Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରକାଶ ପାଇଲା OJS ରେଜଲ୍ଟ, ସୁଶ୍ରୀତା ମିଶ୍ର ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ବା OJS ପରୀକ୍ଷା ଫଳ। ଏଥିରେ ମୋଟ ୫୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ । ଟପ୍ ଟେନରେ ବାଜି ମାରିଛନ୍ତି ଝିଅ। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ଅଛନ୍ତି । ସୁଶ୍ରୀତା ମିଶ୍ର…

ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଏବଂ ଅନେକ ପକ୍ଷୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଦେଶରୁ ଏକ ଯୋଡ଼ା ଚିତା, ବିଦେଶୀ ଧଳା ସିଂହ ଓ ଅନ୍ୟାନ୍ୟ ଆକର୍ଷଣୀୟ ପ୍ରାଣୀ ଆସିବେ। ଚିଡ଼ିଆଖାନା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ସଫାରି ପାର୍କ ସହିତ ଏକ ପଶୁ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ବିବିଧ ସଂଗ୍ରହରେ ଏହି ନୂତନ…

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ସମ୍ବଲପୁର: ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ରାଇରାଖୋଲ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁଭେନ୍ଦୁ ସାହୁ ଓ ଶ୍ୟାମସୁନ୍ଦର…

‘ଅବିକା’ ୨୦୨୪ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେରେ ଦିବ୍ୟାଂଶୀ ମିଶ୍ର ‘ଫେସ୍ ଅଫ୍ ଦ ଇୟର’

ଭୁବନେଶ୍ବର: 'ଅବିକା' ତରଫରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ହୋଇଛି କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪। ଏଥିରେ "ଫେସ୍ ଅଫ୍ ଦ ଇୟର- ୨୦୨୪" ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର । ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ…

୧୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ବରିଷ୍ଠ କିରାଣି ସୁବ୍ରତ କାନୁନଗୋ 

ଯାଜପୁର: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ କିରାଣି ସୁବ୍ରତ କୁମାର କାନୁନଗୋ। ୧୦ ହଜାର ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍‌ ପାସ କରାଇଦେବା ନେଉଥିଲେ ଲାଞ୍ଚ। ଏତିକିବେଳେ ଚଢାଉ…

ଅଭୁଲା ୨୦୨୩: ଚଳିତ ବର୍ଷ ଚହଳ ସୃଷ୍ଟି କରିଥିଲା ଏହି ସବୁ ହତ୍ୟାକାଣ୍ଡ

ଭୁବନେଶ୍ଵର: ଆଉ ହାତଗଣତି ଦିନ କେଇଟା ପରେ ବିଦାୟ ନେବ ୨୦୨୩ । ପାଦ ଥାପିବ ୨୦୨୪ । ଆଶା ଓ ସମ୍ଭାବନାର ବର୍ଷ ୨୦୨୪କୁ ସ୍ୱାଗତ କରିବାକୁ ସମଗ୍ର ବିଶ୍ୱ ଏବେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ସେପଟେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବାକୁ ଯାଉଛି ବିଦାୟୀ ବର୍ଷ ୨୦୨୩ । ଘଟଣା, ଦୁର୍ଘଟଣା…

ପୁଣି ଚମକିଲେ ଶ୍ରୀକ୍ଷେତ୍ର ବୋହୂ, ରୋପ୍ୟ ଜିତିଲେ ମିସ୍ ଇଣ୍ଡିଆ ଗ୍ଲାମର ମଧୁସ୍ମିତା

ପୁରୀ: ପୁଣି ଜାତୀୟ ସ୍ତରରେ ଚମକିଲେ ଶ୍ରୀକ୍ଷେତ୍ର ବୋହୂ । ଜିଲ୍ଲା ପାଇଁ ପଦକ ଜିତିଲେ ମିସ୍‌ ଇଣ୍ଡିଆ ଗ୍ଲାମର ମଧୁସ୍ମିତା । ୱାର୍ଲଡ ଫିଟନେସ୍ ଫେଡେରେଶନ ଓ କଳିଙ୍ଗ ବଡି ବିଲିଂ ଆଣ୍ଡ ଫିଟ୍‌ନେସ୍ ଆସୋସିଏଶନ ସହଭାଗିତାରେ ରାଜସ୍ଥାନରେ ମିଷ୍ଟର ଓ ମିସ୍ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା…

ପୁରୀ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ: ପୁରୀ କୁ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ । ଦିନକୁ ଦିନ ଶ୍ରୀମନ୍ଦିରକୁ ପ୍ରବଳ ଭକ୍ତଙ୍କ ଭିଡ ଜମୁଥିବା ବେଳେ ବ୍ୟାରିକେଡ୍ ଭିଡ ଭିତରେ ଅନେକ ଭକ୍ତ ଅଚେତ ହେଇଯାଉଛନ୍ତି । ଆଗକୁ ନୂଆବର୍ଷ ଆସୁଛି ତେଣୁ ଆହୁରି ଭକ୍ତଙ୍କ ଭିଡ ବଢିବ…

ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

ପୁରୀ: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା । ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ବିଧର୍ମୀ ଗୋମାଂସ ଭକ୍ଷଣକାରୀ କାମିଆ ଜାନୀଙ୍କ ମହାପ୍ରସାଦ ସେବନ ସହ ପ୍ରଚାରପ୍ରସାର ଓ ଶ୍ରୀମନ୍ଦିର ଭିତରକୁ ପ୍ରବେଶକୁ ବିରୋଧ କରି ଥାନାରେ ଏତଲା ଦେଲେ ସେନାର…

ଓଲଟିଲା ପର୍ଯ୍ୟଟକଙ୍କ ବସ୍ , ୨ ଗୁରୁତର, ୨୫ ଜଣ ଆହତ

କନ୍ଧମାଳ: ଓଲଟିଲା ପର୍ଯ୍ୟଟକଙ୍କ ବସ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ, ୨୫ ଜଣ ଆହତ ହୋଇଥିବା ଜଣାପଡିଛି । ପଶ୍ଚିମବଙ୍ଗ ରୁ ପର୍ଯ୍ୟଟକ ଙ୍କୁ ନେଇ ପ୍ରଥମେ ଦାରିଙ୍ଗବାଡି ବୁଲିସାରିବା ପରେ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ବସ୍ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ରାହ୍ମଣୀଗାଁ ଥାନା…