୂଲ୍ୟର ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅରଡ଼ ବଜାରରୁ ୨ କେଜିର ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲା ଅମଜାଦ ଖାନ । ତେବେ ଜବତ ୨ କେଜି ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ…

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ କୁଟ୍ଟେ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍‌ କୁଟ୍ଟେ। ବିବାଦୀୟ ଆଇପିଏସ୍ ଆଶିଷ ସିଂ ପରେ ଏବେ କୁଟ୍ଟେଙ୍କୁ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ…

ଡ୍ରେନ୍ କାମ ବେଳେ ଜଣେ ଶ୍ରମିକ ମୃତ, ୨ ଗୁରୁତର

କଟକ: ଡ୍ରେନ୍ କାମବେଳେ ଅଘଟଣ। ପୁଣି କଟକରେ ଡ୍ରେନରେ ଯାଇଛି ଜୀବନ। କଟକରେ ଡ୍ରେନ କାମ ସମୟରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର। କଟକର ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଏହି ଅଘଟଣ ଘଟିଛି। ସିଏମସିର ଡ୍ରେନ୍ କାମବେଳେ ପାଖରେ ଥିବା କାନ୍ଥ ଭୁଶୁଡ଼ିବାରୁ ଏହି ଦୁଇ ଶ୍ରମିକ ଚାପି…

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଲହୁ ଲୁହାଣ ହୋଇଥିବା ଛାତ୍ର ଜଣକ ହେଲେ ପ୍ରଭାସ ରଞ୍ଜନ ମହାନ୍ତି । କୁହାଯାଉଛି ବିଜୁ ଜନତା ଦଳର ନେତା ଏକ୍ରାମ ଖାନ ଓରଫ ବବି ଓ ତାଙ୍କ ସାଙ୍ଗ ମାନେ କୌଣସି କାରମଣରୁ…

କାର୍ଯ୍ୟରତ ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ଏହି ସହାୟତା ମିଳିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି…

ଟେଣ୍ଡର ଫିକ୍ସିଂ ମାମଲାରେ ୩ ଜଣକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଟେଣ୍ଡର ଫିକ୍ସିଂ ମାମଲାରେ ରାଜଧାନୀରୁ ଦାମୀ ମୂଲ୍ଯବାନ ଗାଡ଼ି ଜବତ ହେବାର ଗୋଟିଏ ଦିନ ପରେ ୩ ଜଣ ଗିରଫ ହୋଇଛନ୍ତି। ୩ ଜଣକ ମଧ୍ୟରେ ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ଗିରଫ। ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର…

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କା ଇନପୁଟ୍ ସହାୟତା

ବରଗଡ଼: ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା । ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ଦେଲେ ରାଜ୍ୟ ସରକାର । ବରଗଡ ସୋହେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ସରକାରଙ୍କ ୨୩୦୦ ଏମଏସପି ସହ ୮୦୦ଟଙ୍କାର ଇନପୁଟ୍‌ ସହାୟତା…

ଓଏଏସ ଅଫିସରଙ୍କୁ ସରକାରଙ୍କ ବଡ଼ା ଚେତାବନୀ

ଭୁବନେଶ୍ୱର: ଓଏଏସ ଅଧିକାରୀଙ୍କୁ ପାଇଁ ଶକ୍ତ ହେଲେ ରାଜ୍ୟ ସରକାର । ଯେଉଁ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଉଛି ସେମାନେ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ୧୦ ତାରିଖ ମଧ୍ୟରେ ଯଦି ବଦଳିହୋଇଥିବା ତଥା ନୂଆ ଦାୟିତ୍ବ ମିଳିଥିବା…

ଥାନା ପରିସରରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି

ବଲାଙ୍ଗିର: ବଲାଙ୍ଗିର ତୁଷୁରା ଥାନାରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି । ପୋଲିସକୁ କିଛି ଲୋକ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ସେପଟେ ପୋଲିସ ବି ଲୋକମାନଙ୍କୁ ଗୋଡ଼ାଇ ଗୋଡାଇ ପିଟିଥିବା ଜଣାପଡିଛି । ପୂର୍ବରୁ ଗୋଦାମପଡ଼ା-ପତିତପାବନପଡ଼ା ମଧ୍ୟରେ ସଂଘର୍ଷ ହୋଇଥିଲା । କାର୍ଯ୍ୟାନୁଷ୍ଠାନ…