Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ଲୋକସଭା ଆସନ?

ଭୁବନେଶ୍ୱର: ସ୍ପଷ୍ଟ ହେଉନି ମେଂଟ ଗଣିତ। ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ସଂସଦୀୟ କ୍ଷେତ୍ର? ବିଜେପି ନା ବିଜେଡି, କିଏ ମଇଦାନକୁ ଓହ୍ଲାଇବ ସେନାପତି ? ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶ୍ରେୟ ସହ ପୁରୀ ଗଡ ରକ୍ଷା କରିବାକୁ ବିଜେଡି ଚାହୁଁଛି, ତ ନିର୍ବାଚନର ଅନେକ…

ବିଜେଡି ଓ ବିଜେପି ମେଣ୍ଟ ସସପେନ୍‌ସ ପଛର କ’ଣ ରହିଛି ଡିଲ୍?

ଭୁବନେଶ୍ୱର: କାହିଁକି ଫାଇନାଲ୍ ହେଉନି ବିଜେଡି-ବିଜେପି ମେଣ୍ଟ? ବୁଝାମଣାରେ ବାଧା କେଉଁଠି ? କାହିଁକି ସିଲ୍ ହେଇପାରୁନି ମେଣ୍ଟ ଡିଲ୍ ? କାହିଁକି ଦୋଛକିରେ ମେଣ୍ଟ ସମ୍ଭାବନା ? କେବଳ ସିଟ୍ ଭାଗବଣ୍ଟା ନେଇ ଛିଡୁନି ଅଙ୍କ ନା ମିଶୁନି ପଦ୍ମ ଓ ଶଙ୍ଖ ଦଳ ନେତାଙ୍କ ମନ ? ଟପ୍ ନେତାଙ୍କ ମେଂଟ…

‘୨୦୦୮ ଆତଙ୍କବାଦୀ ଆକ୍ରମଣର ପୁନରାବୃତ୍ତି ହେବ’ ଧମକ ଦେଇଥିବା ଯୁବକ ବ୍ରଜରାଜନଗରରୁ ଗିରଫ

ବ୍ରଜରାଜନଗର: ସୁରକ୍ଷା ଏଜେନ୍ସିକୁ ଧମକପୂର୍ଣ୍ଣ ଇମେଲ୍ ପଠାଇବା ଅଭିଯୋଗରେ ବ୍ରଜରାଜନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏହି ଇମେଲରେ ଦାବି କରାଯାଇଛି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପୁନରାବୃତ୍ତି ହେବା ନିଶ୍ଚିତ। ଅଭିଯୋଗକୁ ଭିତ୍ତି କରି ପୁଲିସ ଯୁବକଙ୍କୁ ଇ-ମେଲ୍…

କେନ୍ଦ୍ରାପଡା କୁରୁକ୍ଷେତ୍ର ପୁଣି ଦେଖିବ କି ନେତା ବନାମ ଅଭିନେତା ଲଢ଼େଇ?

ଭୁବନେଶ୍ୱର: କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଓହ୍ଲାଇବେ କାହାର ସେନାପତି ? ମେଂଟ ହେଲେ କାହାର କଟିବ ପତା ? କାହାକୁ ମିଳିବ ଟିକେଟ୍ ? ବିଜେଡି ନା ବିଜେପି, କାହା ଖାତାକୁ ଯିବ କେନ୍ଦ୍ରାପଡା ଲୋକସଭା ଆସନ ? ୧୯ ଦେଖିଥିଲା ରାଜନେତା, ଅଭିନେତା ଲଢେଇ । ଏଥର ରିପିଟ୍ ହେବେ ପ୍ରାର୍ଥୀ ନା…

ଆସନ୍ତାକାଲି ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ବିଶାଖାପାଟଣାରୁ ଭୁବନେଶ୍ବର ଗଡିବ ଏହି ଟ୍ରେନ୍ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୮୫ ହଜାର କୋଟିର ରେଳ ପ୍ରକଳ୍ପ ଉତ୍ସର୍ଗ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି…

ହୋଟେଲ ମ୍ୟାନେଜମେଣ୍ଟରେ ଆତ୍ମନିଯୁକ୍ତି ପାଇଁ ଶ୍ରବଣବାଧିତଙ୍କୁ ଦକ୍ଷତା ତାଲିମ

ଭୁବନେଶ୍ୱର: ତାଲିମ ଓ ଦକ୍ଷତାବିକାଶ ମାଧ୍ୟମରେ ଶ୍ରବଣବାଧିତ ଯୁବକଯୁବତୀମାନଙ୍କୁ ହୋଟେଲ ମା୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରୟାସ କରିଛି। କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନସ୍ଥ ସ୍ୱୟଂଶାସିତ ସଂସ୍ଥା…

ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗ ଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହ ଧର୍ମଗଡ଼ ଓ କଲ୍ୟାଣପୁର ବ୍ଲକର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ଶଙ୍ଖଭବନଠାରେ ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟସଭା…

ରାଜ୍ୟର ଦୀର୍ଘତମ ଫ୍ଲାଏଓଭରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ନବନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏଓଭରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ଯୋଡ଼ାରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲାପାଳ ବିଶାଳ…

ଆସିଲା କାଳିଆ ଟଙ୍କା, ବଢିଲା ଯୋଜନା ଅବଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ…

ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀର ବିଜ୍ଞାନ…