Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ

ଭଦ୍ରକ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଚାଲିଛି ନାମାଙ୍କନ ଦାଖଲ ପର୍ବ । ଏହି ଅବସରରେ ଆଜି ନାମାଙ୍କନ ଭରିଛନ୍ତି ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ । ନଜର ହଜାର ହଜାର ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ମନୋଜ ପାତ୍ର ଙ୍କ ନିକଟରେ…

ଓଡିଶା ଆସୁଛନ୍ତି ମୋଦୀ: ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା

ଭୁବନେଶ୍ଵର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭୁବନେଶ୍ୱରରେ କରିବେ ବିଶାଳ ରୋଡ ଶୋ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଚାଲିବ ମୋଦୀଙ୍କ ଏହି ରୋଡ ଶୋ । ମୋଦୀଙ୍କ ରୋଡ ଶୋରେ ହଜାର ସଂଖ୍ୟକ ଲୋକଙ୍କ ସମାଗମ ହେବ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ…

ସାମ୍ବାଦିକଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ଧୂଆବାଣ; ଲେନିନ୍ ମହାପାତ୍ର

ଭୁବନେଶ୍ବର: ସାମ୍ବାଦିକଙ୍କୁ ଧମେନ୍ଦ୍ର ପ୍ରଧାନ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଧୂଆବାଣ ସଦୃଶ ବୋଲି କହିଲେ ଲେନିନ୍ ମହାନ୍ତି । ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ; ଟଳିଲେ ୨ ମାଓବାଦୀ

ଟଳିଲେ ୨ ମାଓବାଦୀ । କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ନବରଙ୍ଗପୁର ଜିଲ୍ଲା ରାଇଘରରେ ଏନକାଉଣ୍ଟର । ଦୀର୍ଘ ସମୟ ହେବ ଚାଲିଥିଲା ଗୁଳି ବିନିମୟ । ଆଜି ସକାଳୁ ସକାଳୁ ନବରଙ୍ଗପୁର ଜିଲ୍ଲା ରାଇଘରରେ କମ୍ବିଂ ଅପରେସନ କରୁଥିବା ବେଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜାଙ୍କ ପ୍ରଶ୍ନ; ମୋ ଉପରେ ଅତ୍ୟାଚାର ହୋଇଛି ଜାଣି ବି ସେ ପରିବାରଙ୍କୁ ଟିକେଟ କେମିତି ଦେଲେ…

ଭୁବନେଶ୍ବର: ନବୀନ ବାବୁ କହୁଛନ୍ତି, ସେ ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି । ସେ ପରିବାର ମୋ ସହ ଅତ୍ୟାଚାର କରିଛି । ସେ ଏହା ଜାଣି ବି ଟିକେଟ ଦେଲେ କେମିତି? ଏମିତି କିଛି କହି ନିଜ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ନେତା ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ…

ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିନିଅନ୍ତୁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର

ଭୁବନେଶ୍ଵର:  ରୁବେଲା ଭାଇରସକୁ ନେଇ ଗର୍ଭବତୀ ମହିଳାଙ୍କୁ ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମରୁ ସନ୍ତାନ କ୍ଷେତ୍ରରେ ଭାଇରସ୍ ଦେଖାଦିଏ । ସେଥିପାଇଁ ଯେଉଁ ଗର୍ଭବତୀଙ୍କ ଠାରେ ଏପରି ଲକ୍ଷଣ ଥିବ ସେମାନଙ୍କୁ ତୁରନ୍ତ ଟେଷ୍ଟ…

‘ନବୀନ ଖାଲି ଓକେ ଓକେ କୁହନ୍ତି’, ‘ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି’

ମାଲକାନଗିରି: ‘ନବୀନ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି’ । କାଲିମେଳାରେ ଜନସଭାରେ କିଛି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଓଡିଶାରେ ଜନସଭାକୁ ସମ୍ବୋଧନ ଦେଉଛନ୍ତି ଆସାମ…

ନାମାଙ୍କନ ଦାଖଲ କଲେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ

ସାଲେପୁର: ପ୍ରାର୍ଥୀପତ୍ର ଦାଖଲ କଲେ ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ଏକ ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ ।…

ସରଗରମ ସୁବର୍ଣ୍ଣପୁର ରାଜନୀତି; ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଆପଣଉଛନ୍ତି ବିଭିନ୍ନ ପନ୍ଥା

ସୁବର୍ଣ୍ଣପୁର: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଦଳୀୟ ଶିବିର l ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ବାତ୍ତାବରଣ ଏଵେ ବେଶ ସରଗରମ ହୋଇ ଉଠିଛି l ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ପାତ୍ର…

ବିଏମସିର କଡା ଆଭିମୁଖ୍ୟ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ କଟିବ ଦରମା

ଭୁବନେଶ୍ଵର: ଏଣିକି ଅଫିସ୍‌‌ ବିଳମ୍ବରେ ଆସିଲେ କଟିବ ଦରମା। ବିଏମସି କର୍ମଚାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ କଟିବ ଦରମା। କାର୍ଯ୍ୟରେ ଅବହେଳା ଯୋଗୁଁ ବିଏମସି ଏହି ନିଷ୍ପତ୍ତି ନେଇଛି। ଦରମା କାଟିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି। ମାସକରେ ୨ରୁ ଅଧିକ ବିଳମ୍ବ ଉପସ୍ଥାନ ପାଇଁ…