Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୩ ଜିଲ୍ଲାରେ ବଦଳିଲେ କଂଗ୍ରେସ ସଭାପତି

ଭୁବନେଶ୍ୱର:ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରୁଛି କଂଗ୍ରେସ। ୧୧ଟି ଜିଲ୍ଲାରେ ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ପରିବର୍ତ୍ତନ…

ରାଜ୍ୟରେ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଙ୍ଗ୍: ସ୍ବାସ୍ଥ୍ୟ ସେବାରେ ଉତ୍କର୍ଷ ପାଇଁ ମିଳିବ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଙ୍ଗ୍ । ଆସନ୍ତାକାଲି ଏହି ରାଙ୍କିଙ୍ଗ୍ ପ୍ରକାଶ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ମେଡିକାଲ କଲେଜ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ଉପ ଜିଲ୍ଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ…

ଏସସିବିରେ ରୋଗୀଙ୍କ ହୃତପିଣ୍ଡରୁ ବାହାରିଲା ସାଢେ ଚାରି ଇଞ୍ଚର ଛୁଞ୍ଚି

କଟକ: କଟକ ଏସସିବି ରେ ବିରଳ ଅସ୍ତ୍ରୋପଚାର । ଜଣେ ବ୍ୟକ୍ତିଙ୍କ ହୃତ୍ପିଣ୍ଡରୁ ବାହାର କରାଗଲା ସାଢେ ଚାରି ଇଞ୍ଚର ଛୁଞ୍ଚି । କାର୍ଡିଓଥୋରାସିସ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ରୋଗୀଙ୍କ ଅବସ୍ଥା ଏବେ ସ୍ଥିର ଥିବା…

ସ୍ୱର୍ଗଦ୍ୱାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା । ସାତକଡି ହୋତା ଅମର ରହେ ଧ୍ୱନି ଓ ତୋପ ସଲାମୀ ଦିଆଯିବା ପରେ ବଡ଼ପୁଅ ସଂଜୀବ ହୋତା ଶବାଧାର ରେ ମୁଖାଗ୍ନି…

ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ, ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ଡାକରା

ଝାରସୁଗୁଡା: ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ । ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଜିଲ୍ଲା ମାନ୍ୟତାକୁ ୩୧ ବର୍ଷ ପୁରିଯାଇଥିଲେ ମଧ୍ୟ…

ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଧୀରକୁଟ ବସ୍ତି ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ୪ ଦୁର୍ବୃତ୍ତ । ଆଉ ଦୁଇ ଜଣଙ୍କୁ ଧରିବାକୁ ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଖବର ମୁତାବକ,…

ବିଭିନ୍ନ ଦାବି ନେଇ ଶ୍ରମିକ ମହାସଂଘ ପକ୍ଷରୁ ନୂଆପଡ଼ା ଜିଲ୍ଲା ୮ ଘଣ୍ଟିଆ ବନ୍ଦ

ନୂଆପଡ଼ା: ଆଜି ୮ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ । ବିଭିନ୍ନ ଦାବି ନେଇ ନୂଆପଡ଼ା ଶ୍ରମିକ ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ…

କେରାଣ୍ଡି ଖାଇବାକୁ ଯାଇ ବନିଶୀ କଣ୍ଟା ରେ ଫସିଲା ପାଣିକୁଆ

ପୁରୀ: କେରାଣ୍ଡି ମାଛ ଖାଇବାକୁ ଯାଇ ବନିଶୀ କଣ୍ଟାରେ ଫସିଲା ପାଣିକୁଆ । କେହି ଜଣେ ବ୍ୟକ୍ତି ମାଛ ଧରିବା ଆଶାରେ ପାଣି ଭିତରେ ପକାଇଥିବା ବନିଶୀରେ ପାଣିକୁଆର ଥଣ୍ଟ ଲାଗିଯିବାରୁ ଦୀର୍ଘ ସମୟ ଧରି ଛଟପଟ ହେଉଥିଲା ପାଣିକୁଆ । ଖବର ପାଇ ସ୍ନେକ ହେଲ୍ପ ଲାଇନର କର୍ମଚାରୀ ସେଠାରେ ପହଞ୍ଚି…

ଲୋକାର୍ପିତ ହେବ ଯାଜପୁରର ରୁପାନ୍ତରୀତ ସ୍କୁଲ, ସେପଟେ ଆଉ ୫ ଜିଲ୍ଲା ପାଇଁ ‘ଲକ୍ଷ୍ମୀ’ ବସ୍ ର ଶୁଭାରମ୍ଭ କରିବେ…

ଭୁବନେଶ୍ଵର: ରାଜ୍ୟରେ ପରିବହନ କ୍ଷେତ୍ର ହେବ ଆହୁରି ସହଜ । ଗାଁରୁ ଯୋଡିହେବ ସବୁ ସହର । ଲକ୍ଷ୍ମୀ ଯୋଜନାରେ ଆଜି ଆଉ ୫ଜିଲ୍ଲାକୁ ଗଡିବ ବସ୍‌ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଯାଜପୁର ଜିଲ୍ଲାରେ ସମୃଦ୍ଧ ଶିକ୍ଷାର ଆରମ୍ଭ ହେବ ନୂତନ ଅଧ୍ଯାୟ। ଲୋକାର୍ପିତ ହେବ…

‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଇଆଇଟି ଭୁବନେଶ୍ୱର ଗବେଷଣା ଓ ଉଦ୍ୟମିତା ପାର୍କରେ ‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନିବଉଦ୍ୟୋଗ ପ୍ରତିଷ୍ଠା କରିବା ଏହାର ଉଦ୍ଦେଶ୍ୟ। ଏହି…