Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅସୁସ୍ଥ ହାତୀର ମୃତ ଦେହ ଉଦ୍ଧାର, ନର୍ଲା ରେଞ୍ଜରୁ ଠାବ କଲା ବନବିଭାଗ

କଳାହାଣ୍ଡି: ଅସୁସ୍ଥ ହାତୀର ମୃତ ଦେହ ଉଦ୍ଧାର । ନର୍ଲା ରେଞ୍ଜରୁ ଠାବ କଲା ବନବିଭାଗ । ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସନ୍ଦେହ । କିଛି ଦିନ ହେବ ଅସୁସ୍ଥ ହାତୀକୁ ଚିକିତ୍ସା କରୁଥିଲେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ । ସୂଚନା ଅନୁସାରେ, ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ…

ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମ; କଳାହାଣ୍ଡିରୁ କଲିକତା ଗଲେ ୨୦ ଯୁବକ ଯୁବତୀ

ଭବାନୀପାଟଣା: କଳାହାଣ୍ଡିରେ ଥିବା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ୨୪ ବାଟାଲିୟନ ସିଆରପିଏଫ୍ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ ଜିଲ୍ଲାର ୨୦ ଜଣ ଯୁବକ ଯୁବତୀ ପଶ୍ଚିମବଙ୍ଗର କଲିକତା ଯାତ୍ରା…

ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା

କଟକ: ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ  NAAC  A++ ମାନ୍ୟତା ମିଳିଛି । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । କିଛି ଦିନ ତଳେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ ଟିମ୍ । ନାକ୍‌…

ନୟାଗଡରେ କାର-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ନୟାଗଡ: ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଦୀପକ ମେଦେନି ରାୟ, ପରମେଶ୍ବର ଜାନି ଓ ଗୋକୁଳା ନନ୍ଦ ନାୟକ । ସୂଚନା ଅନୁସାରେ, ଆଜି (ଶନିବାର) ଅପରାହ୍ନ ସମୟରେ…

ଆସ ବୁଲିଯିବା ଓଡିଶା:ପ୍ରାକୃତିକ ସୈାନ୍ଦର୍ଯ୍ୟ ଭୂସ୍ୱର୍ଗ, ସାତକୋଶିଆ ଅଭୟାରଣ୍ୟ

ବୌଦ୍ଧ: ଶୀତଋତୁ ଆଗମନରେ ଚଳଚଞ୍ଚଳ ହେଉଛି ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନ କ୍ଷେତ୍ରର ସୁନ୍ଦରତା ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିର ଭରପୁର ମଜ୍ଜା ନେଇଥାନ୍ତି…

ଅବକାରୀ ଅଧୀକ୍ଷକ ଗିରଫ : ଠାବ ହେଲା ଆୟଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି

ନବରଙ୍ଗପୁର : ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ ଗିରଫ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଗଙ୍ଗା ପାଇକରାୟଙ୍କର ନିଜ ଆୟ ଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି ରହିଛି  । ଗଙ୍ଗାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜ୍ଜୁ…

ମହାଦେବ ଦର୍ଶନ ସାରି ଫେରିବା ବେଳେ କଲେ ମହୁମାଛି ଆକ୍ରମଣ, ୪ ଗୁରୁତର

କାମାକ୍ଷାନଗର: ବଡ଼ଓଷାରେ ଘଟିଲା ବଡ ଅଘଟଣ । ଶିବ ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବଡଓଷା ଥିବାରୁ ଆଜି ସକାଳେ ରାମେଶ୍ୱର…

ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ତୃତୀୟ ଦିନରେ ପ୍ରଯୋଜିକା ସନଲିସାଙ୍କ ଧାରଣା

ଭୁବନେଶ୍ଵର: ତୃତୀୟ ଦିନରେ ପହଞ୍ଚିଲା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ । ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସାଙ୍କ ସହ କଳାକାରମାନେ । ଦୀର୍ଘ ଦୁଇ ଦିନ ଧରି ଧାରଣାରେ ବସିବା ପରେ ମଧ୍ୟ ନ୍ୟାୟ ନମିଳିବାରୁ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସା । ସେପଟେ ଦାବି ପୂରଣ…

ଧାନମଣ୍ଡି ଶୁଭାରମ୍ଭ : ଏବେ ମଣ୍ଡିରେ ଚାଲିବ ଧାନ ବିକ୍ରି

ନୂଆପଡା : ନୂଆପଡା ଜିଲ୍ଲା ତରବବୋଡ଼ଠାରେ ଚଳିତବର୍ଷ ୨୦୨୩-୨୪ ଖରିଫ ଋତୁ ପାଇଁ ଧାନମଣ୍ଡି ଶୁଭାରମ୍ଭ ହୋଇଯାଇଛି । ଜ଼ିଲ୍ଲାପାଳ ହେମକାନ୍ତ ସାଏ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଧାନମଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ଜ଼ିଲ୍ଲା ଯୋଗାଣ ଅଧିକାରୀ ପି.କେ.ରାଉତରାୟ, ଆର ଏମ ସି ଅଧିକାରୀ…

ରାଜ୍ୟପାଳ ବିଶ୍ବଭୂଷଣଙ୍କୁ ସସ୍ମିତଙ୍କ ସମାଲୋଚନା, ଅନଭିଜ୍ଞ କହି ଶାଣିତ ଜବାବ ଦେଲେ ପୃଥ୍ବୀରାଜ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଚାରିଦ୍ବାର ଖୋଲିବା ନେଇ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ରାଜ୍ୟପାଳ ଏକ ଆଲେଖ୍ୟ ଜରିଆରେ ବିଭିନ୍ନ ପରାମର୍ଶ ଦେଇଥିଲେ। ଏବେ ଏହାକୁ ନେଇ ରାଜ୍ୟରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିଜେଡି ନେତା ସସ୍ମିତ ପାତ୍ର ପ୍ରେସମିଟ୍ କରି ରାଜ୍ଯପାଳଙ୍କ…