Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚିଟଫଣ୍ଡ କମ୍ପାନୀ କେଡବ୍ଲୁଆଇଏଲର ଉଦଳା ଶାଖା ପରିଚାଳକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ବାଲେଶ୍ୱର: ଜମାକାରୀଙ୍କୁ ଠକିଥିବା ଅଭିଯୋଗରେ ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ କୋଲକାତା ଓ୍ବାଇର୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଉଦଳା ଶାଖା ପରିଚାଳକ ସଂଗ୍ରାମ କେଶରୀ ପାତ୍ରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ତାଙ୍କୁ ୬୧ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।…

ରୋଗୀ ମୃତ୍ୟୁକୁ ନେଇ ଡାକ୍ତର ଓ ନର୍ସ ଆକ୍ରମଣର ଶିକାର, ଗିରଫ ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: କଟକ-ପୁରୀ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର, ନର୍ସ ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଡ୍ୟୁଟିରେ ଥିବା ଡାକ୍ତର। ହସ୍ପିଟାଲ ସୂତ୍ରରୁ…

ଖୋର୍ଦ୍ଧା ଜିଲ୍ଲାରେ ୨୬ଟି ବହୁମୁଖୀ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ବାତ୍ୟା ସମୟରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଖୋର୍ଦ୍ଧା ଜିଲ୍ଲାରେ ୨୬ଟି ବହୁମୁଖୀ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କୋଠାଗୁଡ଼ିକ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାସହରା ହୋଇପଡ଼ିଥିବା ଲୋକଙ୍କ ପାଇଁ ବାତ୍ୟା…

ସହରାଞ୍ଚଳରେ ଶୀଘ୍ର ସେବା ଯୋଗାଇ ଦେବାକୁ ଓଏଏସ ଓ ଓଆରଏସ କ୍ୟାଡର ଅତିରକ୍ତ ପଦବୀ ସୃଷ୍ଟି

ଭୁବନେଶ୍ୱର: ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଏବଂ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) କ୍ୟାଡରରେ ଅତିରିକ୍ତ ପଦବି ସୃଷ୍ଟି କରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହରାଂଚଳରେ ଲୋକଙ୍କୁ…

ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ନାବାଳକର ମୃତ୍ୟୁ

ନୂଆପଡ଼ା: ଗୁରୁବାର ନୂଆପଡା ଜିଲ୍ଲାରେ ଏକ ଡ୍ୟାମରେ ଗାଧୋଇବା ବେଳେ ଜଣେ ନାବାଳକଙ୍କ ମୃତଦେହ ବୁଡ଼ି ଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଖରିଆର ଥାନା ଅନ୍ତର୍ଗତ ଗୋଇମୁଣ୍ଡି ଗ୍ରାମର ଟୁଟୁ ବାନାଛଡ଼ା (୧୪) ନାମକ ଜଣେ ନାବାଳକ ଆଜି ସକାଳେ ତଳ ଇନ୍ଦ୍ରା ଡ୍ୟାମର…

ମଦ ପିଇ ସ୍କୁଲ ଆସୁଥିଲେ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନିଶାସକ୍ତ ଅବସ୍ଥାରେ ସ୍କୁଲ ଯାଉଥିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲାର ବୁରବିନାଜୁସ୍ଥିତ ସରକାରୀ ୟୁପି ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଅଶ୍ୱିନୀ କୁମାର ନାୟକ ୪ ମାସ ତଳେ ଟିକାବାଲି ବ୍ଲକ୍ ଅନ୍ତର୍ଗତ…

ଗଣ୍ଠିବାତରୁ ମୁକ୍ତି ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର : ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗରୁ ମୁକ୍ତି ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ଏହି ରୋଗରେ ଆକ୍ରାନ୍ତ ରୋଗୀମାନେ ପର୍ଯ୍ୟାପ୍ତ ଆରାମ ନେବା ସହ ନିୟମିତ ବ୍ୟାୟ୍ୟାମ ଓ ଦୈନନ୍ଦିନ ଚାପମୁକ୍ତ ଜୀବନ ଯାପନ କରିବା ଉଚିତ୍ । ସୁସ୍ଥ ରହିବା ପାଇଁ ପୁଷ୍ଟିକର…

ପୋଷାକ କଟକଣା; ଏହି ସବୁ ଡ୍ରେସରେ ଗଲେ ଶ୍ରୀମନ୍ଦିରକୁ ମିଳିବ ପ୍ରବେଶ ଅନୁମତି

ପୁରୀ: "ଶାଳୀନତାପୂର୍ଣ୍ଣ ପୋଷାକ" କ'ଣ ? ଗତ କିଛି ଦିନ ହେବ ଶାଳୀନତାପୂର୍ଣ୍ଣ ପୋଷାକ ଉପରେ ବେଶ୍ ଚର୍ଚ୍ଚା ଚାଲିଥିଲା। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ କେଉଁ ପୋଷାକ ପିନ୍ଧିବେ ସେନେଇ ଆଲୋଚନା ଜୋର ଧରିଥିଲା। ତେବେ ଆଜି ଏହି ଦୂର ହେଲା ଦ୍ୱନ୍ଦ। କାରଣ ଭକ୍ତଙ୍କ ଲାଗି ସ୍ଥିର ହୋଇଛି ଡ୍ରେସ…

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡିଲେ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀ

ପାରାଦୀପ: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ରେଡ୍। ସିବିଆଇ ହାତରେ ଧରା ପଡିଲେ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ପୋର୍ଟର ହେଲଥ ଅଫିସର ଡାକ୍ତର ଆର ଏନ ପାଣିଗ୍ରାହୀଙ୍କ ନିକଟରୁ ଟଙ୍କା ଜବତ ହୋଇଛି। କଲିକତାର ଏମିଏନସପି ସିପିଂ…

ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ, ବିଜେପି ବିଧାୟକ ଦେଲେ ସୂଚନା

ପୁରୀ: ପାଖେଇ ଆସିଲାଣି ୨୦୨୪ ନିର୍ବାଚନ। ଏହି ସମୟରେ କେଉଁ ଦଳ କେଉଁ ଆସନରୁ ଲଢିବେ ସେନେଇ ଚାଲିଛି ଜୋରଦାର ଆଲୋଚନା। ତେବେ ପୁରୀରୁ ଲୋକସଭା ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଏଭଳି ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଲୋକସଭା ନିର୍ବାଚନରେ ପୁରୀରୁ ମୋଦି…