Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଲ୍ଲୀର ଯୁବକଙ୍କୁ ଗଞ୍ଜାମରେ ଅପହରଣ, ନାଗ ସାପ ଦେଖାଇ ଡରାଉଥିଲା ଦୁର୍ବୃତ୍ତ

ଗଞ୍ଜାମ: ଦିଲ୍ଲୀର ଯୁବକଙ୍କୁ ଗଞ୍ଜାମରେ କରାଯାଇଛି ଅପହରଣ। ଦିଲ୍ଲୀର ଜଣେ ଯୁବକଙ୍କ ସମେତ ୪ ଜଣଙ୍କୁ ଅପହରଣ କରାଯାଇଥିବା ମାମଲା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ୪ ଜଣଙ୍କୁ ଅପହରଣ ପରେ ନାଗ ସାପ ଦେଖାଇ ଡରାଉଥିଲା ଦୁର୍ବୃତ୍ତ। କୌଶଳକ୍ରମେ ଜଣେ ଖସିଆସି ଚିକିଟି ତହସିଲଦାରଙ୍କୁ ଜଣାଇବା…

ଯାତ୍ରୀବାହୀ ବସ୍ ଓଲଟି ୨ମୃତ: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଗହମ ଗାଁ ନିକଟ ବସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।…

ମଣପ୍ପୁରମ ଅଫିସ ଲୁଟ ମାମଲା: ରିମାଣ୍ଡରେ ଆସିବ ମାଷ୍ଟର ମାଇଣ୍ଡ ପଲ୍ଲୁ ସିଂ

ସମ୍ବଲପୁର: ସମ୍ବଲପୁରରେ ବହୁ ଚର୍ଚ୍ଚିତ ମଣପ୍ପୁରମ ଅଫିସ୍ ସୁନା ଓ ଟଙ୍କା ଡକାୟତି ଘଟଣା । ବଡ ସୂଚନା ଦେଲୋ ପୋଲିସ । ମାଷ୍ଟରମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ ବି ନିଜର ଗ୍ୟାଙ୍ଗ ଦ୍ୱାରା କରାଉଥିଲା ଡକାୟତୀ। ତାକୁ ରିମାଣ୍ଡ ରେ ଆଣିବା ପାଇଁ ସମ୍ବଲପୁର ପୋଲିସର ଗୋଟିଏ ଟିମ ବିହାର ଯାଇଛି…

କଲବଲ କରୁଛି ଘନ କହୁଡ଼ି: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଘନକୁହୁଡିରୁ ଏବେ ନାହିଁ ନିସ୍ତାର । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ କରିବ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ୧୨ଟି ଜିଲ୍ଲାକୁ ୟେଲୋ…

ଆରମ୍ଭ ହେଲା ଡଲଫିନ ଗଣନା, ସଂଖ୍ୟା ବଢିବା ନେଇ ଆଶା

ପଟ୍ଟାମୁଣ୍ଡାଇ: ଆରମ୍ଭ ହୋଇଛି ଡଲଫିନ ଗଣନା । ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ୍ ଗଣନା କରାଯିବ । ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା । ରାଜନଗର ବନଖଣ୍ଡର ୫ଟି ରେଂଜରେ ଚାଲିବ ଡଲଫିନ୍‌…

ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ବିଜେଡି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର-ରବିବାର ରାତିରେ ବଡ଼ଧରଣର ଚୋରି ମାମଲାରେ ରବିବାର  ସାମ୍ବାଦିକ ସମ୍ମିଳନୀ କରିଛି ବିଜୁ ଜନତା ଦଳ। ରାଜଧାନୀ ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ମଧ୍ୟରେ ଯଦି ବରିଷ୍ଠ…

ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ; ୨ ଯାତ୍ରୀ ମୃତ, ୧୦ ଗୁରୁତର

ତାଳଚେର: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ତାଳଚେଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି…

ଆସନ୍ତାକାଲିଠୁ ଗହିରମଥା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ

ରାଜନଗର: ସୋମବର ଅର୍ଥାତ୍ କାଲିଠୁ ଆରମ୍ଭ ହେବ ଡଲଫିନ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନ ଧରି ଅର୍ଥାତ୍ ୨୭, ୨୮ ଓ ୨୯ ଯାଏଁ ଡଲଫିନ୍ ଗଣନା କରାଯିବ । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା…

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭାଙ୍ଗିଲା ଦଳର ସମସ୍ତ ସଂଗଠନ

ଭୁବନେଶ୍ବର: ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ । ଆଗକୁ ବିଜେଡିର ନବକଳେବର ହେବ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି । ଦଳର ସାଙ୍ଗଠନିକ ନିର୍ବାଚନ ପ୍ରରିପେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ…

ଅଧାରେ ରହିଲା ପ୍ୟାରେଡ: ଭ୍ୟାନ ଓଲଟି ସ୍କୁଲ ଛାତ୍ର ମୃତ, ୨୩ ଆହତ

କଟକ: ସାଧାରଣତନ୍ତ୍ର ଦିବସରେ ଅଘଟଣ। ସରଣ୍ଡା ଜୋନସ୍ତରୀୟ ସାଧାରଣତନ୍ତ୍ର ଦିବସର ପ୍ୟାରେଡରେ ଭାଗ ନେବା ପାଇଁ କଟକ ଜିଲ୍ଲା ମାଳବିହାରୀପୁର ହାଇସ୍କୁଲର ଛାତ୍ରଛାତ୍ରୀ ଯାଉଥିଲେ । ହେଲେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ପିକଅପ୍ ଭ୍ୟାନ୍…