Latest Odisha News

BREAKING NEWS

Browsing Category

ଓଡିଶା

Odisha

କନ୍ଧମାଳ ଲୋକସଭାରେ ଅଚ୍ୟୁତ ଅପ୍ରତିଦ୍ବନ୍ଦୀ ରହିବେ ନା ସୁକାନ୍ତ ଦେବେ ବଡ଼ ଚକମା?

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳର ପାରମ୍ପରିକ ଗଡ଼ କୁହାଯାଉଥିବା କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବର୍ତ୍ତମାନର ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢୁଥିବା ବେଳେ ସେ ସଫଳ ହେବେ କି ନାହିଁ…

୨୪ ନିର୍ବାଚନ ପାର ପାଇଁ କେଉଁ ଆଧାରରେ ଟିକେଟ୍ ଦେଇଛି କଂଗ୍ରେସ?

ଭୁବନେଶ୍ୱର: କାହାକୁ ସାରଥି କରିଛି ହାତ ? ବିଧାୟକଙ୍କୁ ପୁଣି ଟିକେଟ୍ । କିଲ୍ଲା ସମ୍ଭାଳିବେ ହେଭିୱେଟ୍ ନେତା ! ତାଲିକାରେ ସିନେଷ୍ଟାରରୁ ହକି ତାରକା। ନେତାଙ୍କ ପୁଅ ଝିଅଙ୍କୁ ହାତର ଭରସା । ବିଜେପି ଓ ବିଜେଡି ପରେ ଆସିଛି କଂଗ୍ରେସର ପ୍ରାର୍ଥୀ ତାଲିକା । ମଙ୍ଗଳବାର କଂଗ୍ରେସ ୮ଲୋକସଭା ଓ ୪୯…

ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡକୁ ନେଇ ମତାମତ ଲୋଡ଼ିଲେ ପାଣ୍ଡିଆନ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ଯୋଜନାରେ ଛାତ୍ରଛାତ୍ରୀଙ୍କ ମତାମତ ଲୋଡ଼ିଛନ୍ତି ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ପାଇଁ ସେମାନଙ୍କର…

ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ୨ଜଣ ଅଭିଯୁକ୍ତକଙ୍କୁ କାବୁ କରିବାରେ ସକ୍ଷମ ହେଲା ଭରତପୁର ଥାନା ପୋଲିସ। ସୂଚନା ଅନୁସାରେ ଆଜି ପ୍ରାତଃ ସମୟରେ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ…

ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାକୁ ଦରକାର “ଡବଲ ଇଞ୍ଜିନ ସରକାର”: ବିଜେପି

ଭୁବନେଶ୍ୱର: ଦେଶର ଉନ୍ନତିରେ ଶିଳ୍ପ କ୍ଷେତ୍ରର ବଡ ଭୂମିକା ରହିଛି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ଦେଶରେ ନିଯୁକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାବହନ କରେ । ଆଜି ଦେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରୁ ନେଇ ନୂତନ ଯୁଗର ଶିଳ୍ପ ଯଥା- ସୂଚନାପ୍ରଯୁକ୍ତି,…

ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ଭକ୍ତି ସଂଗୀତ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

ପୁରୀ: ପଞ୍ଚଭୂତରେ ଲୀନ ହେଲେ ଓଡିଶାର ବରିଷ୍ଠ ଭକ୍ତି ସଂଗୀତ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ବଡ଼ ପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ପ୍ରଦାନ କରିଛନ୍ତି କଣ୍ଠ ଶିଳ୍ପୀ ଶାନ୍ତିଲତାଙ୍କୁ। ଦୀର୍ଘ ଦିନ ହେବ…

ଶିକ୍ଷା, କର୍ମନିଯୁକ୍ତି ଓ ସୂଚନା ପ୍ରଯୁକ୍ତି ବିଜ୍ଞାନର ହବ୍ ହେବ ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା

ପୁରୀ: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପୂର୍ବାହ୍ନରେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି । ତାଙ୍କୁ ଦ୍ଵିତୀୟ ଥର ପାଇଁ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରାଯାଇଥିବାରୁ ସେ…

ରାଜ୍ୟର ୨ ଜିଲ୍ଲାପାଳ ଓ ୫ ଏସ୍‌ପିଙ୍କୁ ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ ଆଜି ରାଜ୍ୟର ୮ ଜଣ ଭାରତୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ। କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶନାମା…

ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: ଚର୍ଚ୍ଚାର ଘଟିଲା ଅନ୍ତ । ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୪୯ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ନୂଆପଡ଼ାରୁ ଲଢ଼ିବେ ପିସିସି ସଭାପତି ଶରତ ପଟ୍ଟନାୟକ । ସେହିପରି, ପୂର୍ବତନ…

ଆଗାମୀ ୪ ଦିନ ପର୍ଯ୍ୟନ୍ତ ସିଝିବ ଓଡ଼ିଶା, ୪୨ ଡିଗ୍ରୀ ଉପରକୁ ଯାଇପାରେ ତାପମାତ୍ରା

ଭୁବନେଶ୍ୱର: ପହିଲା ଏପ୍ରିଲରୁ ରାଜ୍ୟରେ ପ୍ରବଳ ଉତ୍ତାପ ଅନୁଭୁତି ହେଉଛି । ଅନେକ ରାଜ୍ୟରେ ତାପମାତ୍ରା ୩୫ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ଅନୁସାରେ ଆଗାମୀ ୪ ଦିନ ଯାଏଁ ସିଝିବ ଓଡ଼ିଶା। ଏଥିଲାଗି ୟେଲୋ ୱାର୍ଣ୍ଣିଂ…