Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝାରସୁଗୁଡାରେ ବିଜେପିକୁ ଝଟକା, ବିଜେଡିରେ ସାମିଲ ହେଲେ ରାଧାରାଣୀ ପଣ୍ଡା

ଝାରସୁଗୁଡା: ବରଗଡ ଲୋକସଭା ଆସନ ତଥା ଏହା ଅଧୀନରେ ଆସୁଥିବା ଝାରସୁଗୁଡାର ବ୍ରଜରାଜନଗରରେ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା। ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ବିଜେପି ଛାଡ଼ି ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବ୍ରଜରାଜନଗରର ପୂର୍ବତନ ବିଧାୟକ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି…

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, କାରରେ ବସିଥିବା ୫ ଜଣ ଆଖି ବୁଜିଲେ

କେନ୍ଦୁଝର: ସିରିଜ୍ ଦୁର୍ଘଟଣାରେ ଆଖିବୁଜିଲେ ୫ ଜଣ। ସଂଧ୍ୟା ବେଳେ କେନ୍ଦୁଝରରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍ ୫ ଜଣଙ୍କୁ ନେଇ ବଡ଼ବିଲ ଅଭିମୁଖେ ଯାଉଥିଲା। ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ବାଇପାସ୍ ଠାରେ କାରଟି ଏକ…

ହିଞ୍ଜିଳି, କଣ୍ଟାବାଞ୍ଜିରେ ଶାହ ଏବଂ ନଡ଼୍ଡାଙ୍କ ପ୍ରଚାର କାର୍ଯ୍ୟକ୍ରମ ବାତିଲ ପଛର ଉଦ୍ଦେଶ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ବୟାନବାଜି ଚାଲିଛି। ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ପ୍ରଚାର କରି ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏବେ କିନ୍ତୁ ନବୀନ ପ୍ରାର୍ଥୀପତ୍ର ଦାଖଲ କରିଥିବା ହିଞ୍ଜିଳି ଏବଂ କଣ୍ଟାବଞ୍ଜିରେ ବିଜେପିର ଶୀର୍ଷ ନେତାଙ୍କ ପ୍ରଚାର…

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ଵର: ଆପଣଙ୍କ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଲିଙ୍ଗରାଜଙ୍କ କାମକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କଲେ, ଏହା ଠିକ୍‌ କଥା କି? ସାଂସଦ ଭାବେ ତାଙ୍କ କାମ ହେଉଛି କେନ୍ଦ୍ର ସରକାରଙ୍କଠାରୁ ବଡ ବଡ ଯୋଜନା ଆଣିବେ । ଫ୍ଲାଇ ଓଭର, ଆଇଟି ପାର୍କ, ଏମଏସଏମଇ, ଦକ୍ଷତା ବିକାଶ ଆଦି ଯୋଜନାରେ ହଜାର…

ପ୍ରଚାର ବେଳେ ସନା ମହାକୁଡଙ୍କ ବେକରେ ପଡ଼ିଲା ଜୋତା ମାଳ!

କେନ୍ଦୁଝର: ପ୍ରଚାର ବେଳେ ସନା ମହାକୁଡଙ୍କ ବେକରେ ପଡ଼ିଲା ଜୋତାମାଳ! କେନ୍ଦୁଝରର ଏହି ପ୍ରଭାବଶାଳୀ ବ୍ୟକ୍ତି ଚଳିତଥର ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ପ୍ରଚାର ବେଳେ ତାଙ୍କ ବେକରେ କିଏ ଜଣେ ଆସି ଜୋତା ମାଳ ପକାଇ ଦେଇଛି। ଯାହାକୁ ନେଇ କେନ୍ଦୁଝର ରାଜନୀତି ସରଗରମ। ସନା…

ମୋଦୀ ଗରିବଙ୍କୁ ଚାଉଳ ଦେଲେ, ନବୀନ ତାଙ୍କ ଫଟୋ ଥିବା ବ୍ଯାଗ ଦେଲେ: ଶାହ

ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ହାତଛଡ଼ା କରୁନଥିବା ବିଜେପି ଜୋରସୋରରେ ଆଜି ଷ୍ଟାର କ୍ୟାମ୍ପେନର ତଥା ଦଳର ଦ୍ବିତୀୟ ନେତା ଅମିତ ଶାହଙ୍କୁ ଆଣି…

ସବୁଠି ଅସନ୍ତୋଷ! ବିଜେଡି ପ୍ରାର୍ଥୀ ରୀତା, ଲତିକାଙ୍କ ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଘେରିଲେ ଲୋକେ

ଭୁବନେଶ୍ୱର: ବଢୁଛି କି ଶାସକ ଦଳ ବିରୋଧରେ ଜନତାଙ୍କ ଆକ୍ରୋଶ? ଦିନ କେଇଟା ଭିତରେ ବିଜେଡିର ପ୍ରମୁଖ ନେତାଙ୍କୁ ପ୍ରଚାର ବେଳେ ଲୋକେ ଘେରି ପ୍ରଶ୍ନ କରିବା ଏବେ ଚିନ୍ତାର ବିଷୟ ପାଲଟିଛି। ଯଦିଓ ଶାସକ ଦଳର ତୁଙ୍ଗ ନେତା ରେକର୍ଡ ମାର୍ଜିନରେ ବିଜୟୀ ହେବେ ବୋଲି ଦମ୍ବୋକ୍ତି ପ୍ରକାଶ…

ଇଭିଏମରେ ସିଲ୍ ହୋଇଛି ୩ ପ୍ରାର୍ଥୀଙ୍କ ଭାଗ୍ୟ, ଜୁନ୍ ୪ରେ ଖୋଲିବ ପେଡି

ରାୟଗଡା: ରାୟଗଡା ଜିଲ୍ଲାର ରାୟଗଡା, ଗୁଣୁପୁର ଏବଂ ବିଷମକଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦୀଙ୍କ ଭାଗ୍ୟ ଇଭିଏମ୍ ବକ୍ସରେ ସିଲ୍ ହୋଇରହିଛି । ଆସନ୍ତା ୪ ତାରିଖ ରେ ଖୋଲିବ ପେଡି, ଆଉ କିଏ ହେବ ଭାଗ୍ୟଶାଳୀ ବିଧାୟକ ତାହା ନିର୍ଣ୍ଣୟ କରିବେ ଭୋଟର । ତେବେ ଏହି ତିନୋଟି ବିଧାନସଭାରେ…

ଭୁବନେଶ୍ଵରରେ ନଡ୍ଡା, ଆସନ୍ତାକାଲି କରିବେ ରୋଡ ସୋ’

ଭୁବନେଶ୍ଵର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛନ୍ତି ପ୍ରମୁଖ ଦଳର ହେଭିୱେଟ । ଆଜି ଓଡିଶା ଗସ୍ତରେ ଆସି ପ୍ରଥମେ ଗଞ୍ଜାମରେ ଆୟୋଜିତ ଜନସଭାରେ ଯୋଗ ଦେବା ସହ କଟକରେ ବିଶାଳ ରୋଡ ସୋ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହାରି ଭିତରେ ଭୁବନେଶ୍ଵରରେ…

ବଦଳିଗଲେ କି ରାହୁଲ ଗାନ୍ଧୀ? ମୋଦୀଙ୍କୁ ସିଧା ଆଟାକ, ନବୀନଙ୍କ ନାଁ ନେଲେନି

ବଲାଙ୍ଗୀର: ସାଲେପୁର ସଭାରେ ବିଜେଡି ଓ ବିଜେପି ପ୍ରତିକାତ୍ମକ ବାହାଘର କଥା କହି ବେଶ ଚର୍ଚ୍ଚାକୁ ଆସିଥିଲେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ। ହେଲେ ଉପକୂଳରୁ ଯାଇ ପଶ୍ଚିମ ଓଡ଼ିଶାର ସଭାରେ ହଠାତ ବିଜେଡି ବିରୋଧରେ ନରିବତା ଅବଲମ୍ବନ କରିବାକୁ ନେଇ ଏବେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି।…