Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଇୱାକୁ ଧକ୍କା ଦେଲା ଡଲଫିନ୍ ବସ୍; ଡ୍ରାଇଭର ମୃତ,୨୦ ଆହତ

ଅନୁଗୁଳ: ଦୁର୍ଘଟଣାଗ୍ରସ୍ତ ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ଡଲଫିନ ନାମକ ଏକ…

ଯାଜପୁର ଦୁର୍ଘଟଣା, ଆଇସିୟୁରେ ଅଛନ୍ତି ୫ଜଣ

ଯାଜପୁର: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ଓଲଟିବା ଘଟଣାରେ ଏଯାବତ୍ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଇସିୟୁରେ ୫ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏସ୍‌ସିବି କୁଳସଚିବ ଡ.ଅବିନାଶ ରାଉତ । ଡ.ଅବିନାଶଙ୍କ କହିବା ଅନୁସାରେ, ଗତକାଲି ଯେଉଁ ୪୬…

ଆଜି ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ଵର: ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯିବେ । ଅଣଲେଉଟା ରୁକୁଣା ରଥରେ ନିଜେ ସୃଷ୍ଟିକର୍ତ୍ତା ବ୍ରହ୍ମା ସାରଥୀ । ନୀତି ଅନୁସାରେ ଦିନ…

ଦଳ ବହିଷ୍କାର କଲେ ବି ମଲା ଯାଏ କଂଗ୍ରେସରେ ରହିଛି, ରହିବି: ସୁର ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭାର ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରି ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା ଅଭିଯୋଗରେ କଂଗ୍ରେସର ଶୀର୍ଷ ନେତୃତ୍ବ ଜଟଣୀ ବିଧାୟକ ତଥା ବିଜେଡି ପ୍ରାର୍ଥୀଙ୍କ ବାପା ସୁରେଶ ଚନ୍ଦ୍ର ରାଉତରାୟଙ୍କୁ ଛଅ ବର୍ଷ ପାଇଁ ବହିଷ୍କାର କରିଛନ୍ତି।…

ଯାଜପୁର ବାରବାଟୀ ଛକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଦୁଃଖ ପ୍ରକାଶ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ଓଭର ବ୍ରିଜରୁ ତଳକୁ ଖସିବା ଘଟଣାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ…

ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୪୦ ଆହତ

ଯାଜପୁର: ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍। ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ଖସିଲା ବସ୍। ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଓ ୪…

ବାଙ୍କୀରେ ବୋମା ବିସ୍ଫୋରଣ, ୧୫ରୁ ଅଧିକ ଆହତ

କଟକ: ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ବୋମା ବିସ୍ଫୋରଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଛି। ଏହି ଘଟଣାରେ ୧୫ରୁ ଅଧିକ ଆହତ ବେଳେ, ୨ଜଣ ଗୁରୁତର ଅଛନ୍ତି। ଦୁଇ ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ କରାଯାଇଥିବା ସୂଚନା ରହିଛି । ଆହତ ୧୫ ଜଣଙ୍କୁ ବାଙ୍କୀ…

ମେ’ ୧୫ରୁ ଝାରସୁଗୁଡ଼ା-ନୂଆଦିଲ୍ଲୀ ଦୈନିକ ବିମାନ ସେବା ଯୋଗାଇବ ଇଣ୍ଡିଗୋ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀକୁ ଦୈନିକ ସିଧାସଳଖ ବିମାନ ଚଳାଚଳ ସେବା ଯୋଗାଇବ ଇଣ୍ଡିଗୋ।ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଇଣ୍ଡିଗୋ କହିଛି ଯେ ଓଡ଼ିଶାର ଶିଳ୍ପ କେନ୍ଦ୍ର ଝାରସୁଗୁଡ଼ାରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ନିୟମିତ ଯାତ୍ରୀଙ୍କ ସୁବିଧା ପାଇଁ…

କଂଗ୍ରେସରୁ ଇସ୍ତଫା ଦେଲେ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ

ଯାଜପୁର: ଭାରତୀୟ ଜାତୀୟ କଂଗ୍ରେସର ଜଣେ ଟାଣୁଆ ସଂଗଠକ ତଥା ଯାଜପୁର ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ ଏ ନେଇ ବଳଭଦ୍ର ଦାସ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।…

ଓଡ଼ିଆ ନବବର୍ଷରେ ‘ସୃଜନର ସିଂହନାଦ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର : ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଭୁବନେଶ୍ୱର ଉପକଣ୍ଠସ୍ଥ ଅନ୍ଧାରୁଆଠାରେ ଏକ ମନୋଜ୍ଞ ପ୍ରାକୃତିକ ପରିବେଶରେ ପାକ୍ଷିକ ସମ୍ବାଦପତ୍ର ଭିନ୍ନଦୃଷ୍ଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ "ବିଷୁବାୟନ" (ମୁକ୍ତାକାଶ ବିଷୁବ ମିଳନ) କାର୍ଯ୍ୟକ୍ରମ ଅନୁଷ୍ଠିତ…