Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆବର୍ଷ ପ୍ରସ୍ତୁତି: ଜିରୋନାଇଟ ସେଲେବ୍ରେଶନ ପାଇଁ ପୁରୀ ଓ ଭୁବନେଶ୍ୱରରେ ଜାରି ହେଲା କଟକଣା

ଭୁବନେଶ୍ୱର: ୨୦୨୩ ତାର ଶେଷ ସ୍ପର୍ଶ ଦେଇ ଆଉ କିଛି ଘଣ୍ଟା ପରେ ସବୁଦିନ ପାଇଁ ବିଦାୟ ନେବ । ନୂଆ ବର୍ଷକୁ ସ୍ୱାଗତ କରିବ ଦୁନିଆ ।    ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।  ଜିରୋନାଇଟ ସେଲିବ୍ରେସନ ପାଇଁ ରାଜଧାନୀ ଚାହିଁ ବସିଛନ୍ତି ଲୋକେ । ତେବେ ଶୃଙ୍ଖଳିତ ଓ…

କେନ୍ଦ୍ରୀୟ ପାଣ୍ଠିର ଉପଯୋଗ ନେଇ ରାଜ୍ୟ ସରକାରଙ୍କ ଠାରୁ ଉତ୍ତରଦାୟିତ୍ୱ ଦାବି କଲା ଓଡ଼ିଶା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅଭିଯୋଗ କରିଛନ୍ତି ଯେ ଏନଡିଏର ଶାସନ କାଳରେ ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଇଥିବା ୧୮.୮୩ ଲକ୍ଷ କୋଟି ଟଙ୍କାର ହିସାବ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଗଣତାନ୍ତ୍ରିକ ନୁହଁନ୍ତି ଏବଂ ଏହାର ଶାସନରେ ସ୍ୱଚ୍ଛତାର…

ଭୁବନେଶ୍ଵରରେ ଜବରଦଖଲ ମୁକ୍ତ ହେଲା ୨ ଏକର ସରକାରୀ ଜମି

ଭୁବନେଶ୍ୱର: ବିଡିଏ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ଭୁବନେଶ୍ୱରର ପ୍ରାୟ ୨ ଏକର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶନିବାର ସହରର ସରସ୍ୱତୀ ବସ୍ତିରେ ପୁଲିସ ଫୋର୍ସ ଉପସ୍ଥିତିରେ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପନ ହେବ ସୌରଚାଳିତ ୧୦୦୦ଟି ଶୀତଳ ଭଣ୍ଡାର

ଭୁବନେଶ୍ଵର: ରାଜ୍ୟରେ ୧୦୦୦ଟି ସୌରଚାଳିତ ଶୀତଳ ଭଣ୍ଡାର ସ୍ଥାପନ ହେବ। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ାର ସହାୟତାରେ ଏହି ଶୀତଳ ଭଣ୍ଡାର ସ୍ଥାପନ କରାଯିବ । ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନରୁ ଆରମ୍ଭ କରି ୩୦…

ଲାଞ୍ଚ ମାଗିବା ଅଭିଯୋଗରେ ବାରିପଦା ଫିଲ୍ଡ ଆସିଷ୍ଟାଣ୍ଟ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ରେଶମ କୃଷି ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଫିଲ୍ଡ ଆସିଷ୍ଟାଣ୍ଟ ବିଭୂତି କୁମାର ମଲ୍ଲିକଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ମୟୂରଭଞ୍ଜ (ତୁସର) ଗ୍ରାମ୍ୟ ଗବେଷଣା ଉନ୍ନୟନ ପରିଷଦର ଜଣେ…

ଖଣ୍ଡଗିରି ଅପହରଣ ମାମଲା: ପଇସା ପାଇଁ କାର ମାଲିକକୁ ଅପହରଣ କରିଥିଲା ଡ୍ରାଇଭର

ଭୁବନେଶ୍ୱର: ଦୀର୍ଘ ଘଣ୍ଟାର ନିରନ୍ତର ଖୋଜାଖୋଜି ପରେ ଶୁକ୍ରବାର ରାତିରେ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଅପହରଣ ହୋଇଥିବା ଶଙ୍କର୍ଷଣ ଓରଫ ପିଣ୍ଟୁ ସାହୁଙ୍କୁ କମିସନରେଟ୍ ପୁଲିସ ସଫଳତାର ସହ ଉଦ୍ଧାର କରିଛି। ଯାଜପୁର ଜିଲ୍ଲାରୁ ମିଳିଥିବା ପିଣ୍ଟୁକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା।…

ନବରଙ୍ଗପୁରରେ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଓ ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାର୍ବତୀ…

ଓସିଏସ୍ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି ସମେତ ୧୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ ଶନିବାର ୧୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ଆଶାୟୀ ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ନିଯୁକ୍ତି ପରୀକ୍ଷା ପାଇଁ  ବୟସ ସୀମା ବୃଦ୍ଧି…

ମା’-ଝିଅଙ୍କୁ ଠକି ଦେଲେ: ୫୧ପାଦ ଯାଇ ଫେରିବା ବେଳକୁ ଟଙ୍କା ସୁନା ନେଇ ଛୁ’ ମାରିଲେ 

ଢେଙ୍କାନାଳ: ଠାକୁର ଦର୍ଶନ କରାଇବା ଓ ରିଷ୍ଟ ଖଣ୍ଡନ ନାଁରେ ଟଙ୍କା ଓ ଲକ୍ଷାଧିକ ଟହଙ୍କାର ସୁନା ଲୁଟ୍ । ମୀନାବଜାର ରାସ୍ତାରୁ ମା’-ଝିଅଙ୍କଠାରୁ ଠକି ନେଲେ ୨ଭଣ୍ଡବାବା । ପରିବାର ଲୋକଙ୍କ ଉପରେ ବିପଦ ଥିବା କହି ବିଶ୍ୱାସ ଜନ୍ମାଇଥିଲେ । ମା’-ଝିଅ ୫୧ପାଦ ଯାଇ ଫେରିବା ବେଳକୁ ଚମ୍ପଟ ମାରିଥିଲେ…

ରାୟଗଡା ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା: କୁଆଡ଼େ ଗଲା ମା’କୁ ସମ୍ମାନର ନାରା କହି ସିବିଆଇ ତଦନ୍ତ ଦାବି କଲା…

ଭୁବନେଶ୍ୱର: 'ମା'କୁ ସମ୍ମାନ'ର ନାରା ଦେଉଛନ୍ତି ରାଜ୍ୟ ସରକାର। ହେଲେ ଏବେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରରେ 'ମା' ଗୃହର ୱାର୍ଡେନ୍ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାରେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଶୋକସନ୍ତପ୍ତ ପରିବାରକୁ ହସ୍ତାନ୍ତର ନକରିବା ଶାସକ ଦଳର ନାରା ଏବଂ ରାଜ୍ୟ ସରକାରର…