Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡିର ୪ ବିଧାୟକଙ୍କୁ ଜବାବ ତଲବ, ୨୭ ତାରିଖ ସୁଦ୍ଧା ଦିଅନ୍ତୁ ଉତ୍ତର

ଭୁବନେଶ୍ବର: ବିଜେଡି ଛାଡିଥିବା ୪ ବିଧାୟକଙ୍କୁ ଜବାବ ତଲବ ନୋଟିସ। ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ ଏବଂ ପର୍ଶୁରାମ ଧଡାଙ୍କୁ ଜବାବ ତଲବ ଜାରି କରିଛନ୍ତି ବିଧାନସଭା ସଚିବ । ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତିଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ ।…

‘ବିଜେପି ଓଡ଼ିଶାବାସୀଙ୍କୁ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛି’

ମୟୂରଭଞ୍ଜ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଦିନକୁ ଦିନ ଓଡ଼ିଶାରେ ପ୍ରଚାର ଜୋରଧରିଛି  ।ଏହିମଧ୍ୟରେ କରଞ୍ଜିଆରେ ଭିକେ ପାଣ୍ଡିଆନ ଆଜି ପ୍ରଚାର କରିଛନ୍ତି  ।ସେ କହିଛନ୍ତି ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ବହୁତ…

ମନ୍ମଥଙ୍କ ପାଇଁ ଭୋଟ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଭିଡିଓ ମାଧ୍ୟମରେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବା ପାଇଁ…

କେନ୍ଦୁଝରରେ ଶାହାଙ୍କ ବଡ ବୟାନ: ପିଓକେ ଆମର ଥିଲା, ଆଗକୁ ମଧ୍ୟ ରହିବ

କେନ୍ଦୁଝର: କେନ୍ଦୁଝରର ଜନସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଦେଶ ପାଇଁ ମୋଦିଙ୍କ ବିକାଶ ମୂଳକ କାମ ବିଷୟରେ ଶାହ ଉଦାହରଣ ଦେଇ କହିଛନ୍ତି ଯେ, ଦେଶକୁ ସୁରକ୍ଷିତ ରଖିବା କାମ କରୁଛନ୍ତି ମୋଦି…

ଆସିବେ ରାମାୟଣର ରାମ,ଓଡ଼ିଶାରେ କରିବେ ପ୍ରଚାର

ଭୁବନେଶ୍ବର: ଆସନ୍ତା କାଲି ଓଡ଼ିଶା ଆସିବେ ବିଜେପି ନେତା ଅରୁଣ ଗୋଭିଲ । ଅରୁଣ ଗୋଭିଲ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀ ରାମଙ୍କ ଚରିତ୍ରରେ ଅଭିନୟ କରିଥିଲେ । ସେ ରାମଙ୍କ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ବର୍ତମାନ ସେ ରାଜନୀତିରେ ନିଜର ପାଦ ଥାପିଛନ୍ତି ।ସାଧାରଣ…

ସମ୍ବଲପୁରରେ ଅମିତ ଶାହାଙ୍କ ରଣହୁଙ୍କାର: ନବୀନ ବାବୁ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ତଣ୍ଟି ଚିପୁଛନ୍ତି

ସମ୍ବଲପୁର: ଆଜି ଗଙ୍ଗାଧର ମେହେରଙ୍କ ଆତ୍ମାଙ୍କୁ ଶାନ୍ତି ମିଳିଥିବ, କାରଣ ୨୫ ବର୍ଷ ପରେ ଓଡିଶାର ଭାଷା ଓ ସାହିତ୍ୟ, କଳା ଓ ସଂସ୍କୃତିର ଆଧାରରେ ସରକାର ଗଠନ ହେବାକୁ ଯାଉଛି । ଦେଶର ପଶ୍ଚିମ, ଦକ୍ଷିଣ, ଉତ୍ତର ଓ ଉତ୍ତର ପୂର୍ବ, ମଧ୍ୟ ସବୁଠି ଡବଲ ଇଞ୍ଜିନ ସରକାର ଚାଲିଛି । ଆଉ ଏବେ ଓଡିଶାରେ…

‘ଓଡିଶାକୁ ଶାସନ କରିପାରିବେନି ତାମିଲ, ଓଡିଆ ପୁଅ ହିଁ କରିବେ’

ସମ୍ବଲପୁର: ‘ଓଡିଶାର ସଂସ୍କୃତି, ସ୍ବାଭିମାନ ଓ ଓଡିଆ ଅସ୍ମିତାର ତଣ୍ଟି ଚିପୁଛନ୍ତି ନବୀନ । ଓଡିଶାରେ ତାମିଲ ବ୍ୟକ୍ତି ଶାସନ କରିପାରିବେ ନାହିଁ । ଓଡିଶାରେ ଶାସନ ଏଠିକାର ଭୂମିପୁତ୍ର ହିଁ କରିବ।’ ଆଜି ସମ୍ବଲପୁରବାସୀଙ୍କୁ ଉଦ୍ବୋଧନ ଦଉ ଦଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ…

ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ, ବହୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ କ୍ୟାମ୍ପରୁ ମିଳିଲା ବିପୁଳ ୨ ହଜାର ଟଙ୍କାର ନୋଟ୍। ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ, ୪ ଗୁଳି ଜବତ। ଗତକାଲି ଶିବନାରାୟଣପୁରରେ ମୁହାଁମୁହିଁ…

ଓଡ଼ିଶାରେ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାଁନ୍ତି: ଅମିତ ଶାହା

ସମ୍ବଲପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରର ରେମେଡ ପଡିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିଛନ୍ତି  । ଓଡ଼ିଶାରେ ସବୁ ଅଛି, କିନ୍ତୁ କେବଳ ଗୋଟିଏ ଜିନିଷର ହିଁ  ଅଭାବ ଅଛି । ତାହା ହେଉଛି ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନାହାନ୍ତି ।…

‘ଉଭୟ ବିଧାୟକ ଓ ସାଂସଦ ବିଜେଡିରୁ ହେବା ଦରକାର, ଅନ୍ୟ ଦଳର ହେଲେ ବିକାଶ କାମରେ ବାଧା ଦେବେ’

କେନ୍ଦୁଝର: ଉଭୟ ବିଧାୟକ ଓ ସାସଂଦ ବିଜେଡିରୁ ହେବା ଦରକାର । ଆଉ ଯଦି କିଏ ସାଂସଦ ହୁଅନ୍ତି, ସେ ଅଧିକ ରାଜନୀତି କରି ଯାହା ବି କାମ ଚାଲିଛି ସବୁଥିରେ ମୁଣ୍ଡ ପୁରାଇବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ଦଳ ବିରୋଧ କରି ହାଇକୋର୍ଟ, ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା,…