Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ, ୫ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସକୁ ବଡ ସଫଳତା । ୩୨ କେଜିର ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ବିଲାସପୁର ଜିଲ୍ଲା ମଟିଆରି ଗ୍ରାମର ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଉଲୁଣ୍ଡା ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ…

ଗାଁ ରାସ୍ତାରେ ଜିଆରଏସଙ୍କ ମୃତଦେହ

ସମ୍ବଲପୁର : ସମ୍ବଲପୁର ରେଢାଖୋଲରେ ଅଭାବନୀୟ ଘଟଣା ଘଟିଛି  । ନାକଟିଦେଉଳ ଥାନା ଘୋଷରାମାଳ –ରାଇଲ ରାସ୍ତାରୁ  ଜିଆରଏସଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଘୁସୁରାମାଲ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଦିନବନ୍ଧୁ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଦୀନବନ୍ଧୁ କୌଣସି…

ବିଜେବି କ୍ୟାମ୍ପସରୁ ଛାତ୍ରଙ୍କୁ ଉଠେଇ ନେଲା ପୋଲିସ: ଗେଟରେ ତାଲା ପକାଇ ଉତ୍ତ୍ୟକ୍ତ ଛାତ୍ରଙ୍କ ରାଜପଥ ଅବରୋଧ

ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜରେ ଛାତ୍ର ଉତ୍ତେଜନା  ।  କଲେଜ ଗେଟ୍‌ରେ ତାଲା ପକାଇ ରାଜପଥ ଅବରୋଧ  କଲେ ଛାତ୍ର । କଲେଜ କ୍ୟାମ୍ପସରୁ ଜଣେ ପୂର୍ବତନ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପ୍ରତିବାଦରେ ରାଜପଥ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଏକ ଘଣ୍ଟା ଧରି ରାସ୍ତା ଅବରୋଧ…

ଗୃହରେ ପ୍ରବଳ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ଵର: ଆଜି ବି ଗୃହରେ ଅଚଳାବସ୍ଥା । ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । କିନ୍ତୁ ଗତକାଲି ପରି ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଗୃହରେ ପ୍ରଶ୍ନକାଳ ଆରମ୍ଭରୁ…

ବାପା ନାଁ ରେ କଳଙ୍କ, ଝିଅ ସହ କଲା ଦୁଷ୍କର୍ମ

ବାଲେଶ୍ଵର: ବାପା ନାଁ ରେ କଳଙ୍କ । ଧରମ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲା ଧରମ ବାପା । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଧରମ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଳେଶ୍ଵର ପୋଲିସ ଗତକାଲି ରାତିରେ ଭୋଗରାଇ ବ୍ଲକ ଉଲୁଡ଼ା ଅଞ୍ଚଳର ଅନନ୍ତ ପ୍ରଧାନ…

ଥମୁନି ଧଳା ଜହର ବେପାର, ପୁଣି ୩୩୮ ଗ୍ରାମର ବ୍ରାଉନସୁଗାର ଜବତ କଲା ପୋଲିସ

ବାଲେଶ୍ଵର: ରାଜ୍ୟରେ ଅପରାଧିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବ୍ରାଉନସୁଗାର ବେପାର । ଦୈନିକ ଭାବେ କେଉଁଠୁ ନା କେଉଁଠୁ ବ୍ରାଉନସୁଗାର ଜବତ କରାଯିବ ସହ ଅଭିଯୁକ୍ତ ମଧ୍ୟ ଗିରଫ ହେଉଛନ୍ତି । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ଶାସନବାର୍ଡ ଅଞ୍ଚଳରୁ ୩୩୮…

ଆଜିଠୁ ମହାପଞ୍ଚୁକ ବ୍ରତ : ବଡ ଏକାଦଶୀରେ ଶ୍ରୀବିଗ୍ରହଙ୍କ ଲକ୍ଷ୍ମୀନାରାୟଣ ବେଶ

ପୁରୀ :  ଆଜିଠୁ ଆରମ୍ଭ ହେଲା ମହାପଞ୍ଚୁକ ବ୍ରତ। ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଆଜି ବଡ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ । ମହାପ୍ରଭୂଙ୍କର ଅବକାଶ ନୀତି ପରେ ଠାକୁରଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଛି । ସେହିଭଳି ଦ୍ୱାଦଶରେ ବାଙ୍କଚୁଡା…

୩୦ ତାରିଖ ଯାଏଁ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ ଉଭୟପଟୁ ବାତିଲ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି ଯେ, ସୋରୋ ଓ ବାହାନଗା ବଜାର ଷ୍ଟେସନ ମଧ୍ୟରେ ଟ୍ରାକ୍ ମେଣ୍ଟେନାନ୍ସ କାମ ଯୋଗୁଁ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍ ନଭେମ୍ବର ୨୩ରୁ ୩୦ ତାରିଖ ଯାଏଁ ଉଭୟ ଦିଗରୁ ବାତିଲ ରହିବ। ଭଦ୍ରକ-ବାଲେଶ୍ୱର ରେଳ ସେକ୍ସନରେ ଜରୁରୀକାଳୀନ ସୁରକ୍ଷା…

ବିଳମ୍ବିତ ରାତିରେ ଡାକ୍ତରଖାନା ଔଷଧ ଗୋଦାମରେ ଲାଗିଗଲା ନିଆଁ, ଲକ୍ଷାଧିକ ଟଙ୍କାର ଔଷଧ ଜଳିଗଲା

ବୌଦ୍ଧ:ରାତି ଅଧରେ ଡାକ୍ତରଖାନା ଔଷଧ ଗୋଦାମରେ ଲାଗିଗଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ । ଏମିତି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ରାତି ଅଧରେ ଲାଗି ଯାଇଛି ନିଆଁ । ରାତି ପ୍ରାୟ ୨ଟାରେ ନିଆଁ ଲାଗି ଯାଇଥିଲା । ଚାହୁଁ…

ବିଧାନସଭାରେ ମନ୍ତ୍ରୀ କହିଲେ ପେଟ୍ରୋଲ ପମ୍ପରେ ହେଉଛି ଅନିୟମିତତା, ଏବେ ଜାଣି ରଖନ୍ତୁ କିଭଳି ରହିବେ ସତର୍କ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ପମ୍ପ ଗୁଡିକରେ ହେରଫେର ହେଉଛି। ଗ୍ରାହକ ତେଲ ପକାଇବାକୁ ଆସି ଠକାମିର ଶିକାର ହେଉଥିବା ନେଇ ବିଧାନସଭାରେ ଖୋଦ୍ ଖାଉଟି ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ଗତ ବର୍ଷ ରାଜ୍ୟରେ ବିଭାଗ ଚଢାଉ କରି ୨୪ ଟି ମାମଲା…