Latest Odisha News

BREAKING NEWS

Browsing Category

ଓଡିଶା

Odisha

୪ରେ ପୁରୀ ଆସିବେ ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ବରେ ୮୦ ପ୍ଲାଟୁନ ଫୋର୍ସ 

ପୁରୀ: ଆସନ୍ତା ଡ଼ିସେମ୍ବର ୪ରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବ୍ଲୁ ଫ୍ଲାଗ ବିଚ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥିସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି।…

କିସ୍‍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ…

ଭୁବନେଶ୍ୱର: କିସ୍‍ର ୪ର୍ଥ ସମାବର୍ତ୍ତନ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହରିକୃଷ୍ଣ ଏକ୍ସପୋର୍ଟସ ପ୍ରାଇଭେଟ୍‍ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ପଦ୍ମଶ୍ରୀ ସାବଜୀ ଢ଼ୋଲକିଆ, ଡ. ବାତ୍ରା ଗ୍ରୁପ୍‍ ଅଫ୍‍ କମ୍ପାନୀ ସମୂହର…

‘ଓଡ଼ିଶା ପର୍ବ- ୨୦୨୪’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ଓଡିଶା ପର୍ବ–୨୦୨୪ର ଆଜି ଅନ୍ତିମ ଦିନ। ଆଜିର ଏହି ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ସାମିଲ। ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ସରକାର,…

କାଲି ବନ୍ଦ ରହିବ ଜଗା ଦର୍ଶନ..ଜାଣନ୍ତୁ କେଉଁ ସମୟରେ?

ପୁରୀ: କାଲି ବନ୍ଦ ରହିବ ଜଗା ଦର୍ଶନ । ମହାପ୍ରଭୁଙ୍କ ଗୁପ୍ତ ନୀତି ପାଇଁ କିଛି ସମୟ ପାଇଁ ତିନି ଠାକୁରଙ୍କ ସାନିଧ୍ୟ ଲାଭ କରିବାରୁ ବଞ୍ଚିତ ହେବେ ସାଧାରଣ ଭକ୍ତ । ଗୁପ୍ତ ନୀତି ସଂପର୍ଣ୍ଣ ହେବା ପରେ ଦର୍ଶନ ସ୍ବାଭାବିକ ହେବ । ତେବେ ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ…

ଓ୍ବାକଫ୍‌ ବିଲ୍‌ ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର: ଓ୍ବାକଫ୍ (ସଂଶୋଧନ) ବିଲ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ଏହି ବିଲ୍ ଆସିଲେ ହିନ୍ଦୁ ମୁସଲମାନ ବିଭେଦ ସୃଷ୍ଟି ହେବ ଅଭିଯୋଗ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଆଜି ଓ୍ବାକଫ୍‌(ସଂଶୋଧନ) ବିଲ୍‌କୁ ବିରୋଧ କରି ରାଜଭବନ ନିକଟସ୍ଥ ସର୍କିଟ୍‌…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସ୍ତ୍ରୀ ନା ରାକ୍ଷସୀ: ସ୍ଵାମୀକୁ ଖାଇବାକୁ ନଦେଇ ନିସ୍ତୁକ ମାଡ ମାରିଲା ସ୍ତ୍ରୀ

ଗଜପତି: ଗୋଟେ ଜନ୍ମ ନୁହେଁ ବରଂ ସାତ ଜନ୍ମର ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ । ସାତ ଜନ୍ମ ତ ଦୁର କଥା ଗୋଟେ ଜନ୍ମ ପାଇଁ ବି ସାଥି ହୋଇପାରିଲେନି । ସ୍ତ୍ରୀ ପାଇଁ ସତେ ଯେପରି କଣ୍ଟା ହେଇଗଲା ସ୍ଵାମୀ । ଆଠ ଦିନ ଧରି ସ୍ଵାମୀକୁ ଏକ ବନ୍ଦ କଠୋରୀରେ ରଖି ବାପ ଘର ଲୋକଙ୍କ ସହ ମିଶି ନିସ୍ତୁକ…