Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ, ପ୍ରାର୍ଥୀ ତାଲିକା ଉପରେ ଲାଗିପାରେ ମୋହର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଏହି ପରିପ୍ରେକ୍ଷିରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ…

୨୪ଘଣ୍ଟିଆ କେନ୍ଦୁଝର ବନ୍ଦ, ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ

କେନ୍ଦୁଝର: ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ । ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ କରି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖି ପ୍ରତିବାଦ କରୁଛି ସଂଘ । କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ…

ତ୍ରୁଟି ନା ଠକେଇ? ୟୁକୋ ବ୍ୟାଙ୍କରେ ଜାଲିଆତି ପାଇଁ ୧୬ ଲକ୍ଷ ୨୫ ହଜାର ଟଙ୍କା ବ୍ୟବସାୟୀ ହରାଇଥିବା ଅଭିଯୋଗ

ଯାଜପୁର: ରସୁଲପୁର ବ୍ଲକ ଗୋପାଳପୁର ଗ୍ରାମର ବ୍ୟବସାୟୀ ରବୀନ୍ଦ୍ର ଗୋଇଁ କଟକସ୍ଥିତ ୟୁକୋ ବ୍ୟାଙ୍କ ବାରବାଟୀ ଶାଖାରୁ ୧୬ ଲକ୍ଷ ୨୫ ହଜାର ଟଙ୍କା ଠକେଇ ହୋଇଥିବା ନେଇ ଖାଉଟି ଅଦାଲତରେ ଅଭିଯୋଗ କରିଛନ୍ତି। ଜାରକା ବଜାରରେ ଏକ କପଡ଼ା ଦୋକାନ ଚଳାଉଥିବା ଏବଂ ସହରରେ ଏକ ଭଡ଼ା ଘରେ ରହୁଥିବା…

ମା’ ମନ… ଶିଶୁ କନ୍ୟା ବଞ୍ଚିଯିବ ଭାବି ଶବଗୃହରୁ ମର ଶରୀର ନେଇ ଦୌଡ଼ିଲେ

ରାଉରକେଲା: ମା' ମନ.. । ମା' କେବେ ତା ସନ୍ତାନର ମୃତ୍ୟୁକୁ ଦେଖିପାରିନେ । ଆଶା ରଖିଥାଏ ପୁଅ, ଝିଅ ଉପସ୍ଥିତିରେ ସ୍ବର୍ଗକୁ ଯିବ। କିନ୍ତୁ ଯେତେବେଳେ କିଛି ଓଲଟା ଘଟେ ସେତେବେଳେ କ'ଣ ବା ହୋଇାପାରେ। ମା' ହରାଇବସିଥାଏ ନିଜର ଚେତନା। ଯେମିତି ରାଉରକେଲରା ଏକ ଘଟଣା ଘଟିଛି। ଏକ ଅଭାବନୀୟ…

ସୁରଙ୍କ ନିର୍ବାଚନୀ ଗଣିତ: କେଉଁ ପରିସ୍ଥିତିରେ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ?

ଭୁବନେଶ୍ୱର: ନିଜ ବୟାନବାଜି ପାଇଁ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଜଟଣି ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, କେଉଁ ପରିସ୍ଥିତିରେ ରାଜ୍ୟରେ କଂଗ୍ରେସ ସରକାର ଗଢିବ ଏବଂ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଫେରିବ। ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି)…

ଘରୋଇ ହଷ୍ଟେଲର ଶୌଚାଳୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି: ଏକ ଘରୋଇ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ ଷଷ୍ଠ ଶ୍ରେଣୀର ନବାଳିକା। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗ୍ରାମରେ। ରିପୋର୍ଟ ଅନୁଯାୟୀ, ଜିଲ୍ଲାର କାଲିମେଳା ଅନ୍ତର୍ଗତ ଏମପିଭି-୧୩୦ ଗାଁର ଜଣେ ୧୧ ବର୍ଷର ନାବାଳିକା…

ପ୍ରେମିକାର ଅଭିଯୋଗ କ୍ରମେ ବିବାହ ପାଇଁ ଯିବା ବେଳେ ବରକୁ ଉଠାଇନେଲା ପୋଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ବିବାହ ଶୋଭାଯାତ୍ରା ବେଳେ ଜଣେ ବରକୁ ତାଙ୍କ ପୂର୍ବତନ ପ୍ରେମିକାଙ୍କ ଠକେଇ ଅଭିଯୋଗରେ ପୁଲିସ ଉଠାଇ ନେଇଛି। ବାମରା ଥାନା ଅନ୍ତର୍ଗତ ଖୋକପଡ଼ା ଗ୍ରାମର ବିଷ୍ଣୁ ପିଙ୍ଗା ପୂର୍ବରୁ ସଞ୍ଜୁ କିର୍କିତାଙ୍କ ସହ ଲିଭ୍ ଇନ୍…

ଓଡ଼ିଶା ରାଜନୀତିରୁ ଚମକ ହରାଉଛନ୍ତି ଓଲିଉଡ ତାରକା?

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କୁ ନେଇ ରାଜନୈତିକ ମଞ୍ଚ ସରଗରମ ହେବାକୁ ଯାଉଛି। କିଛି ତାରକା ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିବା ବେଳେ ଅନ୍ୟମାନେ ବିଭିନ୍ନ ରାଜନୈତିକ ଦଳ ପାଇଁ…

ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି “ବିଶ୍ୱ ନେତୃତ୍ୱ ରାଷ୍ଟ୍ର”ଭାବେ ଅଗ୍ରସର ହେବାରେ ଲାଗିଛି ଭାରତବର୍ଷ । ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀଙ୍କ…

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ; ସ୍କୁଲ କର୍ତ୍ତୃପକ୍ଷଙ୍କ ନାମରେ ଅଭିଯୋଗ ଆଣିଲା…

ରାୟଗଡା: ଶନିବାର ବିଳମ୍ବିତ ରାତିରେ ରାୟାଗଡାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ମୃତ୍ୟୁ ଘଟିଥିବା ନେଇ ଛାତ୍ରଙ୍କ ପରିବାର ଲୋକେ…