Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଘନ କୁହୁଡ଼ି : ପାଣିପାଗ ବିଭାଗ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ ଶୀତ ର ପ୍ରକୋପ କମିଥିବା ବେଳେ ରାତ୍ରି ତାପମାତ୍ରା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଗତ ୫ ଦିନ ହେବ ଘନ କୁହୁଡ଼ି ପାଇଁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଆଉ…

ଗୁଣୁପୁର ପୌରପରିଷଦ ର ନିର୍ବାଚନ କୁ ଦୃଷ୍ଟିରେ ରଖି ଜରୁରୀ ବୈଠକ

ରାୟଗଡା: ଗୁଣୁପୁର ପୌର ପରିଷଦ ରେ ନିର୍ବାଚନ କୁ ଦୃଷ୍ଟି ରେ ରଖି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଅଧକ୍ଷତା କରିଥିବା ବେଳେ ପୌର ପରିଷଦ ର ଅଧକ୍ଷା ମମତା ଗୌଡ଼, ଉପାଧକ୍ଷ ଶିବ ଗୌଡ଼ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ…

ଷ୍ଟୋର ରୁମରୁ ଉଦ୍ଧାର ହେଲା ୪ଫୁଟର ନାଗ ସାପ

ଭୁବନେଶ୍ଵର: ଷ୍ଟୋର ରୁମରୁ ଉଦ୍ଧାର ହେଲା ୪ଫୁଟର ନାଗ ସାପ । ଭୁବନେଶ୍ୱର ଇନ୍ଦିରା ହାଉସିଂ କଲୋନୀର ଲେନ୍ ନମ୍ବର ୬ ରେ A-୬/୨୨ ରେ ରହୁଥିବା ନକୁଳ ମଲ୍ଲିକଙ୍କ ଘରୁ ନାଗ ସାପଟିକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ପ୍ରାକୃତିକ ଆବାସ ସ୍ଥଳୀରେ…

ଗଞ୍ଜାମରେ ମୁଣ୍ଡ ଟେକିଲା କୋରୋନା, ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତ ଚିହ୍ନଟ ପରେ,…

ପୁରୀ ପରିକ୍ରମା ପ୍ରକଳ୍ପ: କରାଗଲା କ୍ଷେତ୍ରେଶ୍ୱରୀ ମା ବିରଜା ଓ ବରାହଙ୍କୁ ନିମନ୍ତ୍ରଣ

ଯାଜପୁର: ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବାକୁ ଥିବା ବେଳେ ଦେଶର ବିଭିନ୍ନ ମନ୍ଦିର ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି । ଆଜି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ପରିସରରେ ଶ୍ରୀ ମନ୍ଦିର ପରିକ୍ରମା…

ଏଥର ଜମିବ ଜିରୋ ନାଇଟ, ମାର୍ଗଦର୍ଶିକା ଜାରୀ କଲା କମିଶନରେଟ ପୋଲିସ

ଭୁବନେଶ୍ଵର: ଆଉମାତ୍ର ଦିନ ୪ଟିର ଅପେକ୍ଷା । ସରିବ ବର୍ଷ ୨୦୨୩ । ଆରମ୍ଭ ହେବ ବର୍ଷ ୨୦୨୪ । ନୂଆବର୍ଷର ସ୍ଵାଗତ ପାଇଁ ଏବେ ଚଳଚଞ୍ଚଳ ପୁରପଲ୍ଲୀ । ସହର ଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଆଡେ ଏବେ ଖୁସୀର ମାହୋଲ । କାରଣ ଚଳିତ ବର୍ଷ ନୂଆବର୍ଷ ସବୁ ବର୍ଷଠାରୁ ଟିକିଏ ଖାସ୍ । କାରଣ…

ବୁଲାଇ ନେବା ନାଁରେ ନାବାଳିକା ଅପହରଣ, କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କଲେ ପରିବାର ଲୋକ

ପାରାଦୀପ: ଦୁଇ ନାବାଳିକାକୁ ବୁଲାଇ ନେବା ନାଁରେ ଅପହରଣ । କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କରିବା ସହ ଅପହରଣକାରୀ ଦୁଇ ମହିଳାଙ୍କୁ ଧରି ପୋଲିସକୁ ଯିମା ଦେଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତରେ। ଜଣେ ନାବାଳିକା ଅଭୟଚାନ୍ଦ ପୁର ଥାନା ଅଧିନ ରଙ୍ଗିଆ ଗଡ…

ଦୀର୍ଘ ଏକ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମାସେ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ…

ହେଲପରଙ୍କ ଉପରେ ମାଡ଼ିଗଲା ହାଇଓ୍ବା; ଜଣେ ମୃତ, ଚାଳକ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦରୀ ବଡ଼ପୋଲ ନିକଟରେ ଦୁର୍ଘଟଣା । ଜଣେ ଟ୍ରକ୍‌ ହେଲପରଙ୍କ ଉପରେ ଆଉ ଏକ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି…

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଅସୁସ୍ଥ ଦନ୍ତାହାତୀ

ୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ବନବିଭାଗ ଅଧିନ କାଞ୍ଚନପୁର କାଜୁ ଜଙ୍ଗଲରେ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି । ଦନ୍ତା ଟି ଅସୁସ୍ଥ ଥିବାବେଳେ, ଗତ ତିନି ଦିନ ଧରି ଚିକିତ୍ସା ଚାଲିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ମୃତ୍ୟୁ ଘଟିଛି । ସୂଚନା ମୁତାବକ, କିଛି ଦିନ ପୂର୍ବେ…