Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ, ବିଜେପି ବିଧାୟକ ଦେଲେ ସୂଚନା

ପୁରୀ: ପାଖେଇ ଆସିଲାଣି ୨୦୨୪ ନିର୍ବାଚନ। ଏହି ସମୟରେ କେଉଁ ଦଳ କେଉଁ ଆସନରୁ ଲଢିବେ ସେନେଇ ଚାଲିଛି ଜୋରଦାର ଆଲୋଚନା। ତେବେ ପୁରୀରୁ ଲୋକସଭା ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଏଭଳି ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଲୋକସଭା ନିର୍ବାଚନରେ ପୁରୀରୁ ମୋଦି…

ପୁଣି ବିବାଦରେ ନିମାପଡ଼ା ବିଧାୟକ, ବିଜେଡି ନେତ୍ରୀଙ୍କୁ ଗୁଣ୍ଡା ପଠାଇ ଜୀବନରେ ମାରିଦେବାକୁ ଧମକ ଅଭିଯୋଗ

ପୁରୀ: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ଏବେ ପୁଣି ବିବାଦରେ। ନିମାପଡ଼ାର ଜଣେ ବିଜେଡି ନେତ୍ରୀଙ୍କୁ ବିଧାୟକ ଗୁଣ୍ଡା ପଠାଇ ଜୀବନରେ ମାରି ଦେବାକୁ ଧମକ ଅଭିଯୋଗ। ତେବେ ଏହି ଘଟଣାରେ ପୋଲିସ ଚୁପ୍ ବସିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ। ବିଧାୟକ…

ରାମଚଣ୍ଡୀ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା : ଚଣ୍ଡୀ ପାଠ ସହ ଲାଗି ହେଉଛି ପୋଡା ମାଛ

ପୁରୀ: କୋଣାର୍କ ପୁରୀ ବେଳା ମାର୍ଗରେ ଅବସ୍ଥିତ ମା ରାମଚଣ୍ଡୀଙ୍କ ପୀଠରେ ଚାଲିଛି ମାଙ୍କର ଷୋଡଶ ଉପଚାର ପୂଜା । ବର୍ଷ ତମାମ ପଞ୍ଚ ଉପଚାରରେ ମାଙ୍କୁ ପୂଜିତ କରାଯାଉଥିବା ବେଳେ ମୂଳାଷ୍ଠମୀ ଠାରୁ ମହାଷ୍ଠମୀ ପର୍ଯ୍ୟନ୍ତ ମାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଦୈନନ୍ଦିନ ସ୍ନାନ ,ସକାଳ…

କଲେଜ ଛାତ୍ରକୁ ଧକ୍କା ଦେଲା କାର୍ : ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ

ପୁରୀ: କଲେଜ ଛାତ୍ରକୁ ଧକ୍କା ଦେଲା କାର୍  । ଛାତ୍ର ଜଣକ ରାସ୍ତା ପାର୍ ହେଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ଧକ୍କା ଦେଇଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମଙ୍ଗଳାଘାଟ ଛକ ନିକଟରେ । ଛାତ୍ର ଜଣକ ହେଉଛନ୍ତି ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ଯୁକ୍ତ…

୪ ବର୍ଷର ପୁଅକୁ ମାରି ଟାଙ୍ଗିଦେଲା ସୈତାନ ବାପା !

ରାଉରକେଲା: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରେ ଲୋମ ଟାଙ୍କୁରୀ ଘଟଣା ଘଟିଛି  । ୪ ବର୍ଷର ପୁଅକୁ ବାପା ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘର ଭିତରୁ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି  ।  ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନି  ।  ସେପଟେ…

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ଦିଆଯାଇନି ନିର୍ଦ୍ଦେଶ: ରାଜ୍ୟ ନୋଡାଲ ଅଫିସର

ଭୁବନେଶ୍ବର: ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ନଦିଆଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନୋଡାଲ ଅଫିସର,ପିଏମ ପୋଷଣ(ମଧ୍ୟାନ୍ନ ଭୋଜନ) ରଘୁରାମ ଆର୍.ଆୟର । ସେ କହିଛନ୍ତି ଏବେ ଯାଏଁ ମଧ୍ୟାନ୍ନ ଭୋଜନରେ ଅଣ୍ଡା ବନ୍ଦ ପାଇଁ ନିର୍ଦେଶ ଦିଆଯାଇନାହିଁ । ବିଦ୍ୟାଳୟରେ…

ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି : ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ ବସ୍  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି  । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଏହି ବସ୍  । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ…

ଉଦଳା ଭାଲୁହୁରୁଡ଼ା ଗାଁରେ ଅଘଟଣ: ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ହତ୍ୟା !

ଉଦଳା : ସାମାନ୍ୟ ଗେଣ୍ଡୁ ଗଛ ପାଇଁ ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି  । ଏମିତି କିଛି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ  । ମୃତକ ସରସ୍ବତୀ ହାଁସଦା ବୋଲି ଜଣାପଡିଛି  । ସୂଚନା ଅନୁସାରେ ଗାଁର ସୀତା…

ମନେ ପଡନ୍ତି ଅକ୍ଷୟ: ଆଜି ଖୋକା ଭାଇଙ୍କ ଜନ୍ମ ଜୟନ୍ତୀ, ଅଭୂଲା ମନଛୁଆଁ ସଙ୍ଗୀତକୁ ଆଜି ବି ଝୁରୁଛନ୍ତି ଦର୍ଶକ

କଟକ: ଓଡିଆ ସଙ୍ଗୀତ ଜଗତର ବେତାଜ ବାଦଶାହ । ଓଡିଆ ଆଧୁନିକ ସୁଗମ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ସେ  । ହଁ ଆଜ୍ଞା ଆମେ କହୁଛୁ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଥା । ଖୋକା ଭାଇ ନାମରେ ସେ ସମସ୍ତଙ୍କ ନିକଟରେ ଜଣାଶୁଣା  । ଆଜି ହେଉଛି ତାଙ୍କର ଜନ୍ମ ଜୟନ୍ତୀ  । ୧୯୩୬…

ପୂର୍ବବର୍ଷ ଅକ୍ଚୋବର ତୁଳନାରେ ଚଳିତଥର ଅଧିକ ଗରମ ଅନୁଭୂମ ହେଉଛି କି?

ଭୁବନେଶ୍ବର/ନୂଆଦିଲ୍ଲୀ: ଉଭୟ ଦିନ ବେଳା କେମିତି ଅନୁଭବ କରୁଛନ୍ତି ଆପଣ? ତିନି ମାସ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ ସହିତ ବାତ୍ୟାର ମାସ କୁହାଯାଉଥିବା ଅକ୍ଟୋବରରେ ଯେଉଁଭଳି ତାତି ଏବଂ ଗୁଳୁଗୁଳି ରହିଛି କ'ଣ ଭାବୁଛନ୍ତି? ପୂର୍ବବର୍ଷ ତୁଳନାରେ ଚଳିତଥର ଅକ୍ଚୋବର ମାସରେ ଅଧିକ ଗରମ…