Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗାଧୋଇବାକୁ ଯାଇ ବ୍ରାହ୍ମଣୀରେ ଦୁଇ ବନ୍ଧୁଙ୍କ ସଲିଳ ସମାଧି

ଯାଜପୁର: ଅନ୍ତରଙ୍ଗ ବନ୍ଧୁ ଥିଲେ । ଏକାଠି ବୁଲୁଥିଲେ, ଏକାଠି ଯାଉଥିଲେ । ଏକାଠି ଶେଷଯାତ୍ରା ବି କଲେ ।  ଧର୍ମଶାଳା ଗୋକର୍ଣ୍ଣେଶ୍ୱର ନିକଟ ବ୍ରାହ୍ମଣୀ ନଦୀରେ ଏକାଠି ଗାଧଉଥିଲେ । ହାତ ଧରାଧରି ହୋଇ ବ୍ରାହ୍ମଣୀ ଗର୍ଭରେ ସଲିଳ ସମାଧି ନେଇଗଲେ ।  ଦୁଇ ସାଙ୍ଗ ହେଲେ, ଜାରକା କୁମାରୀ ଗାଁର…

ଅଫେରା ରାଇଜରେ ‘ଗୁଲୁ ପାପା’: ନିଆରା ଶ୍ରଦ୍ଧାଞ୍ଜଳି ଭିଜାଇ ଦେଲା ସମସ୍ତଙ୍କ ମନ

ଭୁବନେଶ୍ୱର: ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ବିଜ୍ଞାପନଟିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଜ୍ଞାପନଟି ଥିଲା ଏକ ଶ୍ରଦ୍ଧାଞ୍ଜଳି । ସାଧାରଣତଃ ଖବରକାଗଜର ପ୍ରଥମ ପୃଷ୍ଠାରେ ଶ୍ରଦ୍ଧାଞ୍ଜଳି ଖୁବ କମ ଦେଖିବାକୁ ମିଳିଥାଏ । ହେଲେ ଏ ଶ୍ରଦ୍ଧାଞ୍ଜଳି କୌଣସି ବିଶିଷ୍ଟ ଶିଳ୍ପପତି,…

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଡକାୟତି ଯୋଜନା ପଣ୍ଡ। ଯାତ୍ରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଟଣୀ ଥାନା ପୋଲିସ। ସୂଚନା ଅନୁସାରେ, ଜଟଣୀ ଥାନଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ନିଜ…

ନୂଆପଡା ଜିଲ୍ଲାର ୪ ସ୍ଥାନରେ ଅବକାରୀ ବିଭାଗର ଚଢାଉ: ବିପୁଳ ଗଞ୍ଜେଇ ଜବତ, ୯ ମହିଳା ଗିରଫ

ନୂଆପଡା: ନୂଆପଡା ଅବକାରୀ ବିଭାଗକୁ ବଡ ସଫଳତା  । ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଦଳକୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଜିଲ୍ଲାର ୪ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୯ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  ।  ସମସ୍ତ…

ବଦଳିଲାନି ଚିରାଫଟା ନୋଟ୍ : ରିଜର୍ଭ ବ୍ୟାଙ୍କ ସାମ୍ନାରେ ଟଙ୍କା ଉଡାଇଲେ ଗ୍ରାହକ

ଭୁବନେଶ୍ବର: ଆଜି ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଅଭୁତପୂର୍ବ ଦୃଶ୍ୟ  । ରାସ୍ତାରେ ଉଡିଲା ଚିରାଫଟା ୫ଶହ , ୨ ଶହ ଓ ଶହେ ଟଙ୍କିଆ  । ଭୁବନେଶ୍ବର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ  ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ସାମ୍ନାରେ ନୋଟ୍ ଉଡାଉଥିବା…

ବାହାନଗା ଟ୍ରେନ ଦୁର୍ଘଟଣା: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ

ଭୁବନେଶ୍ୱର: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ । ଭରତପୁର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ସବୁ ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନ କରିଛି ବିଏମସି । ଏମ୍ସ, ବିଏମସି ଅଧିକାରୀ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲା ଯାଇଥିଲା । ଏହାର…

ଆସିପାରିଲାନି ଆମ୍ବୁଲାନ୍ସ : ପୁଣି ଖଟିଆ ପାଲଟିଲା ପ୍ରସୂତିଙ୍କ ସାହାଭରସା

ସୁବର୍ଣ୍ଣପୁର: ସରକାର ଗ୍ରାମାଞ୍ଚଳ ଗୁଡିକରେ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ କେଉଁଠି ନା କେଉଁଠି ତାହା ଫେଲ ମାରୁଛି । ଆଜି ବି ଏମିତି କିଛି ଗାଁ ରହିଛି ଲୋକେ ମୌଳିକ ସୁବିଧା ପାଇବା ତ ଦୂରର କଥା ଏଠାକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ…

ରାଜ୍ୟରେ ‘ମିଶନ ଶକ୍ତି ସ୍କୁଟର’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୧୫ ହଜାର ମା’ଙ୍କୁ ପ୍ରଦାନ କରାଯାଇଛି ସ୍କୁଟି । ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅନେକ…

ଅନୁଗୁଳ ପୋଲିସକୁ ବଡ ସଫଳତା: ଜୁଆ ଆଡ୍ଡା ଉପରେ ଚଢାଉ, ୬ ଜୁଆଡି ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳତା ମିଳିଛି  । ବିଇଡି କଲେଜ ପଛ ପାଖରେ ଥିବା ଏକ ବସ୍ତିରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି  । ଏବଂ ୬ଜଣ ଜୁଆଡିଙ୍କୁ ଗିରଫ କରିଛି  । ସେମାନଙ୍କ ନିକଟରୁ ଟଙ୍କା , ମୋଟରସାଇକେଲ , ମୋବାଇଲ ସହ ଜୁଆ ସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ ବିଇଡି…

ଜମିବାଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ନିଶାଡିଙ୍କ ଭୁଜାଲି ଆକ୍ରମଣରେ ୩ ଗୁରୁତର

ଭଦ୍ରକ : ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଏବଂ ହୋଟେଲ ମାଲିକ ଧସ୍ତାଧସ୍ତି  । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି  । ଏତିକି ବେଳେ  କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମାନେ ଅଟକାଉଥିବାବେଳେ   ଉଭୟଙ୍କ ମଧ୍ୟରେ…