Latest Odisha News

BREAKING NEWS

Browsing Category

ଓଡିଶା

Odisha

କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ: ସୋମବାର ଯାଏ ଗୃହ ମୁଲତବି

ଭୁବନେଶ୍ବର: ବିଧାନସଭା ଶୀତକାଳନୀ ଅଧିବେଶନରେ ଶନିବାର ଅପରାହ୍ନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ଉପସ୍ଥାପନ ସମୟରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ। କଂ‌ଗ୍ରେସ ବିଧାୟକମାନେ ଅଦାନୀ ପ୍ରସଙ୍ଗରେ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଥିଲେ।…

ମନିଷାରାଣୀ ଓ ସୁବାସିନୀଙ୍କୁ ମିଳିଲା ବିଜୟଲକ୍ଷ୍ମୀ ସ୍ମୃତି ପୁରସ୍କାର

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ଗଣିତ ଏବଂ ବିଜ୍ଞାନ ଶିକ୍ଷୟତ୍ରୀ ପରଲୋକାଗତ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ପୁଅ ବରିଷ୍ଠ କ୍ରୀଡା ସାମ୍ୱାଦିକ ସମ୍ବିତ ମହାପାତ୍ରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ମୃତି ପୁରସ୍କାର ଶନିବାର ଦିନ ୟୁନିଟ୍ -୧ ବାଳିକା ବିଦ୍ୟାଳୟ ପରିସରରେ ଆୟୋଜିତ…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସାନଘାଗରା, ଅଶାନ୍ତ ମନକୁ କରିଦିଏ ଶାନ୍ତ

କେନ୍ଦୁଝର: ବଣ ପାହାଡ ଘେରା ଓଡ଼ିଶାର କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲା ପାହାଡ ଆଉ ଘଞ୍ଚ ବନାନୀରେ ଭରପୁର । ଖାଲି ସେତିକି ନୁହେଁ ଜିଲ୍ଲାର ଦୁଇ ପ୍ରମୁଖ ନଦୀ ସାଳନ୍ଦୀ ଓ ବୈତରଣୀ ନଦୀ ଶଯ୍ୟାରେ ଅଛି ଅନେକ ଜଳପ୍ରପାତ ଏବଂ ଝରଣା । ଯାହାକି ଜିଲ୍ଲା ତଥା ରାଜ୍ୟରେ ମଧ୍ୟ ବେସ ପ୍ରସିଦ୍ଧ ।…

ରାତି ସାରା ଜେରା ପରେ ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ

ସମ୍ବଲପୁର: ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀ l ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ରେବତୀ ରମଣ ଯୋଶୀଙ୍କ ଘର ସମେତ ୯ଟି ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା l ଏସିଏଫ ରେବତୀ ରମଣ ଯୋଶୀଙ୍କ ସମ୍ବଲପୁରସ୍ଥିତ…

ବାଙ୍ଗିରିପୋଷିକୁ ରାଷ୍ଟ୍ରପତିଙ୍କ ଭେଟି, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାରିପଦା: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡ଼ାମରା-ନ୍ୟୁ ଜାମଶୋଳା ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l…

ମହାପ୍ରଭୁଙ୍କ ‘ଘୋଡ ଲାଗି’ ନୀତି କ’ଣ ?

ପୁରୀ: ୧୨ ମାସରେ ୨୪ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ବିଭିନ୍ନ ବେଶର କିଛି ନା କିଛି ବିଶେଷତ୍ବ ରହିଥାଏ । ତନ୍ମଧ୍ୟରୁ ମହାପ୍ରଭୁଙ୍କ ଘୋଡ ଲାଗି ନୀତି ଅନ୍ୟତମ । ଯାହାକି ଆଜି ଶ୍ରୀମନ୍ଦିରରେ ସମ୍ପନ୍ନ କରାଯିବ । ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ଦିନ…

ଗୃହ ଚାଲିବାକୁ ଦେଉନି ବିଜେଡି: ୧୧.୩୦ ଯାଏଁ ମୁଲତବି

ଭୁବନେଶ୍ବର: ଗୃହ ଚାଲିବାକୁ ଦେଉନାହାନ୍ତି ବିରୋଧୀ । ପୋଲାଭରମ ପ୍ରସଙ୍ଗ, ଦର ବୃଦ୍ଧି, ଆଇନ ଶୃଙ୍ଖଳା ଅପର୍ଯ୍ୟସ୍ତ ବିଭିନ୍ନ ପ୍ରସଙ୍ଗ ନେଇ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ । ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୃହ ଆରମ୍ଭରୁ ବିଜେଡି…

୨ ଦିନ ଭିତରେ ବଢିବ ଶୀତ, ପାଗ ମେଘୁଆ ରହିବ

ଭୁବନେଶ୍ବର: ପୁଣି ଫେରୁଛି ଶୀତ । ବାତ୍ୟା ଫେଙ୍ଗଲ ପ୍ରଭାବରେ କିଛି ଦିନର ବିରତି ପରେ ପୁଣି ଶୀତ ଅନୁଭୂତ ହେବାକୁ ଯାଛି । ଆଗାମୀ ଦୁଇ ଦିନ ଭିତରେ ପୁଣି ରାଜ୍ୟକୁ ଜାଡ ଫେରିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଗାମୀ ୨…

ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି କଟକ ଷ୍ଟେସନ, ଜାତୀୟ ରାଜପଥରୁ ସିଧା ପ୍ରବେଶ

କଟକ: ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି କଟକ ରେଳ ଷ୍ଟେସନ । ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍ । ଯାହା ରାଜ୍ୟରେ ପ୍ରଥମ ଯେ ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି କଟକ ଷ୍ଟେସନର ପ୍ଲାଟଫର୍ମ । ଅତ୍ୟାଧୁନିକ ପରିବହନ ହବ୍ ସହ ଏକ…

ସ୍ଥଗିତ ରହିଲା ଶୁଣାଣି, ଭରତପୁର ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଭରତପୁର ଥାନା ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ । ଯେଉଁକାରଣରୁ ଆଜି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଦ୍ବାରା ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି । ଯାହା ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ…