Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିକ୍ଷକ ନିଯୁକ୍ତି ଦାବିରେ ତୁଲୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

ସୁବର୍ଣ୍ଣପୁର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ। ସୁବର୍ଣ୍ଣପୁର ଲିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ତୁଲୁଣ୍ଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା। ତାଲା ମାରିଲେ ସ୍କୁଲ କମିଟି ସଦସ୍ୟ ସଦସ୍ୟା। ଏହି ବିଦ୍ୟାଳୟରେ ସର୍ବମୋଟ ଆଠଟି ଶ୍ରେଣୀରେ…

ମହଙ୍ଗା ପଡିଲା ପ୍ରେମ ନିବେଦନ, ବନ୍ଧା ହେଲେ ଥାନାକୁ ଗଲେ

କାମାକ୍ଷାନଗର: ଧରାପଡିଲେ ରୋଡ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଯୁବକ । କଲେଜ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ଯୁବତୀଙ୍କୁ ଅଟାଇବା ସମୟରେ ଧରାପଡି ଥାନାକୁ ଯାଇଛନ୍ତି  । ଏଭଳି କିଛି ଘଟଣା ଘଟିଛି …

ଆଇଟିଆଇ କ୍ୟାମ୍ପସରେ ହାତୀପଲ , ସିସିଟିଭିରେ କଏଦ ହେଲା ଭିଜୁଆଲ

କାମାକ୍ଷାନଗର: ଦିନକୁ ଦିନ ହାତୀଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଛି । କାମାକ୍ଷାନଗର ମହାବିରୋଡ ରେଞ୍ଜ ପରଜଙ୍ଗ ବ୍ଲକ କନ୍ଦରସିଂହା ଗାଁରେ ଥିବା ସରକାରୀ ଆଇଟିଆଇ କ୍ୟାମ୍ପସରେ ହାତୀ ପଲ ବୁଲୁଥିବା ଦେଖିବାକୁ ମିଳିଛି । ଯାହାର ଭିଜୁଆଲ ସିସି ଟିଭିରେ କଏଦ ହୋଇଛି । ଆଜି ୨୫ ଟିକିଆ ହାତୀପଲ…

ରାଜ୍ୟପାଳଙ୍କ ଦ୍ୱାରା ପର୍ବତ ଆରୋହଣକାରୀ ସୌଭାଗ୍ୟ ରଥ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପର୍ବତ ଆରୋହଣକାରୀ ସୌଭାଗ୍ୟ କୁମାର ରଥଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି। ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ସୌଭାଗ୍ୟ ରଥ ୟୁରୋପ ଓ ଋଷ୍‌ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍‌ ପର୍ବତ (୫୬୪୨ ମିଟର) ଆରୋହଣ…

ନୃଶଂସ ସ୍ବାମୀର ବର୍ବରକାଣ୍ଡ: ସ୍ତ୍ରୀକୁ ଶାବଳରେ ପିଟି ପିଟି କଲା ହତ୍ୟା

ମୋହନା: ପାରିବାରିକ କଳହର କରୁଣ ପରିଣତି । ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଅଭାବନୀୟ ଘଟଣା ଘଟିଛି  । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ  । ମୃତକ ସାରୁଗାଳୁ ମଲ୍ଲିକ ବୋଲି ଜଣାପଡିଛି  । କୌଣସି କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା…

ପ୍ରେମ ପାଇଁ ମହାଭାରତ: ୧୦ ଅଟକ, ୨ ସେକ୍ସନ ପୋଲିସ ମୁତୟନ

ସମ୍ବଲପୁର: ପ୍ରେମ ପାଇଁ ମହାଭାରତ । ଯୁବକ-ଯୁବତୀଙ୍କ ପ୍ରେମ ସମ୍ପର୍କ ପାଇଁ ମୁହାଁମୁହିଁ ହେଲେ ଦୁଇ ପଡାବାସୀ । ପ୍ରଥମେ ଗାଳିଗୁଲଜ ଓ ପଥରମାଡ ପରେ ଗୋଷ୍ଠୀ ସଂଘର୍ଷର ବଦଳିଲା ଘଟଣା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ ହେଲା ପୋଲିସ । ଘଟଣା ଘଟିଛି ସମ୍ବଲପୁର ସହର କ୍ଷେତରାଜପୁର…

ଧରା ପଡିଗଲା ଅଧ୍ୟାପିକାଙ୍କ କାରସାଦି: ପରୀକ୍ଷାର୍ଥୀଙ୍କ ପାଇଁ ନିଜେ ଦେଉଥିଲେ ପରୀକ୍ଷା

ଉଦଳା: ଗୁରୁ ହେଉଛନ୍ତି ଏମିତି ଜଣେ ମଣିଷ, ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ଗୁ ଶବ୍ଦର ଅର୍ଥ ହେଲା ଅନ୍ଧାର ଓ ରୁ ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ…

ବାମ କି ଡାହାଣ? ଜାଣନ୍ତୁ କେଉଁ ପାର୍ଶ୍ଵରେ ଶୋଇବା ସ୍ବାସ୍ଥ୍ୟପ୍ରତି ଉପକାରୀ ….

ଭୁବନେଶ୍ଵର: ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ହେଲେ ଆମକୁ ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । କିନ୍ତୁ କେଉଁ ପଟକୁ କଡେଇ ଶୋଇବେ ତାହା ଯଦି ଆପଣ ଜାଣି ନାହାନ୍ତି ତାହେଲେ ଆପଣଙ୍କୁ ଠିକ୍ ଭାବରେ ନିଦ ହୋଇନଥାଏ । ତେବେ ଆୟୁର୍ବେଦ ଅନୁଯାୟୀ, ବାମ ପାର୍ଶ୍ୱରେ ଶୋଇବା…

ଭାରସାମ୍ୟ ହରାଇ ଓଲଟିଲା ଟାଟା ମେଜିକ ଗାଡି: ୨୭ ଶ୍ରମିକ ଆହତ, ୭ ଗୁରୁତର

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜୁଡାମ୍ବ ଘାଟି ନିକଟରେ ମମର୍ନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ ଏକ ଟାଟା ମେଜିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡ଼ିରେ ଥିବା ୭ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ୨୭ ଜଣ ଆହତ ହୋଇଥିବା ସୂଚନା…

ଆଜି ଅବତରଣ କରିବ ଚନ୍ଦ୍ରଯାନ-୩: ବାଲୁକା କଳାରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ:  ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରି ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରଯାନ-୩। ଆଉ କିଛି ଘଣ୍ଟାର ଅପେକ୍ଷା ରହିଛି  । ଯାହାକୁ ସାରା ବିଶ୍ବ ଚାହିଁରହିଛି  । ଏହି ଅବସରରେ ଚନ୍ଦ୍ରଯାନ-୩ର ସଫଳତା ନେଇ ବାଲୁକା କଳା ମାଧ୍ୟମରେ ଇସ୍ରୋକୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ…