Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ ସରକାରଙ୍କ ବିରୋଧରେ ଲୋକାର୍ପିତ ହେଲା ବିଜେପିର ଚାର୍ଜସିଟ୍

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ । ଚାର୍ଜସିଟ୍‌ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।  କେତେଦିନ ସହିବା, ପରିବର୍ତ୍ତନ ଆଣିବା' ନାଁରେ ତିଆରି ହୋଇଛି ଚାର୍ଜସିଟ୍ । ଓଡିଶା ଅସ୍ମିତା ପାଇଁ ଲଢେଇ ଡାକରା ଦେଇଥିବା ବିଜେପି ୨୫ ବର୍ଷ…

ମେ’ ୬ ରୁ ଓଜେଇଇ, ଜାଣନ୍ତୁ କେବେଠୁ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ର ଛାତ୍ରଛାତ୍ରୀ ଆସନ୍ତା ୨୭ ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏ ନେଇ  ଓଜେଇଇ ପକ୍ଷରୁ ବିଜ୍ଞପ୍ତି ସୂଚୀ ପ୍ରକାଶ ପାଇଛି । ଓଜେଇଇ ପରୀକ୍ଷା ଆସନ୍ତା ମେ' ୬ ତାରିଖରୁ ଆରମ୍ଭ ହୋଇ ୧୦ ମେ ରେ ଶେଷ ହେବ । ଏହି…

ହିଞ୍ଜିଳିରୁ ଆରମ୍ଭ ହେଲା ନବୀନଙ୍କ ପ୍ରଚାର, ବିରୋଧିଙ୍କୁ କଲେ ଟାର୍ଗେଟ

ହିଞ୍ଜିଳି: ଆଗକୁ ନିର୍ବାଚନ ଥିବା ବେଳେ ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ । ନିର୍ବାଚନ ପ୍ରଚାର ପାଇଁ ନିଜ ନିର୍ବାଚନ କ୍ଷେତ୍ର ହିଞ୍ଜିଳିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ…

ସ୍କୁଲରେ ମଦ ପିଇ ମାତାଲ ଅବସ୍ଥାରେ ପଡି ରହିଲେ ଶିକ୍ଷକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବଲାଙ୍ଗୀର: ସ୍କୁଲରେ ମଦ ପିଇ ମାତାଲ ଅବସ୍ଥାରେ ପଡିରହିଲେ ଶିକ୍ଷକ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗେରାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବିଦ୍ୟାଳୟରେ ଶିକ୍ଷକ ମଦ ପିଇ ମାତାଲ ହୋଇଥିବା ଭିଡିଓ ଏବେ…

ଭୋଜି ଖାଇ ୫୦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗୀର: ଭୋଜି ଖାଇ ୫୦ ଅସୁସ୍ଥ । ସମସ୍ତେ ହସ୍ପିଟାଲରେ ଭର୍ତ୍ତି । ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁରେ ୫୦ ରୁ ଅଧିକ ଲୋକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଥବା ବେଳେ ସେମାମନଙ୍କୁ ବଲାଙ୍ଗିର…

ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା, ୨ ଗିରଫ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମା ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା । ନିର୍ବାଚନ ନେଇ ଗତକାଲି ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଧରାପଡ଼ିଛି ଏତେ ପରିମାଣର ଟଙ୍କା । ଛତିଶଗଡ଼ ତରଫରୁ ଆସୁଥିବା ଏକ କାରକୁ ଯାଞ୍ଚ କରିଥିଲା ପୋଲିସ। ଯାଞ୍ଚ ବେଳେ ଏତେ…

ବିଜେପି ପାଇଁ ରିଲିଜ ହେଲା ନୂଆଁ ସମ୍ବଲପୁରୀ ଗୀତ “ଆମର୍ ଚିହ୍ନା ପଦ୍ମ ଫୁଲ, ଲେ ଲେ ବଉଲ..”

ପୁରୀ: ଚଳିତ ସାଧାରଣ ନିର୍ବାଚନରେ ସବୁ ଦଳ ବର୍ତ୍ତମାନ୍ ରଣାଙ୍ଗନରେ ଓହ୍ଲେଇ ସାରିଲେଣି । ଧୀରେ ଧୀରେ ପ୍ରଚାର୍ ବି ଜମିବାରେ ଲାଗିଲାଣି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପୁରା ଦେଶର ନିର୍ବାଚନ ତାତି ଦେଖିବାକୁ ମିଳିଛି । ସବୁ ଦଳ ନିଜ ନିଜର ପ୍ରଚାରରେ ଲାଗିଥିବା ବେଳେ ସେମାନଙ୍କର…

ଆହୁରି ବଢିବ ତାତି: ମେ ୧ ବେଳକୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ମେ ୧ ତାରିଖ ବେଳକୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା। ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବାର ସମ୍ଭାବନା ରହିଛି। ଆଗାମୀ ଶୁକ୍ରବାର ଓ ଶନିବାର ସ୍ଥିତି…

ଆଗୁଆ ସ୍କୁଲ ଛୁଟି ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଖର୍ଚ୍ଚ

ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏପରି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ସ୍କୁଲ ପିଲାଙ୍କୁ ଦିଆଯିବ…

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ: ହିଞ୍ଜିଳି, ଶେରଗଡ଼ରେ କରିବେ ଭୋଟଭିକ୍ଷା

ଭୁବନେଶ୍ୱର: ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ସୋମାବର ନବୀନ ନିବାସରୁ ଆରମ୍ଭ ହୋଇଥିଲା ଯୋଡ଼ି ଶଙ୍ଖର ପ୍ରଚାର। ଆଉ ଆଜି ପ୍ରତ୍ୟକ୍ଷ ଭାବେ ପ୍ରଚାର ମଇଦାନକୁ…