Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ପୂର୍ଣ୍ଣ ସୁସ୍ଥ ଅଛି ଜଗା, ସ୍କୁଲ ଯିବ କହିଲେ ଏମ୍‌ସ ପ୍ରଫେସର ଦୀପକ ଗୁପ୍ତା

ଫୁଲବାଣୀ: ଦିଲ୍ଲୀ ଏମ୍‌ସ ନ୍ୟୁରୋସର୍ଜନ୍‌ ପ୍ରଫେସର ଦୀପକ ଗୁପ୍ତା ଗତକାଲି (ଶନିବାର) ଫୁଲବାଣୀ ଗସ୍ତରେ ଆସି ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏଳ୍ପ ଦିନ ପରେ ଜଗା ମୁଣ୍ଡ ରେ ହେବ ଦ୍ବିତୀୟ ଅପରେସନ । ଏଥିପାଇଁ…

ନୂଆ ବର୍ଷରୁ ଗାଡ଼ିରେ ଲାଗିବ ଭିଏଲଟିଡ଼ି

ଭୁବନେଶ୍ୱର: ଓଭରସ୍ପିଡ୍ ହେଉ ବା ବେପରୁଆ ଗାଡ଼ି ଚାଳନା । ଅଥବା ଗାଡ଼ିରୁ ଯାତ୍ରୀ ଦେଉଥିବା ବିପଦ ସଙ୍କେତ । ଯାନବାହନର ସବୁ ଗତିବିଧି ଉପରେ ରହିବ କଡ଼ା ନଜର । ଦୁଇ ଓ ତିନି ଚକିଆକୁ ଛାଡ଼ି ରାଜ୍ୟର ସବୁ ଯାତ୍ରୀବାହୀ, ମାଲବୁହା ଗାଡ଼ି ଓ ଆମ୍ବୁଲାନ୍ସ ଉପରେ ଥାର୍ଡ ଆଇ ଭଳି କାମ କରିବ ଭୁବନେଶ୍ୱର…

ଏଥର ଭୁବନେଶ୍ବର ଲୋକସଭା ଆସନ ପାଇଁ ଅପରାଜିତା ବନାମ ଶ୍ରୀମୟୀ?

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚାଇ ଦେଇଛନ୍ତି ଯେ ଆସନ୍ତା ୨୦୨୪ ନିର୍ବାଚନରେ ​​ଭୁବନେଶ୍ୱର ଲୋକସଭା ଆସନ ପାଇଁ ଶ୍ରୀମତୀ ଶ୍ରୀମୟୀ ମିଶ୍ର ଦଳର ପ୍ରାର୍ଥୀ ହୋଇପାରନ୍ତି। ଭୁବନେଶ୍ୱରର ଜନ ସମ୍ପର୍କ ପଦଯାତ୍ରା ସମୟରେ ଅଶୋକ ପଣ୍ଡା…

କାହାକୁ ଲକ୍ଷ୍ୟ କରି କଟକ ବିଜେଡି ସାଂସଦ ‘ଫାଉଲ’ ଶବ୍ଦ ବ୍ୟବହାର କଲେ?

କଟକ: ବିଜୁ ଜନତା ଦଳ (ବିଜେଡି) ସାଂସଦ ଭତ୍ତୃହରୀ ମହତାବଙ୍କ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଥିବା ପରାମର୍ଶ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ଏକ ସମାବେଶକୁ…

ଶୋଇବା ବେଳେ ମଶା ଘଉଡାଇବା ଧୂପ ହେଲା କାଳ, ଚିରନିଦ୍ରାରେ ସୁରକ୍ଷାକର୍ମୀ!

କେନ୍ଦୁଝର: ମଶା ଘୋଉଡାଇବାକୁ ବ୍ୟବହାର କରୁଥିବା ଧୂପ ନେଲା ଜୀବନ। ଏକ ଘରୋଇ କମ୍ପାନୀର ଜଣେ କାର ଚାଳକ ଏବଂ ଅନ୍ୟ ଜଣେ ସୁରକ୍ଷା କର୍ମୀ ଏକ ଘରେ ମଶା ଧୂପ ଲଗାଇ ଶୋଇଥିଲେ। ଏହି ସମୟରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ କାର ଚାଳକ ଜଣଙ୍କ ଗୁରୁତର ହୋଇ…

ରାଜଧାନୀରେ ବୁଲା କୁକୁର ଆତଙ୍କ: କ୍ୟାପିଟାଲ ହସ୍ପିଟାଲରେ ବଢୁଛି କୁକୁର କାମୁଡା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ। ରାସ୍ତାଘାଟ ଗଳିକନ୍ଦିରେ ରାଜ୍‌ ଚଳାଇଛନ୍ତି ବୁଲା କୁକୁର । ଗୋଡେଇ ଗୋଡେଇ କରୁଛନ୍ତି ଆକ୍ରମଣ। ହଠାତ୍‌ ଗାଡ଼ି ଆଗକୁ ଆସିଯିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ କିଛିଦିନ ହେବ କୁକୁରଙ୍କ ଉପଦ୍ରବ କ୍ରମାଗତ ଭାବେ ବୃଦ୍ଧି ପାଇଛି।…

କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତଙ୍କୁ ଗିରଫ କଲା ରାୟଗଡ଼ ପୁଲିସ

ରାୟଗଡ଼ା: ଗତକାଲି ରାୟଗଡ଼ା ସହରରେ ହୋଇଥିବା କଲେଜ ଛାତ୍ର ହତ୍ୟା ଘଟଣାର ଆଜି ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି। ରାୟଗଡ଼ା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମି…

ଆଇଟି ରେଡ୍ ପରେ ଧୀରଜଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ଖାରଜ କଲେ ବିକ୍ରମ

ଢେଙ୍କାନାଳ: ଢେଙ୍କନାଳ ସ୍ଥିତ ଶକ୍ତି ମଲ୍ଚଟଏୟାର ଏବଂ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ରେଡ୍ ପରେ ପ୍ରତିକ୍ରିୟା ରଖିଛନ୍ତି କମ୍ପାନୀର ମାଲିକ ବିକ୍ରମ ସାହୁ। ବୌଦ୍ଧ ଡିଷ୍ଟଲାରୀ କମ୍ପାନୀ ସହ ଲିଙ୍କ ଥିବାରୁ ରେଡ୍ ହୋଇଥିବା ଚର୍ଚ୍ଚାକୁ ସେ ଖାରଜ କରିଛନ୍ତି। ଆଉ କହିଛନ୍ତି,…

ସୁନା ଶଙ୍ଖ କହି ବାପ-ପୁଅଙ୍କଠାରୁ ଠକିନେଲେ ୩ଲକ୍ଷ

ନବରଙ୍ଗପୁର: ଉମରକୋଟରେ ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗ । ନକଲି ଶଙ୍ଖ ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଲୋକ ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି।…

ଆୟକର ରେଡ: ଧୀରଜଙ୍କ ସଫେଇ ପରେ ବି ପ୍ରସଙ୍ଗରେ ପଡୁନି ପୂର୍ଣ୍ଣଛେଦ, ଧୋଇଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମଦ ବ୍ୟବସାୟୀ ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସଫେଇକୁ ନେଇ ଏବେ ତେଜିଲା ବୟାନବାଜି। ଆୟକର ରେଡର ସପ୍ତାହେ ପରେ ଜବତ ଟଙ୍କାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରି ଆସୁଛି। ଏହାରି ଭିତରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଗତକାଲି ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହ…