Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରେଡ୍; ମାଦକ ଦ୍ରବ୍ୟ, ମଦ ଓ ଟଙ୍କା ସହ ଅନ୍ୟାନ୍ୟ ମୂଲ୍ୟବାନ…

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ପହିଲା ରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ…

ବଢିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା, ୨୫ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ସର୍ଭିସ ପ୍ରୋଭାଇଡର ଏଜେନ୍ସି ଦ୍ଵାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି…

‘ଭାରତୀୟ କୃଷକ ଏବେ ସାରା ବିଶ୍ୱକୁ ଖାଦ୍ୟ ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି’

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ 'ଅନନ୍ୟା' ଓ ଓୟୁଏଟିର ମିଳିତ ସହଭାଗୀତାରେ 'ଜଳବାୟୁ ଉପଯୋଗୀ କୃଷି' ଉପରେ ଏକ ଜାତୀୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଡ଼ଃ ଏମ୍.ଏସ୍. ସ୍ୱାମୀନାଥନ କକ୍ଷରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି ।…

ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ରକ୍ଷକ ଭେଇକିଲର ଶୁଭାରମ୍ଭ; ରହିଛି ଅତ୍ୟାଧୁନିକ ବ୍ୟବସ୍ଥା

ଭୁବନେଶ୍ୱର: ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ନିୟୋଜିତ ଥିବା ରାପିଟ୍ ରେସପନ୍ସ ଟିମ୍ ପାଇଁ  ବନ ବିଭାଗ ପକ୍ଷରୁ ଆଜି ‘ରକ୍ଷକ ଭେଇକିଲ’ର ଶୁଭାରମ୍ଭ କରାଯାଇଛି। ଭରତପୁର ଜଙ୍ଗଲ ସଫାରୀରେ ଏହି ରକ୍ଷକ ଭେଇକିଲର  ଶୁଭାରମ୍ଭ କରାଯାଇଛି । ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ୍…

ନିଜ ସ୍ବାର୍ଥ ପାଇଁ ବିଜେପି ସହ ମେଣ୍ଟ କରୁଛି ବିଜେଡି : ଶରତ ପଟ୍ଟନାୟକ

ଭୁବନେଶ୍ବର:- ସବୁଠି ରାଜନୀତି ଚର୍ଚ୍ଚା । ଏକାଠି ହେବେ ବିଜେଡି-ବିଜେପି । ଗତକାଲି ଠାରୁ ଏପର୍ଯ୍ୟନ୍ତ ଚାଲିଛି ଗୁରୁର୍ତ୍ବପୂ୍ର୍ଣ୍ଣ ବୈଠକ । ଗତକାଲି ନବୀନ ନିବାସରେ ତୁଙ୍ଗନେତାଙ୍କୁ ନେଇ ଦୁଇ ଦୁଇ ଥର ବୈଠକ ବସିଥିଲା । ସେହିପରି ଗତକାଲି ଦିଲ୍ଲୀରେ ମଧ୍ୟ ଅପରାହ୍ଣର ୫ଟାରେ ବସିଥିଲା…

ଯୁବତୀଙ୍କ ମୃତଦେହ ଉଦ୍ଧାର; ବେକରେ ରହିଛି କଟାଦାଗ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାଁ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ । ଗତକାଲି ଲକ୍ଷ୍ମୀପ୍ରିୟାଙ୍କ ମାଆ ମଞ୍ଜୁଲତା ଖୁଣ୍ଟିଆ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ…

ପରୀ ହତ୍ୟାକାଣ୍ଡ ମାମଲା, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଦୋଷୀ

ନୟାଗଡ଼:- ହାଇକୋର୍ଟରେ ଦ୍ବାରସ୍ଥ ହେଲେ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ଦୋଷୀ । କହିଲେ ତଥ୍ୟ ପ୍ରମାଣକୁ ଠିକ୍ ଭାବେ ବିଚାର ନକରି ତାଙ୍କୁ ଏହି ଦଣ୍ଡାଦେଶ ଦିଆଯାଇଛି ।  ଅତିରିକ୍ତ ଦୌରାଜଜ ତଥା ଚିଲଡ୍ରେନ କୋର୍ଟଙ୍କ ନ୍ୟାୟକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଛନ୍ତି ଦୋଷୀ ।…

ବିଲ୍‌ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ ବିଆରସି, କାବୁ କଲା ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବ୍ଲକ ରିସୋସ କୋଡିନେଟର । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ବିଆରସି ମଧୁସୁଦନ ପଟେଲଙ୍କୁ କାବୁ କଲା ଭିଜିଲାନ୍ସ ଟିମ୍ । ଖବର ଅନୁଯାୟୀ, ଏକ ପାଇଖାନା ନିର୍ମାଣ ବିଲ ପାଇଁ ଅଭିଯୋଗକାରୀ ମହମ୍ମଦ ଆଶିଷଙ୍କୁ…

ଖଡ଼ିଆଳରେ ରାଜନୀତି ଉଷ୍ମତା, ନେତାଙ୍କୁ ନେଇ ଦ୍ଵନ୍ଦରେ ମତଦାତା

ନୂଆପଡା: ପ୍ରତ୍ୟେକ ଥର ଭଳି ଚଳିତ ନିର୍ବାଚନ ରେ ମଧ୍ୟ ଖଡ଼ିଆଳ ରାଜନୀତି ରୋଚକ ମୋଡ ରେ ପହଞ୍ଚିଛି । ଏଠି ଅନେକ ଆଶାୟୀ, କିଏ କାହାଠୁ କମ୍ ନଥିବା ବେଳେ ଟିକେଟ କୁ ନେଇ ରାଜନୀତି ଚର୍ଚ୍ଚା ସରଗରମ ହେବାରେ ଲାଗିଛି । ବିଶେଷ କରି ବିଜେଡି ଟିକେଟ କୁ ନେଇ ଦ୍ଵନ୍ଦ ଥିବା ବେଳେ, ଟିକେଟ ହିଁ…

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ୧୫ବର୍ଷ ପୂର୍ବେ ଏହି କାରଣରୁ ଏନଡିଏର ହାତ ଛାଡିଥିଲେ ନବୀନ

ଭୁବନେଶ୍ଵର: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ(BJD) ବିରୋଧି ଭାରତୀୟ ଜନତା ପାର୍ଟି (BJP) ସହ ମେଣ୍ଟ ଗଠନକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ ବାସଭବନରେ ବିଜେଡି ନେତାମାନଙ୍କର ଏକ…