Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରକକୁ ପଛରୁ ପିଟିଲା ସ୍କୁଲ ପିକନିକ୍ ବସ୍ : ୩ ଆହତ, ମେଡିକାଲରେ ଭର୍ତ୍ତି

କେନ୍ଦୁଝର : ଟ୍ରକକୁ ପଛରୁ ପିଟିଲା ସ୍କୁଲ ବସ୍  । ୩ଜଣ  ପିଲା ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨୦ ନଂ ଜାତୀୟ ରାଜପଥ ର ଧକୋଠା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଲ ବସ୍ ପିକନିକ୍ ଯାଉଥିବା ବେଳେ ବସଟି ହଠାତ୍ ଯାଇ ଟ୍ରକ ପଛରୁ ପିଟିଥିଲା  । ସ୍ଥାନୀୟ ଲୋକଙ୍କ…

ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଆହତ

ଭୁବନେଶ୍ୱର: ଗୁରୁବାର ସକାଳେ ମଞ୍ଚେଶ୍ୱର ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ଟିମର ମିଳିତ ଉଦ୍ୟମରେ ଏନକାଉଣ୍ଟର ପରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଗିରଫ କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ହିଂସାତ୍ମକ ଓ ବେପରୁଆ ଆଚରଣ ପାଇଁ ଜଣାଶୁଣା ରଘୁ…

ଲକ୍ଷ୍ମୀ ମାଝୀ ହତ୍ୟା ମାମଲା: ଆସନ୍ତାକାଲି ୬ଘଣ୍ଟିଆ ରାୟଗଡ଼ା ବନ୍ଦ ଡ଼ାକରା ଦେଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ଗତ ୨୧ତାରିଖରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାଶୀପୁର ଅଂଚଳର ଲକ୍ଷ୍ମୀ ମାଝୀଙ୍କୁ ଦୁର୍ବୃତ୍ତମାନେ ପୋଡି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟିଆ…

ପାଣ୍ଡିଆନ ଆଖଣ୍ଡଳ ମନ୍ଦିରରୁ ଫେରିବା ପରେ ପବିତ୍ର ଗଙ୍ଗା ଜଳ ପକାଇ ସେବାୟତ କଲେ ଶୁଦ୍ଧି

ଭଦ୍ରକ: ବୁଧବାର ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପୁରୀ ଗସ୍ତ ସମୟରେ ଭଦ୍ରକ ଆରଡି ସ୍ଥିତ ବାବା ଅଖଣ୍ଡଳମଣି ମନ୍ଦିରରେ ୟୁଟ୍ୟୁବର କାମିଆ ଜାନୀଙ୍କ ପୁରୀ ଶ୍ରୀମନ୍ଦିର ପ୍ରବେଶକୁ ନେଇ ସେବାୟତମାନେ ତୀବ୍ର ବିରୋଧ କରିଥିଲେ। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଗୋମାଂସ ଖାଇ ପ୍ରଚାର କରିଥିବା…

ବିଭିନ୍ନ ମନ୍ଦିରରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

ପୁରୀ: ବିଭିନ୍ନ ମନ୍ଦିରରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିରଗୁଡ଼ିକରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି । ଏହି ବଣ୍ଟନ କାର୍ଯ୍ୟ ଗତକାଲିଠାରୁ ଆରମ୍ଭ ହୋଇଛି । ଏଥିଲାଗି…

୬୮ଏକର ସରକାରୀ ଜମି ବିକିଦେଲେ ଦଲାଲ: ଇଓଡବ୍ଲ୍ୟୁରେ ଏତଲା ଦେଲା ବିଡିଏ

ଭୁବନେଶ୍ୱର: ଏକର କି ଦୁଇ ଏକର ନୁହେଁ ପୁରା ୬୮ ଏକର ସରକାରୀ ଜମିକୁ ମାଡି ବସିଛନ୍ତି ଦଲାଲ । ଏପରିକି ୧୦ଜଣ ବ୍ୟକ୍ତିଙ୍କୁ ମଧ୍ୟ ନିଜ ମାଲିକାନା ସତ୍ତ୍ୱା ଦେଖାଇ ବିକ୍ରି କରିଦେଇଛନ୍ତି । ଏମିତି ଘଟଣା ଘଟିଛି ସାମପୁର ମୌଜାରେ । ଏନେଇ ମାନସ ନାୟକ ଓ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ନାଁରେ…

ହକି ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଭଡ଼ାରେ ଆଣିବେ ୨ ଏୟାରକ୍ରାଫ୍ଟ

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ ବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌(ମହିଳା ଓ ପୁରୁଷ) ୨୦୨୩-୨୪ । ଏହାର କେତେକ ଲିଗ୍ ଓଡ଼ିଶାରେ ମଧ୍ୟ ଖେଳାଯିବ । ଖେଳାଳି ଏବଂ ଅଧିକାରୀ ସୁରକ୍ଷିତ ଭାବେ ଯିବା ଆସିବା କରିବା ପାଇଁ ସରକାର ଦୁଇଟି ଏୟାରକ୍ରାଫ୍ଟ…

କଟକ ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ, ସିଏମସି ବୈଠକରେ ହଙ୍ଗାମା କଲେ ବିରୋଧୀ

କଟକ: ବାଲିଯାତ୍ରା ଆୟୋଜନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି କଟକ ମହାନଗର ନିଗମ (ସିଏମସି) ବୈଠକରେ ହଙ୍ଗାମା ହୋଇଛି। ଠିକା ଦେବାରେ ସିଏମସି ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଫାଇଦା ଦେଉଥିବାରୁ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ବିରୋଧୀ କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। ଅସ୍ଥାୟୀ…

ଜାନୁଆରୀରେ ଲଢ଼େଇ ଜୋରଦାର ହେବ କହି ବିଜେଡି ସରକାରକୁ ବିରୋଧୀ ଦଳ ନେତା ଦେଲେ ଚେତାବନୀ

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ନିର୍ବାଚନରେ ସମସ୍ତ ୨୧ଟି ଲୋକସଭା ଆସନ ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ବରିଷ୍ଠ ବିଜେପି ନେତା ତଥା ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହା କହିଛନ୍ତି। ଜାନୁଆରୀ ମାସରୁ ଶାସକ ବିଜୁ ଜନତା ଦଳ ସରକାର ବିରୋଧରେ…

କଲେଜରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଗଞ୍ଜାମ: ହିଞ୍ଜିଳିସ୍ଥିତ ସାଇନ୍ସ କଲେଜର ଗତ ୨ ବର୍ଷ ହେଲା ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ରିପୋର୍ଟ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଯିଏକି ଅଭିଯୋଗର…