Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ସରକାରଙ୍କ ନିର୍ବାଚନ ପୂର୍ବ ରଣନୀତି: ଦରମା ବୃଦ୍ଧି ଓ ମାଗଣା ଯୋଜନା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ମାଗଣା ଯୋଜନା ଓ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ବର୍ଷା ଏବଂ ଦରମା…

ଭୁବନେଶ୍ୱରରେ ଅପହରଣ ନାଟକ: ସାମ୍ନାକୁ ଆସିଲା ପ୍ରେମ ଓ ଶତ୍ରୁତା

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱରରେ ଘଟିଥିବା ଅପହରଣ ମାମଲା ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି, ଯାହା ପ୍ରେମ, ଈର୍ଷା ଓ ଷଡ଼ଯନ୍ତ୍ରର ଜଟିଳ ଜାଲକୁ ପଦାରେ ପକାଇଛି। ଅପହରଣ ପଛର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କମିସନରେଟ୍ ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରିଛି। ଦୁଇ ଦିନ ତଳେ ୟୁନିଟ୍-୮…

ଜୟପୁର ସହ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଏହି ଜୟପୁରର…

ଯାତ୍ରୀଙ୍କ ପାଇଁ ଖୁସି ଖବର, ହୋଲି ପାଇଁ ଗଡ଼ିବ ୫ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି। ପୂର୍ବତଟ ରେଳପଥ…

ସୋନପୁରକୁ ଗଡ଼ିବ ଚାରିଟି ଟ୍ରେନ୍: ସୋନପୁର ରେଳ ଷ୍ଟେସନ ଯାଏଁ ସମ୍ପ୍ରସାରିତ ହେଲା ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି

ଭୁବନେଶ୍ୱର: ବଲାଙ୍ଗୀର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ହେବା ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ଦୁଇ ଯୋଡି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ…

ଭାରସାମ୍ୟ ହରାଇ ବିଲକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ

ସୁବର୍ଣ୍ଣପୁର: ଭାରସାମ୍ୟ ହରାଇ ବିଲକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ପ୍ରାୟ ୨୫ ଯାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟରେ ଘଟିଛି ଏପରି ଅଘଟଣ । ସୂଚନା ଅନୁସାରେ ସୁବଳୟା ପଟରୁ ରାଜଶ୍ରୀ ନାମକ ଏକ ଘରୋଇ ବସ୍ ବୀରମହାରାଜପୁର ଅଭିମୁଖେ ଆସୁଥିବା ବେଳେ…

କୋରାପୁଟ ଯୁଦ୍ଧ : ସପ୍ତଗିରିଙ୍କ ପାଇଁ ଡବଲ୍ ଚ୍ୟାଲେଞ୍ଜ !

କୋରାପୁଟ: କିଏ ହେବେ କୋରାପୁଟ କିଙ୍ଗ ? ସରିଛି ସମରସଜ୍ଜା, ସେନାପତି ଘୋଷଣାକୁ ଅପେକ୍ଷା । ୧୯ରେ ରଥୀ ମହାରଥୀଙ୍କୁ ମାତ୍ ଦେଇଥିଲେ ସପ୍ତଗିରି ଉଲାକା । ଡେବ୍ୟୁ ମ୍ୟାଚରେ ହିଁ ହୋଇଥିଲେ ମ୍ୟାନ ଅଫ୍ ଦି ମ୍ୟାଚ୍ । ବିଜେଡି-ବିଡେପି ମେଂଟ ହେଲେ ସହଜ ହେବନି ସପ୍ତଗିରିଙ୍କ ଦିଲ୍ଲୀ ବାଟ ।…

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  କନିଷ୍ଠ ଶିକ୍ଷକଙ୍କୁ (Junior Teacher)ଙ୍କ ବଢ଼ିଲା ଦରମା । ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ ପାଇବେ । ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ ହେବା ନେଇ ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ଆସନ୍ତାକାଲି ନବୀନ ନିବାସରେ ଜରୁରୀ ବୈଠକ, ମେଣ୍ଟ ସଂପର୍କରେ ହୋଇପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ମେଣ୍ଟକୁ ନେଇ ବଢିଚାଲିଛି ସସପେନ୍ସ। ଗୋଟେପଟେ ମେଣ୍ଟକୁ ନେଇ ଦିଲ୍ଲୀରେ ବୈଠକ ଡକାଯାଇଥିବା ବେଳେ ଅନ୍ୟପଟେ ଆସନ୍ତାକାଲି ନବୀନ ନିବାସରେ ବୈଠକ ହେବା ନେଇ ସୂଚନା ରହିଛି। ଜରୁରୀ ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡାକରା…

ସୁବଣ୍ଣର୍ପୁର ଜିଲ୍ଲା ପାଇଲା ପୁଣି ତିନୋଟି ଏନଏସି

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ପୁଣି ତିନୋଟି ଏନଏସି ପାଇଛି । ସୁବଳୟା,ଉଲୁଣ୍ଡା ଓ ରାମପୁର  ଆଦି  ସ୍ଥାନକୁ  ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ଡୁଙ୍ଗୁରୀପାଲି,ବିରମହାରାଜପୁରକୁ ଏନଏସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଜିଲ୍ଲାରେ …