Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୂଷା ଖୋଜିବାକୁ ଆସି ମଶାରୀ ଭିତରେ ନାଗୁଣୀ

ପୁରୀ: ବେଳେବେଳେ ଘର ଭିତରକୁ  ସାପ  ପଶିଆସିବା ଶୁଣିବାକୁ ବା ଦେଖିବାକୁ ମିଳିଥାଏ । ହେଲେ ଶୋଇବା ଶେଯରେ ପୁଣି ମଶାରୀ ଭିତରେ ସାପ ! ସେ ପୁଣି ନାଗୁଣୀ? ବାପରେ ! ମାଶରୀ ଭିତରେ ପଶି ଯାଇଥିଲା  ।  ଏପଟ ସେପଟ ହେଉଥିଲା, କିନ୍ତୁ ବାହାରି ପାରୁନଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ…

ସେଲଫି ନେଉ ନେଉ ଖସିଗଲା ଗୋଡ: ଖଣ୍ଡାଧାରରେ ଯୁବକ ନିଖୋଜ

ସୁନ୍ଦରଗଡ: ପୁଣି ସେଲ୍ଫି ନିଶା  ହେଲା କାଳ । ସେଲଫି ନେଉ ନେଉ ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ଯୁବକଙ୍କ ନାମ ଲୋପା ମୁଣ୍ଡା। ଓ ଘର ସୁନ୍ଦରଗଡ଼ କାଲଟା ଅଞ୍ଚଳରେ ବୋଲି ଜଣାପଡିଛି । ଅଗ୍ନିଶମବାହିନୀ ପକ୍ଷରୁ…

ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା: ୧୨ ଗୁରୁତର

ନବରଙ୍ଗପୁର:ଧର୍ମଗଡ ଅଭିମୁଖେ ଯାଉଥିବା ଏକ ବୋଲେରୋ ମଇଦଳପୁର ଥାନା ଅନ୍ତର୍ଗତ ଖଡକା ଘାଟି ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୧୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଆଜି ସକାଳେ ।   …

ଆଜିଠୁ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ । ଆସନ୍ତା ୨୭ ତାରିଖ ଯାଏ ଚାଲିବ ଏହି ସର୍ଭେ । ପ୍ରତି ଗାଁରେ ଉଭୟ ଅଫଲାଇନ୍‌ ଓ ଅନଲାଇନରେ ଓବିସିଙ୍କ ସର୍ଭେ କରାଯିବ । ୨୭ ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ଆଜିଠାରୁ ୨୦ ତାରିଖ ଯାଏ ସବୁ ଅଞ୍ଚଳରେ ସର୍ଭେ କରାଯିବ । ଏହାପରେ…

ଆଜି ବି ହକ୍‌ ପାଇଁ ଲଢ଼ୁଛି ଶ୍ରମିକ, ଅନିଶ୍ଚିତାରେ ରୋଜଗାର

ଭୁବନେଶ୍ୱର : ପ୍ରତିବର୍ଷ ମେ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସାରା ବିଶ୍ୱରେ ଶ୍ରମିକ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ସଗୀକୃତ । ୧୮୮୬ ମସିହାରୁ ମେ ୧କୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଶ୍ରମ ଦିବସରେ ସାରା…

ଶ୍ରମମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ନେତ୍ରୀଙ୍କୁ କଲ୍ୟାଣ ବୋର୍ଡରେ ନିଯୁକ୍ତି ଦିଆଗଲା: ବିଜେପି

ଭୁବନେଶ୍ୱର: ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଯିଏକି ନିକଟରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କୁ ଏବେ ବିଭିନ୍ନ ପଦରେ ଥାଇଥାନ…

ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ: ୪ ଘଣ୍ଟା ବିଳମ୍ବରେ ଛାଡ଼ିଲା ଟ୍ରେନ

ଭୁବନେଶ୍ୱର: ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ । ଏହି କାରଣରୁ ନୂଆଦିଲ୍ଲୀରୁ ପୁରୀ ଯାଉଥିବା ୧୨୮୦୧ ନମ୍ବର ଟ୍ରେନଟି ମିର୍ଜାପୁର ଷ୍ଟେସନଠାରେ ଅଟକି ରହିଥିଲା । ଖବର ପ୍ରଚାରିତ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ସ୍ଥିତିକୁ କାବୁ କରିବା ପାଇଁ…

କଳାହାଣ୍ଡି ଜିଲ୍ଲାରେ ୨ଟି କୋର୍ଟର ନୂଆ କୋଠାକୁ ଉଦଘାଟନ କଲେ ମୁଖ୍ୟ ବିଚାରପତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଏବଂ କେସିଙ୍ଗା ଠାରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୂରଲୀଧରଅତିରିକ୍ତ ଦେୱାନୀ ଜଜ୍ ତଥା ଜେଏମଏଫସିର ନୂତନ କୋଠାର ଶୁଭ ଉଦଘାଟନ କରିଛନ୍ତି । କୋଠା ଉଦଘାଟନୀ ଅବସରରେ ହାଇକୋର୍ଟ ଜଜ୍ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ନିଜ…

ରାଜଧାନୀରୁ ୧୬ଟି ଚୋରା ବାଇକ୍ ଜବତ, ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ

ଭୁବନେଶ୍ୱର: କ୍ୟାପିଟାଲ୍ ଥାନା ପୋଲିସ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ୧୬ଟି ଚୋରି ବାଇକ୍ ଜବତ କରିଛି । ପୋଲିସ ହାତରେ ଧରା ପଡ଼ିଛି ଗ୍ୟାଙ୍ଗର ମୁଖ୍ୟ ସୁକାନ୍ତ କୁମାର ରେଡ୍ଡୀ । ଅନ୍ୟ ଗିରଫ ମାନେ ହେଲେ ସୌମିତ୍ର ଦାସ, ଗୁଣଧର ମିର୍ଦା ଓ ସୋମନାଥ ଦାସ । ସମସ୍ତ ଅଭିଯୁକ୍ତ…

କୁକୁର ପାଳନ ନେଇ ବିଏମସି ଆଣିଲା ନୂଆ ନିୟମ, ନ ମାନିଲେ ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀରେ ପୋଷା କୁକୁର ରଖିବା ଲାଗି ବିଏମସି ବୈଠକରେ ବାଇ ଲ ପାରିତ ହୋଇଛି । ବିଜ୍ଞପ୍ତି ଅନୁସାରେ, କୁକୁର ରଖିବାକୁ ହେଲେ ବିଏମସି ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ । ୫ ଶହ ଟଙ୍କା ଦେଇ ମାଲିକ ବିଏମସି କାର୍ଯ୍ୟାଳୟରେ ପୋଷା କୁକୁରର ପଞ୍ଜିକରଣ କରିବେ । କୌଣସି ବ୍ୟକ୍ତି…