Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୌଚାଳୟରୁ ଉଦ୍ଧାର ହେଲା ବୃଦ୍ଧାଙ୍କ ମୃତଦେହ

ଯାଜପୁର: ସୋମବାର ଜଜପୁର ଜିଲ୍ଲାରେ ରହସ୍ୟମୟ ପରିସ୍ଥିତିରେ ବିଦ୍ୟାଳୟର ଶୌଚାଳୟରୁ ଉଦ୍ଧାର ହେଲା ଜଣେ ବୃଦ୍ଧାଙ୍କ ମୃତଦେହ। ଖବର ଅନୁଯାୟୀ, ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର ବିନୋଦିନି ସାହୁ ନାମକ ଜଣେ ମହିଳା ସକାଳେ ପୂଜା ପାଇଁ ଫୁଲ ତୋଳିବାକୁ ଘରୁ ବାହାରି ଯାଇଥିଲେ।…

କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି । ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ସେ ଗୋଟିଏ ବି ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିନାହାନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଗଣମାଧ୍ୟମରେ ମତ ରଖି…

କାହାକୁ ନେତା ବାଛିବ ନୂଆପଡା?

ନୂଆପଡା: ନୂଆପଡା ଦେଖିବ ବଡ ଲଢେଇ । ବସନ୍ତଙ୍କ ବିଦାୟ, ଶରତଙ୍କ ଏଣ୍ଟ୍ରି । ଭେଟେରାନ୍ ବନାମ ଯୁବ ଚେହେରା । ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସକୁ ଦେବେ କି ବିଜୟ ଉପହାର? ବସନ୍ତ ପଣ୍ଡାଙ୍କ ଗଡ ଦଖଲ କରିବେ କି ପୁଅ ଅଭିନନ୍ଦନ? ବିଜେଡିର ଭେଟେରାନ ରାଜେନ୍ଦ୍ର ଢୋଲକିଆ ପୁଣି କରିବେ କି…

ନୂତନ ରୂପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବ୍‌ସାଇଟ୍‌ ନୂତନ ରୂପରେ ଲୋକାର୍ପିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମଳନୀ କକ୍ଷରେ ନୂତନ ରୂପ ପାଇଥିବା ଏହି ୱେବ୍‌ସାଇଟ୍‌କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମାଉସ୍‌ ସ୍ୱିଚ୍‌ ଟିପି କମ୍ପୁଟରରେ ଲୋକାର୍ପଣ…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ କରିଥିଲା ହତ୍ୟା, ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ

ରାଉରକେଲା: ଡାହାଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ । ଦୋଷୀ ରାଜୁ ପାନ୍ନାକୁ ଆଜୀବନ ଦଣ୍ଡାଦେଶ ଦେଲେ ରାଉରକେଲା ଦ୍ଵିତୀୟ ଅତିରିକ୍ତ ଜିଲ୍ଳା ଏବଂ ଦୈରାଜଜ ଅଦାଲତ । ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାଶ୍ୱିକ ସ୍ଥିତିକୁ ନେଇ କୋର୍ଟ ଏହି ଶୁଣାଣି…

ଦିନ ୧୧ ରୁ ୩ଟା ମଧ୍ୟରେ ବାହାରେ କାମ କରିବେନି ଶ୍ରମିକ, ଚିଠି ଲେଖି ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ପ୍ରଚଣ୍ଡ ଖରା ତାତିରେ ସିଜୁଛନ୍ତି ରାଜ୍ୟବାସୀ । ସକାଳ ୮ଟାରୁ ଖରାର ପ୍ରକୋପ ଏତେ ଅଧିକ ରହୁଛି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହାକୁ ନଜରରେ ରଖି ଶ୍ରମିକଙ୍କୁ ଖରାରେ କାମ କରାଇବାକୁ କଡାକଡି ଭାବେ ବାରଣ କରାଯାଇଛି । ଖରାରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ ।…

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” ପ୍ରସଙ୍ଗରେ ସର୍ବାଧିକ ଲାଭାନ୍ୱିତ ହେବ ଓଡିଶା: ରାଜ୍ୟ ସଭାପତି

ଭୁବନେଶ୍ୱର: ୨୦୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପାଳନ…

୬ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ବିଧାୟକ ସୁର ରାଉତରାୟଙ୍କୁ ଦଳରୁ ୬ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ। ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିଲେ ସୁର । କଂଗ୍ରେସରେ ରହି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ନେଇ ଅଭିଯୋଗ ପରେ ସୁରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ଏନେଇ…

ବୁଥ୍ ବିଜୟ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପିର ଶକ୍ତି ପ୍ରଦର୍ଶନ

ନୂଆପଡ଼ା: ନିର୍ବାଚନ ତାତି ଯେତିକି ବଢ଼ି ବଢ଼ି ଚାଲିଛି କର୍ମୀ ଓ ସମର୍ଥକ ମାନଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିଛି । ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ୩୦୨ ବୁଥ୍ ର ହଜାର ହଜାର ଲୋକଙ୍କ ସମାଗମ ବିଜେପିର ଲୋକ ପ୍ରିୟତାକୁ ସୁଚାଉଥିବା ମନେ ହେଉଥିଲା । ଆଜି ଖଡ଼ିଆଳ ଠାରେ…

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

ଭୁବନେଶ୍ୱର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ରାଜ୍ୟରାଜନୀତି ସରଗରମ ହେବାରେ ଲାଗିଛି । ଆଉ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ସେହିପରି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ । ଚିତ୍ତରଞ୍ଜନ ନିଜ ଇସ୍ତଫା ପତ୍ର ଦଳର…