Latest Odisha News

BREAKING NEWS

Browsing Category

ଓଡିଶା

Odisha

କାହିଁକି ମରୁଛନ୍ତି ହାତୀ?, ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ବର: ବିଦ୍ୟୁତ ଆଘାତରେ ଏକାସାଙ୍ଗରେ ୩ ହାତୀଙ୍କ ଜୀବନ ଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ । ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜ୍ଜୁ କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । କେଉଁ କାରଣରୁ ହାତୀମାନଙ୍କ ଅପମୃତ୍ୟୁ ହେଉଛି, ସେନେଇ ଉତ୍ତର ମାଗିଛନ୍ତି…

କାହିଁକି ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା?

ଭୁବନେଶ୍ୱର: ପୋଲିସ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ସହାୟତା ପାଇଁ ଫୋନ୍ କଲେ ପୋଲିସ କିଛି ଶୁଣୁନି ବୋଲି ଅଭିଯୋଗ କରିଛନ୍ତି ଅସୀମା। ମହିଧରପୁର ବିଚ ହାଉସ ଓ ବଁଅରପାଳ ଥାନା ନାଁରେ ଅଭିଯୋଗ ଆଣିଛନ୍ତି କଣ୍ଠଶିଳ୍ପୀ ଅସୀମା। ସୂଚନା…

ପୁଣି ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ଡିସେମ୍ବରରେ ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି । ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୩ରୁ ୭ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବତ୍ତର୍ନ କରିବାର କାର୍ଯ୍ୟକ୍ରମ ରହିଛି।…

କାଲିଠୁ ଧାନ କିଣା: ମଣ୍ଡିକୁ ଦଲାଲ ନଆସିବାକୁ ପାଟ୍ରୋଲିଂ

ଭୁବନେଶ୍ୱର: ଦିନକ ପରେ ଆରମ୍ଭ ହେବ ଧାନ କିଣା। ଚାଷୀ ଖରିଫ ଧାନ ଅମଳ କରିବା ସମୟ ଆସି ଯାଇଥିବାରୁ ତୁରନ୍ତ ମଣ୍ଡି ଖୋଲି କିଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଧାନ କିଣା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ଆସିଛି। କାଲିଠୁ ବରଗଡ଼ ଓ ୨୧ରେ ସମ୍ବଲପୁରରେ ଧାନ କିଣା…

ସରକାରୀ ବାବୁଙ୍କ ଘରେ ପୁଳା ପୁଳା ସମ୍ପତ୍ତି: ଗିରଫ ହେଲେ ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ

ଢେଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଗତକାଲି ଏକାଧିକ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ବାବୁଙ୍କ କୋଠାର ତାଲିକା ଦେଖି ତାଜୁବ ହୋଇଯାଇଥିଲା ଭିଜିଲାନ୍ସ। ଭୁବନେଶ୍ବର ଠାରୁ ଆରମ୍ଭ…

ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା, ଶ୍ରୀମନ୍ଦିର ଯାଇ କଲେ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଲେ ଉତ୍କର୍ଷ। 'ଗଦର୍ 2' ପରେ ଆଗାମୀ ଚଳଚ୍ଚିତ୍ର 'ବନବାସ୍' ଚଳଚ୍ଚିତ୍ରର ସଫଳତାକୁ ନେଇ ମହାପ୍ରଭୁଙ୍କ ଆର୍ଶୀବାଦ କାମନା କଲେ ଉତ୍କର୍ଷ। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସୁଟିଂ…

ସରକାରୀ ଜମିରେ ଆଶ୍ରମ: ଯୁବତୀ ଖୋଲିଲେ ବାବାଙ୍କ ଗୁମର…

ଭୁବନେଶ୍ବର: ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ବିବାଦ ତେଜିବା ପରେ ଏବେ ସତ ସାମ୍ନାକୁ ଆସିଛି । ସରକାରୀ ଜମିରେ ବେଆଇନ ଭାବରେ ନିର୍ମାଣ ହୋଇଛି ଆଶ୍ରମ । ଏନେଇ ଜିଏ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମର ଜଣେ ନାବାଳାକ ବାବାଙ୍କ…

ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଘଟଣା: କଡା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ

ସମ୍ବଲପୁର: ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଆକ୍ସନ ଆରମ୍ଭ କଲା ବନ ବିଭାଗ। ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଏବେବି ଫେରାର୍ ରହିଛି। ସେହିପରି ବନବିଭାଗର ତ୍ରୁଟି…

ଥରୁଛି ଓଡିଶା, ଆଗକୁ ଆହୁରି ଶୀତ

ଭୁବନେଶ୍ଵର: ଖସୁଛି ପାରଦ। ବଢୁଛି ଜାଡ। ରାଜ୍ୟରେ ତଳମୁହାଁ ହେଉଛି ରାତିର ତାପମାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢିଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ଘନ କୁହୁଡି ସହିତ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ତେବେ ଆସନ୍ତା ୪ଦିନ ଯାଏ ରାଜ୍ୟରେ ଶୀତ ପ୍ରକୋପ ରହିବା ନେଇ…