Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଥର ୮ ଦିନ ପାଇଁ ବାଲିଯାତ୍ରା, ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ହେବ ଯାତ୍ରାର ମୁଖ୍ୟ ଆକର୍ଷଣ

କଟକ: କଟକର ଐତିହାସିକ ବାଲିଯାତ୍ରା ଏଥର ୮ ଦିନ ପାଇଁ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ, ସିଏମସି ଏବଂ ସହରର…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ଇନସ୍ପିରୋନ୍ ପ୍ରଦର୍ଶନୀ ଓ ଫନ୍ ବିଙ୍ଗ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଶୁକ୍ରବାର "ଇନ୍‌ସ୍ପିରୋନ ପ୍ରଦର୍ଶନୀ ଏବଂ ଫନ୍ ବିଙ୍ଗ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ପ୍ରିୟା ବାଧୱା ଓ ଅନ୍ତର୍ଜାତୀୟ ପାଠ୍ୟକ୍ରମ ମୁଖ୍ୟ ରୋରି ମ୍ୟାକନାମାରା ପ୍ରମୁଖଙ୍କ ଉପସ୍ଥିତିରେ…

ବିଜେଡିର ଚିନ୍ତା ବଢ଼ାଉଛନ୍ତି ଅମାନିଆ ନେତା !

ଭୁବନେଶ୍ୱର: ଓଡ଼ିଶାରେ ବିଜେଡିର ଚିନ୍ତା ବଢାଇ ଚାଲିଛନ୍ତି ଖୋଦ ନିଜ ଦଳର ନେତାମାନେ। ଏପରିକି ଅନୁଭବୀ ନେତାମାନଙ୍କ ମନ୍ତବ୍ୟ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ଆସନ୍ନ ହେଉଥିବା ବେଳେ ଦଳ ବିଭିନ୍ନ ଆକର୍ଷଣୀୟ ସ୍କିମ ମାଧ୍ୟମରେ ଓଡିଶାବାସୀଙ୍କ ମନ…

କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଭାବେ ବିନୋଦ ମହାପାତ୍ର ନିଯୁକ୍ତ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ରୂପକ ତୁରୁକଙ୍କ ସ୍ଥାନରେ ବିନୋଦ ମହାପାତ୍ରଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତି…

“ଆଦିରନ ୨୦୨୩ ରେ” ଦୌଡିଲେ ରାୟଗଡାର ଯୁବ ପ୍ରତିଭା, ଦୁଲୁକିଲା ଗୋବିନ୍ଦ ଚନ୍ଦ୍ର ପଡ଼ିଆ

ରାୟଗଡା: ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆୟୋଜିତ ଆଦିରନ ୨୦୨୩ କାର୍ଯ୍ୟକ୍ରମରେ ଆଜି ଦୁଲୁକିଛି ରାୟଗଡା ଗୋବିନ୍ଦ ଚନ୍ଦ୍ର ପଡିଆ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୫୦୦ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବକ, ଯୁବତୀଙ୍କ ସହ ନେତା ମନ୍ତ୍ରୀ ଓ ଅଧିକାରୀ ଭାଗ ନେଇ ଥିବା…

ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍ ଘଟି ପଡ଼ିଲା ରକ୍ତଛିଟା, ବଢିଲା ମହାପ୍ରଭୁଙ୍କ ମହାସ୍ନାନ ନୀତି

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍। ଖେଇକୁ ନେଇ ଜଣେ ପତ୍ରୀବଡୁ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟ ଜଣେ ଅଣସେବାୟତଙ୍କ ଫାଟିଲା ନାକ। ରକ୍ତଛିଟା ପଡ଼ିବାରୁ ଠାକୁରଙ୍କ ବଡ଼ ମହାସ୍ନାନ। ମଧ୍ୟାହ୍ନ ଧୂପ ନୀତି ଶେଷ ପରେ…

ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ଉତ୍ତର ରଖିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା

ଭୁବନେଶ୍ୱର:ପୁରୀରୁ ନିର୍ବାଚନ ଲଢିବେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ଚିରାଚରିତ ହିଞ୍ଜିଳି ଆସିନ ଛାଡି ଏଥର ପୁରୀରୁ ଛିଡା ହେବ କି ? ଏମିତି ପ୍ରଶ୍ନ ଜନତାଙ୍କ ଭିତରେ ଥିବାବେଳେ ଉତ୍ତର ରଖିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶଶୀ ଭୂଷଣ ବେହାରା । ଶୁକ୍ରବାର ମିଡିଆକୁ ବକ୍ତବ୍ୟ ଦେଇ…

କାର୍ଗୋ ପରିଚାଳନାରେ ରେକର୍ଡ କଲା ଆଦାନୀ ଧାମରା ପୋର୍ଟ

ଧାମରା:ଆଦାନି ଧାମରା ପୋର୍ଟର ରେକର୍ଡ । କାର୍ଗୋ ପରିଚାଳନାରେ ଆଦାନୀ ଧାମରା ପୋର୍ଟ ସର୍ବକାଳୀନ ରେକର୍ଡ କରିଛି । ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ ଅଧିନରେ ଥିବା ଧାମରା ବନ୍ଦର ଗତ ୨୪ ଘଣ୍ଟା  ମଧ୍ୟରେ୨, ୨୬. ୬୧୦ ମେଟ୍ରିକ ଟନ କାର୍ଗୋ ପରିଚାଳନା କରି ପୂର୍ବର ସମସ୍ତ…

ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା: ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

କଟକ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ  । ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନ ହେବା କାରଣରୁ ବିଧାୟକ ମୋକିମଙ୍କୁ ଶୁକ୍ରବାର ଏହି ଜରିମାନା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ । ବିଧାୟକ ମିଥ୍ୟା ସତ୍ୟପାଠ…

ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ସଭାପତି ଛବିନ୍ଦ୍ର ପଢ଼ିଆରୀଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ'। ବିଜେଡ଼ି/ବିଜେପିର…